"ପ୍ରତାପରୁଦ୍ର ଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
ପ୍ରତାପରୁଦ୍ର ଦେବ (୧୪୯୭-୧୫୪୧)ସୂର୍ଯ୍ୟବଂଶର ତୃତୀୟ ଓ ଶେଷ ପ୍ରଧାନ ରାଜା ଥିଲେ । ତାଙ୍କ ଅନ୍ତେ ସୂର୍ଯ୍ୟବଂଶର ବିଶାଳ ସାମ୍ରାଜ୍ୟର ଗୌରବ ରବି ଅସ୍ତମିତ ହେଲା । ଓଡିଶାର ସୂର୍ଯ୍ୟବଂଶୀ ରାଜତ୍ଵ ସମୟରେ ପ୍ରତାପରୁଦ୍ର ଦେବ ଏକ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ରାଜତ୍ଵ କାଳରେ ଓଡିଶାର ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇଥିଲା । ଧର୍ମ କ୍ଷେତ୍ରରେ ଚୈତନ୍ୟଙ୍କ ପ୍ରଭାବ ଓ ସାହିତ୍ୟ କ୍ଷେତ୍ରରେ ପଞ୍ଚସଖାଙ୍କ ପ୍ରଭାବ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଥିଲା । କିନ୍ତୁ ରାଜନୈତିକ କ୍ଷେତ୍ରରେ ଓଡିଶା ସଂକୁଚିତ ହୋଇ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ପ୍ରତିବେଶୀ ଶକ୍ତିଶାଳୀ ଶତ୍ରୁଙ୍କ ଯୋଗୁଁ ନିଜର ପୂର୍ବ ଗଉରବ ହରାଇଥିଲା । ସୁସମୟ ଓ ଦୁସମୟର ମିଶ୍ରିତ ଅବସ୍ଥା ମଧ୍ୟର୍ରେ ସୂର୍ଯ୍ୟବଂଶୀୟ ତୃତୀୟ ରାଜଙ୍କର ରାଜତ୍ଵକାଳ ଅତିବାହିତ ହୋଇଥିଲା । ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଓ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଏପ୍ରିଲ୍ ମାସ ୧୪୯୭ ଖ୍ରୀଷ୍ଟାବ୍ଦରେ ଓଡିଶା ସିଂହାସନ ଆରୋହଣ କରିଥିଲେ । ତାଙ୍କ ସିଂହାସନ ପ୍ରାପ୍ତି ବିବାଦ ଶୂନ୍ୟ ଥିଲା । କିନ୍ତୁ ଏହି ନିର୍ବିବାଦ ସିଂହାସନ ଅଧିକ କାଳ ପର୍ଯ୍ୟନ୍ତ ତାଙ୍କୁ ସୁଖ ପ୍ରଦାନ କରିନଥିଲା । ସେ ଉତ୍ତର ଦିଗରେ ବଙ୍ଗଳା ଓ ଗଙ୍ଗାନଦୀ ଠାରୁ ଦକ୍ଷିଣରେ ଆଧୁନିକ ନେଲୋର ଜିଲ୍ଲା ବ କାବେରୀ ନଦୀ ପର୍ଯ୍ୟନ୍ତ ଭୂଖଣ୍ଡ ପୈତୃକ ସାମ୍ରାଜ୍ୟ ରୂପେ ପାଇଥିଲେ ।
 
 
 
ସୁର୍ଯ୍ୟବଂଶ
––––––––––––––
↓ ↓
ସୋମବଂଶ
 
[[ଶ୍ରେଣୀ:ସୂର୍ଯ୍ୟ ରାଜବଂଶ]]