"ହର୍ପିସ୍ ଜୋସ୍ଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୫ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ଇତିହାସ -->
ସମୁଦାୟ ଲୋକସଂଖ୍ୟାର ଏକ ତୃତୀୟାଂଶ ଜୀବନର କୌଣସି ସମୟରେ ଏହି ରୋଗ ଭୋଗ କରନ୍ତି । <ref name=Pink2015/> ବୟସାଧିକ୍ୟ ଲୋକଙ୍କର ଏ ରୋଗ ସାଧାରଣତଃ ଅଧିକ ହେଲେ ମଧ୍ୟ ପିଲାମାନଙ୍କୁ ମଧ୍ୟ ହୁଏ । <ref name=CDC2014Over>{{cite web|title=Overview|url=http://www.cdc.gov/shingles/about/overview.html|accessdate=26 May 2015|date=September 17, 2014}}</ref> ବାର୍ଷିକ ନୂତନ ରୋଗ ହାର ସୁସ୍ଥ ଲୋକମାନଙ୍କର ପ୍ରତି ୧୦୦୦ରେ ୧.୨-୩.୪ ଜଣଙ୍କର ହୁଏ ଓ ୬୫ ବର୍ଷ ବୟସରୁ ଅଧିକ ଲୋକଙ୍କର ପ୍ରତି ଏକ ହଜାରରେ ୩.୯-୧୧.୮ ହୁଏ । <ref name=pmid17143845>{{cite journal |vauthors=Dworkin RH, Johnson RW, Breuer J, etal | title=Recommendations for the management of herpes zoster| journal=Clin. Infect. Dis| volume=44 Suppl 1| pages=S1–26| year=2007| pmid=17143845| doi=10.1086/510206| url=http://www.journals.uchicago.edu/doi/full/10.1086/510206}}</ref> ୮୫ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଲୋକଙ୍କୁ ଅତି କମରେ ଥରେ ଏହି ରୋଗ ହୁଏ ଓ ୫ %ରୁ କମ ଲୋକଙ୍କର ଏକାଧିକ ଆକ୍ରମଣ ହୁଏ । <ref name=Pink2015/><ref>{{cite book|author1=Honorio T. Benzon|title=Essentials of Pain Medicine|date=2011|publisher=Elsevier Health Sciences|location=London|isbn=9781437735932|page=358|edition=3rd|url=https://books.google.ca/books?id=9UuAWD2FTFsC&pg=PA358}}</ref> ପୁରାକାଳରୁ ଏହି ରୋଗ ଥିବା ଜଣାଯାଏ । <ref name=Pink2015>{{cite book|author1=Hamborsky J|title=Epidemiology and Prevention of Vaccine-Preventable Diseases|date=2015|publisher=Washington D.C. Public Health Foundation|pages=353–374|edition=13|url=http://www.cdc.gov/vaccines/pubs/pinkbook/downloads/varicella.pdf}}</ref> ଆରବ ଦେଶମାନଙ୍କରେ ଏହାର ନାମର ଅର୍ଥ ''ନିଆଁର ବେଲ୍ଟ'' , ସ୍ପାନିଶ ଭାଷାରେ ''ଛୋଟ ସାପ'' ଓ ହିନ୍ଦି ଭାଷାରେ ''ବଡ଼ ରାସ୍'' । <ref>{{cite journal|last1=Yawn|first1=BP|last2=Gilden|first2=D|title=The global epidemiology of herpes zoster.|journal=Neurology|date=3 September 2013|volume=81|issue=10|pages=928–30|pmid=23999562}}</ref>
 
 
== ଆଧାର ==