"ହର୍ପିସ୍ ଜୋସ୍ଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
 
<!-- କାରଣ, କାର୍ଯ୍ୟକାରୀତା ଓ ରୋଗ ନିର୍ଣ୍ଣୟ -->
ଶରୀରରେ [[ଭାରିସେଲା ଜୋସ୍ଟର ଭୁତାଣୁ]] (ଭିଜେଡଭି) ପୁନଃ କ୍ରିୟାଶୀଳ ହେଲେ ହର୍ପିସ୍ ଜୋସ୍ଟର ରୋଗ ହୁଏ । <!-- <ref name=Pink2015/> --> ଏହି ଭୁତାଣୁର ପ୍ରାରମ୍ଭିକ ସଂକ୍ରମଣ ଯୋଗୁ [[ହାଡ଼ଫୁଟି]] ରୋଗ ହୁଏ । <!-- <ref name=Pink2015/> --> ଥରେ ହାଡ଼ଫୁଟି ରୋଗ ଭଲ ହୋଇଗଲେ ସ୍ନାୟୁକୋଷରେ ଭୁତାଣୁ [[ଅବ୍ୟକ୍ତ|ନିଷ୍କ୍ରିୟ]] (latent) ହୋଇ ରହିଯାଏ । <!-- <ref name=Pink2015/> --> ଏହି ଭୁତାଣୁ ପୁନଃକ୍ରିୟାଶୀଳ ହେବା ନିମନ୍ତେ ଆବଶ୍ୟକ ହେଉଥିବା ସଙ୍କଟାବସ୍ଥାମାନଙ୍କର ନାମ: ବୃଦ୍ଧ ବୟସ, [[ଇମ୍ମ୍ୟୁନିଟି ଅଭାବ]] ଓ ୧୮ ମାସ ବୟସ ପୂର୍ବରୁ ହାଡ଼ଫୁଟି ରୋଗ‌ଗ୍ରସ୍ତ ହେବା ଇତ୍ୟାଦି । <!-- <ref name=Pink2015/> --> ଶରୀର ମଧ୍ୟରେ ଭୁତାଣୁ କିପରି ରହେ ଓ କିପରି ପୁନଃକ୍ରିୟାଶୀଳ ହୁଏ, ଏ ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିଛି । <ref name=Pink2015/> ଫୋଟକାରେ ଥିବା ଭୁତାଣୁ ସଂସ୍ପର୍ଶରେ ଆସିଲେ ପ୍ରଥମେ ହାଡ଼ଫୁଟି ହୁଏ, ହର୍ପିସ୍ ଜୋସ୍ଟର ନୁହେଁ ।<ref>{{cite web|title=Shingles (Herpes Zoster) Transmission|url=http://www.cdc.gov/shingles/about/transmission.html|accessdate=26 May 2015|date=September 17, 2014}}</ref> ଏହାର ସ୍ୱାଭାବିକ ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । <ref name=NEJM2013/> [[ଭାରିସେଲା ସିମ୍ପ୍ଲେକ୍ସ]] ଭୁତାଣୁ ଓ ହର୍ପିସ୍ ଜୋସ୍ଟର ଭୁତାଣୁ ଦ୍ୱୟ ଭିନ୍ନ ଭିନ୍ନ ଭୁତାଣୁ ଓ [[ହର୍ପିସଭିରିଡି|ଭୁତାଣୁ ପରିବାର]]ର ସଦସ୍ୟ । <ref name=CDC2014Over/>
 
<!-- ପ୍ରତିଷେଧ -->