"ଦୃଷ୍ଟିହାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୭ କ ଧାଡ଼ି:
}}
<!-- Definition -->
'''ଦୃଷ୍ଟିହାନି''' କୁହାଯାଏ ଯେତେବେଳେ ଦୃଷ୍ଟିଶକ୍ତି କମି ଏଭଳି ଅସୁବିଧା ହୁଏ ଯେ [[ଚଷମା]] ଭଳି ସାଧାରଣ ଯନ୍ତ୍ରଦ୍ୱାରା ମଧ୍ୟ ଏହାକୁ ଠିକ କରାଯାଇ ପାରେନାହିଁ । <ref name=WHODef/><ref name=CDC2011/> ଚଷମା ବା [[କଣ୍ଟାକ୍ଟ ଲେନସ]] କିଣିବା ଶକ୍ତି ନ ଥିବା ଲୋକଙ୍କର ଦେଖିବା ଶକ୍ତି କମିବାକୁ ମଧ୍ୟ ଦୃଷ୍ଟିହାନି ଶ୍ରେଣୀରେ ନେବାକୁ ଦାବୀ ହେଉଛି ।<ref name=WHODef>{{cite web|title=Change the Definition of Blindness|url=http://www.who.int/blindness/Change%20the%20Definition%20of%20Blindness.pdf?ua=1|website=World Health Organization|accessdate=23 May 2015}}</ref> ଅଧିକାଂଶ ସମୟରେ [[ଭିଜୁଆଲ ଆକୁଇଟି]] ୨୦/୪୦ କିମ୍ବା ୨୦/୬୦ରୁ ଆହୁରି କମ ଥିଲେ ଦୃଷ୍ଟିହାନି ସଂଜ୍ଞା ଦିଆଯାଏ । <ref name=Mab2006/> ସମ୍ପୁର୍ଣ୍ଣ ବା ପ୍ରାୟ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତିର ଅଭାବ ଥିଲେ '''ଅନ୍ଧତ୍ୱ''' ସଂଜ୍ଞା ଦିଆଯାଏ । <ref name=Mab2006>{{cite journal|last=Maberley|first=DA|author2=Hollands, H|author3=Chuo, J|author4=Tam, G|author5=Konkal, J|author6=Roesch, M|author7=Veselinovic, A|author8=Witzigmann, M|author9=Bassett, K|title=The prevalence of low vision and blindness in Canada.|journal=Eye (London, England)|date=March 2006|volume=20|issue=3|pages=341–6|pmid=15905873|doi=10.1038/sj.eye.6701879}}</ref> ଦୈନନ୍ଦିନ କାର୍ଯ୍ୟ ଯେପରିକି ଡ୍ରାଇଭିଙ୍ଗ, ପଠନ, ସାମାଜିକତା ଓ ଚାଲିବାରେ ଦୃଷ୍ଟିହାନି ଥିବା ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । <ref name=CDC2011/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପୃଥିବୀବ୍ୟାପି ଦୃଷ୍ଟିହାନିର ସବୁଠାରୁ ସାଧାରଣ କାରଣ ହେଲା ଠିକ କରାଯାଇ ନ ଥିବା [[ରିଫ୍ରକ୍ଟିଭରିଫ୍ରାକ୍ଟିଭ ଏରର]] (୪୩ %), [[ପରଳ]] (୩୩୩ %) ଓ [[ଗ୍ଲକୋମା]] (୨ %) ।<ref name=WHO2014/> ରିଫ୍ରକ୍ଟିଭରିଫ୍ରାକ୍ଟିଭ ଏରର ମଧ୍ୟରେ [[ସମୀପ ଦୃଷ୍ଟି]] ([[near sighted]]), ଦୂର ଦୃଷ୍ଟି ([[far sighted]]), [[ଚାଳିଶା]] ([[prebyopia]]) ଓ [[ଆସ୍ଟିଗମାଟିଜମ]] ([[astigmatism]]) ଅନ୍ତର୍ଭୁକ୍ତ । <ref name=WHO2014/> ଅନ୍ଧତ୍ୱର ପ୍ରଧାନ କାରଣ ହେଉଛି ପରଳ ବା କାଟାରାକ୍ଟ । <ref name=WHO2014/> ଦୃଷ୍ଟିହାନୀର ଅନ୍ୟାନ୍ୟ କାରଣ ମଧ୍ୟରେ [[ବୟସ ସମ୍ପର୍କୀୟ ମାକୁଲା କ୍ଷୟ]], [[ଡାଏବେଟିକ ରେଟିନୋପାଥି]], [[ଅସ୍ୱଚ୍ଛ କର୍ନିଆ|ମେଘୁଆ କର୍ନିଆ]], [[ବାଲ୍ୟ ଅନ୍ଧତ୍ୱ]], ଓ ଅନେକ ପ୍ରକାରର ସଂକ୍ରମଣ ମୂଖ୍ୟ ସ୍ଥାନ ଅଧିକାର କରିଛି ।<ref name=WHO2012Data>{{cite book|title=GLOBAL DATA ON VISUAL IMPAIRMENTS 2010|date=2012|publisher=WHO|page=6|url=http://www.who.int/blindness/GLOBALDATAFINALforweb.pdf?ua=1}}</ref> [[ସ୍ଟ୍ରୋକ]] ଯୋଗୁ [[ମସ୍ତିଷ୍କ]]ରେ ଅସୁବିଧା, [[ଅପକ୍ୱ ଶିଶୁ ଜନ୍ମ]] ଓ ଆଘାତ ଯୋଗୁ ମଧ୍ୟ ଦୃଷ୍ଟିହାନୀ ହୁଏ ।<ref name=Leh2012/> ଏଗୁଡ଼ିକ [[କର୍ଟିକାଲ ଭିଜୁଆଲ ଇମ୍ପେୟାରମେଣ୍ଟ]]ର ଅନ୍ତର୍ଭୁକ୍ତ । <ref name=Leh2012>{{cite journal|last1=Lehman|first1=SS|title=Cortical visual impairment in children: identification, evaluation and diagnosis.|journal=Current opinion in ophthalmology|date=September 2012|volume=23|issue=5|pages=384–7|pmid=22805225|doi=10.1097/ICU.0b013e3283566b4b}}</ref> ପିଲାମାନଙ୍କର ଦୃଷ୍ଟଶକ୍ତି ସ୍କ୍ରିନିଙ୍ଗ କରାଗଲେ ଭବିଷ୍ୟତରେ ଦୃଷ୍ଟି ଓ ଶିକ୍ଷା ସମସ୍ୟା କମିଯିବ । <ref>{{cite journal|last1=Mathers|first1=M|last2=Keyes|first2=M|last3=Wright|first3=M|title=A review of the evidence on the effectiveness of children's vision screening.|journal=Child: care, health and development|date=November 2010|volume=36|issue=6|pages=756–80|pmid=20645997|doi=10.1111/j.1365-2214.2010.01109.x}}</ref> ବୟସ୍କମାନଙ୍କର ସ୍କ୍ରିନିଙ୍ଗ ମଧ୍ୟ ଉପକାରୀ ହୁଏ । <ref name=CDC2011/> [[ଚକ୍ଷୁ ପରୀକ୍ଷା]] କରି ଏହି ଅସୁବିଧା ନିର୍ଣ୍ଣୟ କରାଯାଏ । <ref name=CDC2011>{{cite web|title=Blindness and Vision Impairment|url=http://www.cdc.gov/healthcommunication/ToolsTemplates/EntertainmentEd/Tips/Blindness.html|accessdate=23 May 2015|date=February 8, 2011}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
୨୬ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ସମାଜ -->
ସନ ୨୦୧୨ର ଏକ ଆକଳନ ଅନୁସାରେ ପୃଥିବୀରେ ଦୃଷ୍ଟି ଅସୁବିଧା ଥିବା ୨୮୫ ନିୟୁତ ଲୋକଙ୍କ ମଧ୍ୟରେ ୨୪୬ ନିୟୁତ ନମ୍ନ ଦୃଷ୍ଟି ସମ୍ପନ୍ନ ଲୋକ ଓ ୩୯ ନିୟୁତ ଅନ୍ଧ ଥିଲେ । <ref name=WHO2014/> ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶର ଲୋକର ବାସିନ୍ଦା ଓ ବୟସ ୫୦ ରୁ ଉର୍ଦ୍ଧ୍ୱ । <ref name=WHO2014>{{cite web|title=Visual impairment and blindness Fact Sheet N°282|url=http://www.who.int/mediacentre/factsheets/fs282/en/|accessdate=23 May 2015|date=August 2014}}</ref> ସନ ୧୯୯୦ ଅପେକ୍ଷା ଦୃଷ୍ଟିହାନି ହାର କମୁଛି । <ref name=WHO2014/> ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ । <ref>{{cite journal|last1=Rein|first1=DB|title=Vision problems are a leading source of modifiable health expenditures.|journal=Investigative Ophthalmology & Visual Science|date=13 December 2013|volume=54|issue=14|pages=ORSF18-22|pmid=24335062|doi=10.1167/iovs.13-12818}}</ref>
 
== ଆଧାର ==