"ଦୃଷ୍ଟିହାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପୃଥିବୀବ୍ୟାପି ଦୃଷ୍ଟିହାନିର ସବୁଠାରୁ ସାଧାରଣ କାରଣ ହେଲା ଠିକ କରାଯାଇ ନ ଥିବା [[ରିଫ୍ରକ୍ଟିଭ ଏରର]] (୪୩ %), [[ପରଳ]] (୩୩୩ %) ଓ [[ଗ୍ଲକୋମା]] (୨ %) ।<ref name=WHO2014/> ରିଫ୍ରକ୍ଟିଭ ଏରର ମଧ୍ୟରେ [[ସମୀପ ଦୃଷ୍ଟି]] ([[near sighted]]), ଦୂର ଦୃଷ୍ଟି ([[far sighted]]), [[ଚାଳିଶା]] ([[prebyopia]]) ଓ [[ଆସ୍ଟିଗମାଟିଜମ]] ([[astigmatism]]) ଅନ୍ତର୍ଭୁକ୍ତ । <ref name=WHO2014/> ଅନ୍ଧତ୍ୱର ପ୍ରଧାନ କାରଣ ହେଉଛି ପରଳ ବା କାଟାରାକ୍ଟ । <ref name=WHO2014/> ଦୃଷ୍ଟିହାନୀର ଅନ୍ୟାନ୍ୟ କାରଣ ମଧ୍ୟରେ [[ବୟସ ସମ୍ପର୍କୀୟ ମାକୁଲା କ୍ଷୟ]], [[ଡାଏବେଟିକ ରେଟିନୋପାଥି]], [[ଅସ୍ୱଚ୍ଛ କର୍ନିଆ|ମେଘୁଆ କର୍ନିଆ]], [[ବାଲ୍ୟ ଅନ୍ଧତ୍ୱ]], ଓ ଅନେକ ପ୍ରକାରର ସଂକ୍ରମଣ ମୂଖ୍ୟ ସ୍ଥାନ ଅଧିକାର କରିଛି ।<ref name=WHO2012Data>{{cite book|title=GLOBAL DATA ON VISUAL IMPAIRMENTS 2010|date=2012|publisher=WHO|page=6|url=http://www.who.int/blindness/GLOBALDATAFINALforweb.pdf?ua=1}}</ref> [[ସ୍ଟ୍ରୋକ]] ଯୋଗୁ [[ମସ୍ତିଷ୍କ]]ରେ ଅସୁବିଧା, [[ଅପକ୍ୱ ଶିଶୁ ଜନ୍ମ]] ଓ ଆଘାତ ଯୋଗୁ ମଧ୍ୟ ଦୃଷ୍ଟିହାନୀ ହୁଏ ।<ref name=Leh2012/> ଏଗୁଡ଼ିକ [[କର୍ଟିକାଲ ଭିଜୁଆଲ ଇମ୍ପେୟାରମେଣ୍ଟ]]ର ଅନ୍ତର୍ଭୁକ୍ତ । <ref name=Leh2012>{{cite journal|last1=Lehman|first1=SS|title=Cortical visual impairment in children: identification, evaluation and diagnosis.|journal=Current opinion in ophthalmology|date=September 2012|volume=23|issue=5|pages=384–7|pmid=22805225|doi=10.1097/ICU.0b013e3283566b4b}}</ref> ପିଲାମାନଙ୍କର ଦୃଷ୍ଟଶକ୍ତି ସ୍କ୍ରିନିଙ୍ଗ କରାଗଲେ ଭବିଷ୍ୟତରେ ଦୃଷ୍ଟି ଓ ଶିକ୍ଷା ସମସ୍ୟା କମିଯିବ । <ref>{{cite journal|last1=Mathers|first1=M|last2=Keyes|first2=M|last3=Wright|first3=M|title=A review of the evidence on the effectiveness of children's vision screening.|journal=Child: care, health and development|date=November 2010|volume=36|issue=6|pages=756–80|pmid=20645997|doi=10.1111/j.1365-2214.2010.01109.x}}</ref> ବୟସ୍କମାନଙ୍କର ସ୍କ୍ରିନିଙ୍ଗ ମଧ୍ୟ ଉପକାରୀ ହୁଏ । <ref name=CDC2011/> [[ଚକ୍ଷୁ ପରୀକ୍ଷା]] କରି ଏହି ଅସୁବିଧା ନିର୍ଣ୍ଣୟ କରାଯାଏ । <ref name=CDC2011>{{cite web|title=Blindness and Vision Impairment|url=http://www.cdc.gov/healthcommunication/ToolsTemplates/EntertainmentEd/Tips/Blindness.html|accessdate=23 May 2015|date=February 8, 2011}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
 
== ଆଧାର ==