"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୭ କ ଧାଡ଼ି:
 
== ପର୍ବ ପାଳନର ବିଶେଷତା ==
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ [[ଚାଷୀ]] ମାନେ ଏହାକୁ ପାଳନ କରିଥାନ୍ତି ।<ref>{{cite web |url= http://articles.timesofindia.indiatimes.com/2011-09-01/bhubaneswar/29952799_1_paddy-farming-heavy-farmers-offer |title=Rain uplifts spirits on Nuakhai eve - Times Of India |first= Ashok |last= Pradhan|work=indiatimes.com |year=2011 |quote=Nuakhai is celebration of harvest |accessdate=16 September 2012}}</ref> ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ଯକାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ଯ କରଥାଏ। ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ଏଥି ନିମନ୍ତେ ଆଗରୁ "ଲଗନ" ବା "[[ତିଥି]]" ନିର୍ଣ୍ଣୟ କରି ପୂଜା ଆଦି ସହ [[ଆରିସା ପିଠା]] ଆଦିର ଭୋଗ କରାଯାଇଥାଏ ।
 
== ଲଗ୍ନ ==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି