"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (6) using AWB
୨୮ କ ଧାଡ଼ି:
== ମନ୍ଦିର ଇତିହାସ ==
[[ଫାଇଲ:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା]]
[[ଫାଇଲ:GWR attempt for largest Odissi Dance.jpg|thumb|ଗିନିଜ ରେକର୍ଡ ଉଦ୍ଦେଶ୍ୟରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାର ପ୍ରମାଣପତ୍ର]]
ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା [[ଖଣ୍ଡଗିରି]] ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କ ଦ୍ଵାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । [[କୋଣାର୍କ]] ଓ [[ବ୍ରହ୍ମେଶ୍ଵର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref> ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, [[ଯାଜପୁର]]ର [[ରତ୍ନଗିରି (ଓଡ଼ିଶା)|ରତ୍ନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ । ହିରାପୁରର [[ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିରମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର ([[କୋଣାର୍କ]]ର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।
 
== ଶିକ୍ଷାରେ ==
ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, [[ଯାଜପୁର]]ର [[ରତ୍ନଗିରି (ଓଡ଼ିଶା)|ରତ୍ନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ ।
୨୦୧୫ ଠାରୁ ଭୁବନେଶ୍ଵରର [[ଭାରତୀୟ ବୈଷୟିକ ଅନୁଷ୍ଠାନ (ଭୁବନେଶ୍ଵର)|ଭାରତୀୟ ବୈଷୟିକ ଅନୁଷ୍ଠାନ]]ର [[ବିଟେକ]] ପାଠ୍ୟକ୍ରମରେ ଓଡ଼ିଶୀ ସାମିଲ ହୋଇଛି । ଏହା କୌଣସି ଶାସ୍ତ୍ରୀୟ ନାଚକୁ ପାଟଃଯକ୍ରମ କରିବାରେ ପ୍ରଥମ ବୈଷୟିକ ଅନୁଷ୍ଠାନ ।<ref name=TOI11September2015>{{cite news|last=Pradhan|first=Ashok|title=IIT Bhubaneswar becomes first IIT in country to introduce dance as BTech subject|url=http://timesofindia.indiatimes.com/home/education/news/IIT-Bhubaneswar-becomes-first-IIT-in-country-to-introduce-dance-as-BTech-subject/articleshow/48911403.cms|accessdate=13 September 2015|publisher=Times of India|date=11 September 2015}}</ref><ref name=Hin12September2015>{{cite news|last1=Barik|first1=Satyasundar|title=IIT-Bhubaneswar to train students in Odissi too|url=http://www.thehindu.com/news/national/other-states/iitbhubaneswar-to-train-students-in-odissi-too/article7642531.ece|accessdate=13 September 2015|publisher=The Hindu|date=12 September 2015}}</ref><ref name=NIE12September2015>{{cite news|title=IIT-Bhubaneswar Becomes First IIT to Introduce Odissi as a Course|url=http://www.newindianexpress.com/states/odisha/IIT-Bhubaneswar-Becomes-First-IIT-to-Introduce-Odissi-as-a-Course/2015/09/11/article3022753.ece|accessdate=13 September 2015|publisher=New Indian Express|date=12 September 2015}}</ref>
 
ହିରାପୁରର [[ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିରମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ ।
 
ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର ([[କୋଣାର୍କ]]ର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।
 
[[ଫାଇଲ:GWR attempt for largest Odissi Dance.jpg|thumb|ଗିନିଜ ରେକର୍ଡ ଉଦ୍ଦେଶ୍ୟରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାର ପ୍ରମାଣପତ୍ର]]
 
== ଆଧାର ==
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି