"ମଇ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
No edit summary
୧ କ ଧାଡ଼ି:
ରାୟଗଡା ନ୍ୟାୟୀକ ବିଭାଗର ଏକ ସୁନ୍ଦର ତଥା ସୁଚିନ୍ତିତ ଭିତ୍ତିଭୂମି ପାଇଁ ସମସ୍ତେ ଆଗ୍ରହୀ । ତେବେ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କ ନିଷ୍ପତ୍ତିରେ ଏସବୁ କଥାକୁ ଗୁରୁତ୍ଵ ଦେବା ସହ ରାୟଗଡା ଓକିଲ ସଂଘର ବୁଦ୍ଧିଜୀବିଙ୍କ ମତକୁ ପ୍ରାଧାନ୍ୟ ଦେଇ ନ୍ୟାୟୀକ ବିଭାଗରେ ଏକ ମର୍ଯ୍ୟାଦାପୂର୍ଣ୍ଣ ସମୀକରଣର ଅବତାରଣା କରିଛନ୍ତି । ରାୟଗଡାର ବୁଦ୍ଧିଜୀବୀ ମହଲ ଏହାକୁ ସ୍ଵାଗତ କରିବା ସ୍ଵାଭାବିକ ।
"https://or.wikipedia.org/wiki/ମଇ_ଦିବସ"ରୁ ଅଣାଯାଇଅଛି