"ଲକ୍ଷ୍ମୀ ପୁରାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଆଧାର ଯୋଡିବା
୧ କ ଧାଡ଼ି:
{{ଛୋଟ|Laxmi Puran}}
 
'''ଲକ୍ଷ୍ମୀ ପୁରାଣ''' [[ଓଡ଼ିଆ ସାହିତ୍ୟ]]ର ପଞ୍ଚସଖା ([[ଜଗନ୍ନାଥ ଦାସ]], [[ଅଚ୍ୟୁତାନନ୍ଦ ଦାସ]], ବଳରାମ ଦାସ, [[ଅନନ୍ତ ଦାସ]], [[ଯଶୋବନ୍ତ ଦାସ]])ଙ୍କ ଜ୍ୟେଷ୍ଠ କବି [[ବଳରାମ ଦାସ]]ଙ୍କ ଦ୍ଵାରା [[ସଂସ୍କୃତ ଭାଷା]]ରେ ଲେଖା ଏକ ସାହିତ୍ୟିକ ପୁରାଣ କୃତି । ଏହା ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ ।<ref name=oscav>{{cite web|title=Manabasa Gurubara katha|url=http://oscav.in/laxmi-purana/|accessdate=12 September 2015}}</ref> <ref name=manusi>{{cite web|last=Das|first=J.P.|title=Laxmi Purana|url=http://www.manushi-india.org/pdfs_issues/PDF%20files%2073/lakshmi_purana%20_balram_das.pdf|accessdate=12 September 2015}}</ref> <ref name=destinationodisha>{{cite web|title=Mahalaxmi Purana|url=http://destinationodisha.com/wp-content/uploads/2012/12/MAHA-LAKSHMI-PURANA-ENGLISH-SCRIPT.pdf|accessdate=12 September 2015}}</ref> <ref name=devdutta>{{cite web|title=Laxmi's Purana|url=http://devdutt.com/articles/indian-mythology/lakshmis-purana.html|accessdate=12 September 2015}}</ref> <ref name=orissahovtportal>{{cite web|title=Manabasa Gurubara|url=http://www.odisha.gov.in/portal/LIWPL/event_archive/Events_Archives/124Manabasa_gurubar.pdf|accessdate=12 September 2015}}</ref>
 
=== ବିଷୟବସୁ ===
ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ [[ଲକ୍ଷ୍ମୀ]] ଏଥିରେ ମର୍ମାହତ ହୋଇ [[ଶ୍ରୀମନ୍ଦିର]] ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ [[ଜଗନ୍ନାଥ]] ଓ [[ବଳରାମ]] ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ ।<ref name=devdutta>{{cite web|title=Laxmi's Purana|url=http://devdutt.com/articles/indian-mythology/lakshmis-purana.html|accessdate=12 September 2015}}</ref> ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୂଜାର ମୁଖ୍ୟ ବିଷୟ ବସ୍ତୁ । [[ନାରଦ]] ମୁନିଙ୍କ ପ୍ରଶ୍ନର ଉତ୍ତରରେ [[ପରାଶର]] ଋଷି ନାରଦଙ୍କୁ ଲକ୍ଷ୍ମୀ ପୂଜାର ମାହାତ୍ମ୍ୟ ବୁଝାଇଛନ୍ତି ।<ref name=manusi>{{cite web|last=Das|first=J.P.|title=Laxmi Purana|url=http://www.manushi-india.org/pdfs_issues/PDF%20files%2073/lakshmi_purana%20_balram_das.pdf|accessdate=12 September 2015}}</ref>
[[ନାରଦ]] ମୁନିଙ୍କ ପ୍ରଶ୍ନର ଉତ୍ତରରେ [[ପରାଶର]] ଋଷି ନାରଦଙ୍କୁ ଲକ୍ଷ୍ମୀ ପୂଜାର ମାହାତ୍ମ୍ୟ ବୁଝାଇଛନ୍ତି । ଏହା ହିଁ ଲକ୍ଷ୍ମୀ ପୂଜାର ମୁଖ୍ୟ ବିଷୟ ବସ୍ତୁ । ଶ୍ରୀୟା ଚଣ୍ଡାଳୁଣୀର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରକୁ ଯାଇଥିଲେ ।
 
== ଅଧିକ ତଥ୍ୟ ==