"ଇନ୍ଦ୍ରଦ୍ୟୁମ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Santosh.mbahrm ପୃଷ୍ଠାଟିକୁ ବ୍ୟବହାରକାରୀ:Santosh.mbahrm/sandboxରୁ ଇନ୍ଦ୍ରଦ୍ୟୁମ୍ନକୁ ଘୁଞ୍ଚାଇଲେ: ଲେଖାଟି ପ୍ରସ୍ତୁତ
୫ କ ଧାଡ଼ି:
==ଇନ୍ଦ୍ରଦ୍ୟୁମ୍ନ ଓ ଜଗନ୍ନାଥ ସଂସ୍କୃତି==
 
[[ସ୍କନ୍ଦ ପୁରାଣ]], [[ବ୍ରହ୍ମ ପୁରାଣ]] ଓ ଅନ୍ୟ ପୁରାଣରେ ବର୍ଣିତବର୍ଣ୍ଣିତ ତଥ୍ୟ ଅନୁଯାୟୀ, ଶ୍ରୀ [[ଜଗନ୍ନାଥ]] ପ୍ରକୃତରେ ନୀଳ ମାଧାବ[[ନୀଳମାଧାବ]] ନାମରେ '''ବିଶ୍ଵାବାସୁ''' ନାମକ ଜାଣେ ସବରଶବର ରାଜାଙ୍କ ଦ୍ଵାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । [[ନୀଳ ମାଧବଙ୍କମାଧବ]]ଙ୍କ ନାମ ଶୁଣିବା ପରେ, ଏହି ବିଷାୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, [[ବିଦ୍ୟାପତି]] ନାମକ ଜଣେ ବ୍ରାହ୍ମାଣଙ୍କୁ ଠାକୁରାଙ୍କଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ [[ବିଦ୍ୟାପତି]] ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା '''ଲଳୀତା[[ଲଳିତା]]'''ଙ୍କୁ ବାହା ହୋଇଥିଲେ ଓ ନିଜ ଶସୁରଶ୍ଵଶୁର ବିଶ୍ଵାବାସୁଙ୍କ[[ବିଶ୍ଵାବସୁ]]ଙ୍କ ବିଶ୍ଵାସଭାଜନ ହୋଇଥିଲେ । ବିଶ୍ଵାବାସୁ[[ବିଶ୍ଵାବସୁ]] ଶେଷରେ ନିଜ ଜ୍ଵାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ[[ବିଦ୍ୟାପତି]]ଙ୍କ ଆଖିରେ ଅନ୍ଧପୁଟଳି ବନ୍ଧି ନିଳମାଧାବ[[ନୀଳମାଧାବ]] ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କାରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନହ୍ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଅସିଯାଇଥିଲେ ଯାହକି ତାଙ୍କୁ ପରବର୍ତ୍ତି ସମୟରେ ଗୁମ୍ଫା ଭିତରକୁ ରସ୍ତା ଚିହ୍ନିବାରେ ସାହଯ୍ୟ କରିଥିଲା । ଏବଂ ସେଠାରୁ ସେ ଚଲିଯାଇ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜାଣାଇଥିଲେ ।
 
ଲେଖା ଚାଲିଛି
 
[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଜଗନ୍ନାଥ]]
[[ଶ୍ରେଣୀ:ଗଜପତି ମହାରାଜା]]