"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୯ କ ଧାଡ଼ି:
}}
 
ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ । ଜଣେ ପ୍ରଜ୍ଞାଦୀପ୍ତ ଦାର୍ଶନିକ, କୁଶଳୀ ରାଷ୍ଟ୍ରନୀତିଜ୍ଞ ତଥା ଆଦର୍ଶ ଶିକ୍ଷକ ଭାବରେ ସେ ଦେଶ ବିଦେଶରେ ପରିଚିତ ।<ref name=utkalaprasnga>{{cite journal|last=Mapatra|first=Nirmala Kumari|title=ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍|journal=Utkala Prasanga|issue=Sept, 2013|pages=100-102|url=http://odisha.gov.in/e-magazine/utkalprasanga/2013/aug-sept/oriyapdf/100-102.pdf|accessdate=6 September 2015}}</ref>
 
== ଜୀବନୀ ==
=== ବାଲ୍ୟ ଜୀବନ ===
ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁଭାଣିତିରୁତ୍ତାଣି ଗ୍ରାମରେ ୧୯୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ଵାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ବୀରସ୍ଵାମୀସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ ପୁରୋହିତକାମ କାର୍ଯ୍ୟକରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ । ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା ।
 
=== ଶିକ୍ଷା ===
ରାଧାକୃଷ୍ଣନ୍ ଅଲେଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୧୧୯୦୯ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ସେ ୧୯୧୭ ଖ୍ରୀ.ଅ. ପର୍ଯ୍ୟନ୍ତ ପ୍ରେସିଡେନ୍ତିପ୍ରେସିଡେନ୍ସି କଲେଜରେ ଅଧାପନା କଲେ ।କରିବାପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ଵେଶ୍ଵରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ଵବିଦ୍ୟାଳୟରେ ଯୋଗଦେଲେ । ତା'ପରେ ମହାରାଜା କଲେଜ୍, ମହୀଶୁରରେ ଯୋଗଦେଲେ । କଲିକତା ବିଶ୍ଵବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ଵବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ

=== ବୈବାହିକ ଜୀବନ ===

=== ରାଜନୈତିକ ଜୀବନ ===

== ଦର୍ଶନ ==
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hogg ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାନବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା ।
== ପୁରସ୍କାର ଓ ସମ୍ମାନ ==
 
== ଗ୍ରନ୍ଥସୂଚୀ ==
 
== ଅଧିକ ତଥ୍ୟ ==
Line ୪୪ ⟶ ୫୫:
* [http://www.iep.utm.edu/radhakri/ "Sarvepalli Radhakrishnan (1888—1975)"] by Michael Hawley, ''Internet Encyclopedia of Philosophy''
* [http://www.saadigitalarchive.org/entity/s-radhakrishnan S. Radhakrishnan materials in the South Asian American Digital Archive (SAADA)]
== ଆଧାର ==
{{ଆଧାର}}
 
{{ଉପରାଷ୍ଟ୍ରପତି}}