"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 115.250.181.21 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ ଶିତିକଣ୍ଠ ଦାଶ...
ଟିକେ ତଥ୍ୟ ସଂପାଦନା
୨୯ କ ଧାଡ଼ି:
}}
 
ଆମ ଦେଶରେ ସର୍ବତ୍ର ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ପାଳନ କରାଯାଏ । ଏଇ ଦିନଟି ହେଲା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କର ଜନ୍ମତିଥ୍ ।
 
== ବାଲ୍ୟ ଜୀବନ ==
ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁଭାଣି ଗ୍ରାମରେ ୧୯୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ରାଧାକୃଷ୍ଣନ୍‌ଙ୍କର ପିତା ବୀରସ୍ଵାମୀ ପୁରୋହିତ କାର୍ଯ୍ୟ ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇ ଅଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants “ ନିବନ୍ଧ ଲେଖି ଅର୍ଜନ କରିଥଲେ । ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥଲା ।
 
== ଶିକ୍ଷା ==
ରାଧାକୃଷ୍ଣନ୍ ଅଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୧ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ସେ ୧୯୧୭ ଖ୍ରୀ.ଅ. ପର୍ଯ୍ୟନ୍ତ ପ୍ରେସିଡେନ୍ତି କଲେଜରେ ଅଧାପନା କଲେ । ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ଵେଶ୍ଵରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ଵବିଦ୍ୟାଳୟରେ ଯୋଗଦେଲେ । ରାଧାକୃଷ୍ଣନ୍‌ଙ୍କର ପାଣ୍ଡିତ୍ୟରେ ମୁଗ୍ଧ ହୋଇ କଲିକତା ବିଶ୍ଵବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ଵବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ ।
ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) Paola Caal'HINDU VIEW OF LIFE କରିଥଲା । ଉପାଦେୟତା ଦୃଷ୍ଟିରୁ ଏଇ ଗ୍ରନ୍ଥର ପଞ୍ଚମ ସଂସ୍କରଣ ହୋଇଥଲା ଅଳ୍ପ କେତେଦିନ ମଧରେ । ଏହି ଗ୍ରନ୍ଥ ମଧ୍ୟ ପୃଥ୍ବୀର ବହୁ ଭାଷାରେ ଅନୁଦିତ ହୋଇ ଅଛି ।
 
== ଅଧିକ ତଥ୍ୟ ==