"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୪ କ ଧାଡ଼ି:
 
* ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିଆର ଜାତୀୟ ସରକାରୀ ପ୍ରତୀକ ।
* ଇଣ୍ଡୋନେସିଆର ଜାତୀୟ ବିମାନକୁ ''ଗରୁଡ ଇଣ୍ଡୋନେସିଆ'' ନାମରେ ନାମିତ କରାଯାଇଛି ।<ref name="Garuda Indonesia">{{cite web|title=ଗରୁଡ ଇଣ୍ଡୋନେସିଆ|url=https://www.garuda-indonesia.com/other-countries/en/index.page|publisher=Garuda Indonesia (Persero)|accessdate=5 September 2015}}</ref>
* ଇଣ୍ଡୋନେସିଆର ଜାତୀୟ ଫୁଟବଲ୍ ଦଳର ଚିହ୍ନ ହେଉଛି ଗରୁଡ ଚିହ୍ନ ।
* ବାର୍ଲି ଓ ଜାଭାରେ ଗରୁଡକୁ ସେମାନଙ୍କ ସାଂସ୍କୃତିକ ପ୍ରତୀକ ଭବେ ବ୍ୟବହାର କରାଯାଏ ।
* ମଧ୍ୟ ଯୁଗର ହୋୟଂସାଳ ରାଜାଙ୍କ ଅଙ୍ଗରକ୍ଷୀଙ୍କୁ ଗରୁଡ ବୋଲି କୁହାଯାଉଥିଲା ।
* ଭାରତୀୟ ଆକଶ ବାହିନୀର ଗୋଟିଏ ସ୍ଵତନ୍ତ୍ର ବାହିନୀକୁ ''ଗରୁଡ କମଣ୍ଡୋ ଫୋର୍ସ୍'' ନାମରେ ନାମିତ କରାଯାଇଛି, ଯାହ ୨୦୦୪ ମସିହାରେ ଗଠନ କରଯାଇଥିଲା ।<ref name="Garuda Commando Force">{{cite web|title=ଗରୁଡ କମଣ୍ଡୋ ଫୋର୍ସ୍|url=http://www.bharat-rakshak.com/IAF/Today/Unit-Articles/333-Garuds.html|publisher=Bharat Rakshak|accessdate=5 September 2015}}</ref>
 
==ଆଧାର==
"https://or.wikipedia.org/wiki/ଗରୁଡ଼"ରୁ ଅଣାଯାଇଅଛି