"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ଗରୁଡ
 
''ଗରୁଡ'''''ବୋଲ୍‌ଡ (Bold) ଲେଖା''' ଗୋଟିଏ ପକ୍ଷୀ ଜାତୀୟଜାତିର ପ୍ରାଣୀ । ହିନ୍ଦୁ ଓ ବୌଦ୍ଧ ଧର୍ମଗ୍ରନ୍ଥ ରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ବର୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ଵର, କାମାୟୁଷ, କାଶ୍ୟପି,ଖଗେଶ୍ଵର, ସୁଧାହରା, ତାରକ୍ଷ ଇତ୍ୟାଦି । ଭାଗବତ ଗୀତାରେ ବର୍ଣିତ ତଥ୍ୟ ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗରୁଡଙ୍କୁ '''ପକ୍ଷୀରାଜ''' ବୋଲି ଆଖ୍ୟା ଦେଇଥିଲେ ।
 
ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚଣ ଓ ଅମରପକ୍ଷୀକୁ ଗରୁଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଇତ୍ୟଦିରେ ଗରୁଡକୁ ଏକ୍ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଆତି ନିଖୁଣ ଭାବେ ବର୍ଣନା କରାଯାଇଛି ।
୯ କ ଧାଡ଼ି:
 
ବୌଦ୍ଧଧର୍ମ ଗ୍ରନ୍ଥରେ ଗରୁଡଙ୍କୁ କେତେକ ବିଶିଷ୍ଟ ରାଜ୍ୟର ରାଜା ଓ ତାନ୍ତ୍ରୀକ ଶକ୍ତି ବିଶିଷ୍ଟ ଇଚ୍ଛାଧାରୀ ପୁରୁଷ ରୂପେ ମଧ୍ୟ ବର୍ଣନା କରାଯାଇଛି । ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣନା କରାଯାଇଛି ସେମାନେ ହେଲେ:- ମହା ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ ସ୍ଵ-ଇଚ୍ଛାଧାରୀ ଗରୁଡ ରାଜା ଇତ୍ୟାଦି ।
 
''ଗରୁଡ ଚିହ୍ନ'''''ବୋଲ୍‌ଡ (Bold) ଲେଖା'''- ଆଧୁନୀକ ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଗରୁଡ ଚିହ୍ନକୁ ସାଂସ୍କୃତିକ ଓ ଜାତୀୟ ଚିହ୍ନ ଭାବେ ବ୍ୟବହାର କରାଯାଉଛି ।
 
* ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିଆର ଜାତୀୟ ସରକାରୀ ପ୍ରତୀକ ।
* ଇଣ୍ଡୋନେସିଆର ଜାତୀୟ ବିମାନକୁ ''ଗରୁଡ ଇଣ୍ଡୋନେସିଆ'' ନାମରେ ନାମିତ କରାଯାଇଛି ।
* ଇଣ୍ଡୋନେସିଆର ଜାତୀୟ ଫୁଟବଲ୍ ଦଳର ଚିହ୍ନ ହେଉଛି ଗରୁଡ ଚିହ୍ନ ।
* ବାର୍ଲି ଓ ଜାଭାରେ ଗରୁଡକୁ ସେମାନଙ୍କ ସାଂସ୍କୃତିକ ପ୍ରତୀକ ଭବେ ବ୍ୟବହାର କରାଯାଏ ।
* ମଧ୍ୟ ଯୁଗର ହୋୟଂସାଳ ରାଜାଙ୍କ ଅଙ୍ଗରକ୍ଷୀଙ୍କୁ ଗରୁଡ ବୋଲି କୁହାଯାଉଥିଲା ।
* ଭାରତୀୟ ଆକଶ ବାହିନୀର ଗୋଟିଏ ସ୍ଵତନ୍ତ୍ର ବାହିନୀକୁ ''ଗରୁଡ କମଣ୍ଡୋ ଫୋର୍ସ୍'' ନାମରେ ନାମିତ କରାଯାଇଛି, ଯାହ ୨୦୦୪ ମସିହାରେ ଗଠନ କରଯାଇଥିଲା ।
==ଆଧାର==
"https://or.wikipedia.org/wiki/ଗରୁଡ଼"ରୁ ଅଣାଯାଇଅଛି