"ବିକଳାନନ୍ଦ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୯ କ ଧାଡ଼ି:
| birth_date = ୧୯୦୨(କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ ତିଥି)
| birth_place = ଚନ୍ଦ୍ରାଦେଇପୁର
| death_date = {{Birth date|df=yes|1971|08|12}}
| death_place =
| death_cause =
୬୦ କ ଧାଡ଼ି:
ବିକଳି କର, ସାଲେପୁର ଅଞ୍ଚଳର ଜଣେ ବଦାନ୍ୟ, ନିରଳସ ଓ ଈଶ୍ଵରପ୍ରେମୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଭାରତର ସ୍ଵାଧୀନତା ସଂଗ୍ରାମରେ ଉଦବୃଦ୍ଧ ହୋଇ ସ୍ନାନୀୟ ଅଞ୍ଚଳର ଅନେକ ସଂଗ୍ରାମୀ ସୁରେନ୍ଦ୍ର ପଟ୍ଟନାୟକ, [[ସୁରେନ୍ଦ୍ରନାଥ ଦ୍ଵିବେଦୀ]], ଆକୁଳାନନ୍ଦ ବେହେରା, [[ପ୍ରାଣକୃଷ୍ଣ ପଢ଼ିଆରୀ]], ବିରଜାପ୍ରସାଦ ରାୟ ପ୍ରମୁଖ ସଂଗ୍ରାମୀଙ୍କୁ ନିଜ ଘରେ ଅଜ୍ଞାତବାସରେ ରଖୁଥିଲେ । ସେମାନଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ମଧ୍ୟ ପ୍ରଦାନ କରୁଥଲେ । ପୋଲିସ ବାହିନୀ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ମଝିରେ ସେ ଏକ ଢାଲ ରୂପେ ରହିଥଲେ । ନିଜେ ବିଶେଷ ପଢି ପାରିନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଶ୍ରଦ୍ଧା ରହିଥିଲା । ୧୯୬୪ରେ ଗୁରୁଚରଣ ମହାନ୍ତି, ନରେନ୍ଦ୍ରଚନ୍ଦ୍ର ମଲ୍ଲ, ବାମନ ଚରଣ ପରିଡା, ବିରଜା ପ୍ରସାଦ ରାୟ, ଡାକ୍ତର ବୈକୁଣ୍ଠନାଥ ଦେବତା, ବ୍ରଜକିଶୋର ଜେନାଙ୍କ ସହ ମିଶି ସେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ ।<ref>http://www.salipurcollege.org.in/About%20us.htm</ref>
 
ବିକଳାନନ୍ଦ କର ୧୯୭୧ ଅଗଷ୍ଟ ୧୨ତାରିଖରେ ଇହଲିଳା ସମ୍ବରଣ କରିଥିଲେ ।<ref>{{cite news|title=ନିରଳସ, ଇଶ୍ଵରପ୍ରେମୀ ବିକଳାନନ୍ଦ|accessdate=5 September 2015|newspaper=ପ୍ରଗତିବାଦୀ ୦୪/୦୯/୨୦୧୫ ପୃଷ୍ଠା ୪|date=4 September 2015}}</ref> ତାଙ୍କ ସ୍ମୃତିରେ ୨୦୦୪ରୁ ''ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ'' ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି । ଭାରତବର୍ଷରେ ପ୍ରଥମକରି ''ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର'' ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି ।<ref>http://www.telegraphindia.com/1110804/jsp/orissa/story_14330339.jsp</ref>
 
== ଆଧାର ==