"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଅଧିକ ତ‌ଥ୍ୟ ଦିଆଗଲା
୨୬ କ ଧାଡ଼ି:
 
<!-- ରୋଗାନୁଶୀଳନ, ସମାଜ ଓ ସଂସ୍କୃତି -->
ଜ୍ଵର ଏକ ଅତି ସାଧାରଣ [[ଡାକ୍ତରୀ ଚିହ୍ନ]] । <!-- <ref name=Peds2011> --> ପରାମର୍ଶ ନିମନ୍ତେ ଆସୁଥିବା ଶିଶୁଙ୍କ ମଧ୍ୟରୁ ୩୦ % ଏହା ଯୋଗୁ ଆସନ୍ତି, <ref name=Peds2011>{{cite journal|last1=Section on Clinical Pharmacology and|first1=Therapeutics|last2=Committee on|first2=Drugs|last3=Sullivan|first3=JE|last4=Farrar|first4=HC|title=Fever and antipyretic use in children.|journal=Pediatrics|date=March 2011|volume=127|issue=3|pages=580–7|pmid=21357332}}</ref> ଗମ୍ଭୀର ଅସୁସ୍ଥ ଥିବା ଲୋକଙ୍କ ମଧ୍ୟରୁ ୭୫ % ଏହା ଯୋଗୁ ହୁଏ । <ref>{{cite journal|last1=Kiekkas|first1=P|last2=Aretha|first2=D|last3=Bakalis|first3=N|last4=Karpouhtsi|first4=I|last5=Marneras|first5=C|last6=Baltopoulos|first6=GI|title=Fever effects and treatment in critical care: literature review.|journal=Australian critical care : official journal of the Confederation of Australian Critical Care Nurses|date=August 2013|volume=26|issue=3|pages=130–5|pmid=23199670}}</ref> ଜ୍ଵର ଏକ ପ୍ରତିରକ୍ଷାକାରୀ କ୍ରିୟା ହେଲେ ମଧ୍ୟ ଏହାର ଚିକିତ୍ସା କଲେ ଅବସ୍ଥା ଖରାପ ହୁଏ ନାହିଁ ।<ref>{{cite journal|last1=Schaffner|first1=A|title=[Fever--useful or noxious symptom that should be treated?].|journal=Therapeutische Umschau. Revue therapeutique|date=March 2006|volume=63|issue=3|pages=185–8|pmid=16613288}}</ref><ref>{{cite journal|last1=Niven|first1=DJ|last2=Stelfox|first2=HT|last3=Laupland|first3=KB|title=Antipyretic therapy in febrile critically ill adults: A systematic review and meta-analysis.|journal=Journal of critical care|date=June 2013|volume=28|issue=3|pages=303–10|pmid=23159136}}</ref> ପିତାମାତା ଜ୍ଵରକୁ ଆବଶ୍ୟକତାଠାରୁ ଅଧିକ ଗମ୍ଭୀରତାର ସହ ଚିନ୍ତା କରନ୍ତି ଯାହାକୁ [[ଇଂରାଜୀ ଭାଷା]]ରେ ଫିଭର ଫୋଭିଆ ବା “ଅହେତୁକ ଜ୍ଵର ଭୟ” କୁହାଯାଏ । <ref name=Peds2011/>
 
 
 
 
 
{{^|ଆମ ଦେହରେ ହାତ ମାରିଲେ ତାହା ସବୁବେଳେ ସାମାନ୍ୟ ଉଷୁମ ଲାଗିଥାଏ । ଏହାର କାରଣ ହେଲା ଦେହର ଏକ ନିର୍ଦ୍ଦିଷ୍ଟ [[ତାପମାତ୍ରା]] ରହିଥାଏ । ପ୍ରତି ମୁହୂର୍ତ୍ତରେ ଦେହ ଭିତରେ ଯେଉଁ କ୍ରିୟା ପ୍ରକ୍ରିୟାସବୁ ସଂପାଦିତ ହେଉଛି, ତାର ପ୍ରଭାବରୁ କିଛିଟା ତାପ ଉତ୍ପନ୍ନ ହୋଇଥାଏ ଓ ସେଇଥିପାଇଁ ଦେହ ଉଷୁମ ଲାଗେ । ତେବେ ଏହା ଏକ ନିର୍ଦ୍ଦିଷ୍ଟ ମାପର ହୋଇଥାଏ ଓ ତାହା ହେଉଛି ୯୮.୪ ଡିଗ୍ରୀ [[ଫାରେନହିଟ]] ବା ୩୭ ଡିଗ୍ରୀ [[ସେଲସିଅସ]] । ଆମ ଚାରିପାଖର ତାପମାତ୍ରା ଯେତେ ବଢ଼ିଲେ ବା କମିଲେ ମଧ୍ୟ ଦେହର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହୁଏନାହିଁ, କାରଣ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମସ୍ତିଷ୍କରେ ଏକ ତାପ ନିୟନ୍ତ୍ରଣ କେନ୍ଦ୍ର ରହିଛି । ଯେତେବେଳେ ଏହି କେନ୍ଦ୍ର ଉତ୍ତେଜିତ ହୋଇଯାଏ, ଦେହର ତାପମାତ୍ରା ବଢ଼ିଯାଏ । ଦେହର ତାପମାତ୍ରା ଅଧିକ ହୋଇଗଲେ ଯେଉଁ ଅବସ୍ଥା ହୁଏ, ତାକୁ ହିଁ ଜ୍ଵର ବୋଲି କୁହାଯାଏ ।}}
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି