"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ଶ୍ରେଣୀ:ଜଗନ୍ନାଥ ମନ୍ଦିର ପରିସର; +[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ର...
ଆଗ୍ନେୟଶ୍ଵର ମହାଦେବ
୧ କ ଧାଡ଼ି:
[[ଜଗନ୍ନାଥ ମନ୍ଦିର]]ରେ ତାଙ୍କୁ ବେଢି ରହିଛନ୍ତି ଅନେକ ଦେବା ଦେବୀ । ତାଙ୍କ ପାକଶାଳାର ଅଗ୍ନିକୁ ଘେରି ରହିଛନ୍ତି '''ଅଗ୍ନିଶ୍ଵର ମହାଦେବ''' ବା '''ଆଗ୍ନେୟଶ୍ଵର ମହାଦେବ '''। ରୋଷଘର ରାସ୍ତା କୋଣରେ ଏହି ମହାଦେବ ବିରାଜିତ ।
==ଧାର୍ମିକ ବିଶ୍ଵାସ==
କଥିତ ଅଛି, ଏହି [[ଶିବ]] ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ [[ଜଗନ୍ନାଥ]]ଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନ ରେ ସମସ୍ତ ପାପ ନାଶ ହୁଏ । ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ଵର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।<ref>{{cite news|title=ଅଗ୍ନିଶ୍ଵରଙ୍କ ଦୃଷ୍ଟି ପଡିଲେ ସିଦ୍ଧ ହୁଏ ପାକ|url=http://epaper.prameyanews.com/34507-175823349-1-article.html|accessdate=3 September 2015|newspaper=ପ୍ରମେୟ|date=୧୬ ଜୁନ ୨୦୧୫}}</ref>