"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
+ଶ୍ରେଣୀ:ଜଗନ୍ନାଥ ମନ୍ଦିର ପରିସର; +[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ର...
୧ କ ଧାଡ଼ି:
[[ଜଗନ୍ନାଥ ମନ୍ଦିର]]ରେ ତାଙ୍କୁ ବେଢି ରହିଛନ୍ତି ଅନେକ ଦେବା ଦେବୀ । ତାଙ୍କ ପାକଶାଳାର ଅଗ୍ନିକୁ ଘେରି ରହିଛନ୍ତି '''ଅଗ୍ନିଶ୍ଵର ମହାଦେବ''' । ରୋଷଘର ରାସ୍ତା କୋଣରେ ଏହି ମହାଦେବ ବିରାଜିତ ।
==ଧାର୍ମିକ ବିଶ୍ଵାସ==
 
କଥିତ ଅଛି, ଏହି [[ଶିବ]] ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ ଜଗନ୍ନାଥଙ୍କ[[ଜଗନ୍ନାଥ]]ଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନ ରେ ସମସ୍ତ ପାପ ନାଶ ହୁଏ।ହୁଏ । ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ଵର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।<ref>{{cite news|title=ଅଗ୍ନିଶ୍ଵରଙ୍କ ଦୃଷ୍ଟି ପଡିଲେ ସିଦ୍ଧ ହୁଏ ପାକ|url=http://epaper.prameyanews.com/34507-175823349-1-article.html|accessdate=3 September 2015|newspaper=ପ୍ରମେୟ|date=୧୬ ଜୁନ ୨୦୧୫}}</ref>
== ଉଦ୍ଦେଶ୍ୟ ==
କଥିତ ଅଛି, ଏହି ଶିବ ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ ଜଗନ୍ନାଥଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନ ରେ ସମସ୍ତ ପାପ ନାଶ ହୁଏ। ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ଵର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।<ref>{{cite news|title=ଅଗ୍ନିଶ୍ଵରଙ୍କ ଦୃଷ୍ଟି ପଡିଲେ ସିଦ୍ଧ ହୁଏ ପାକ|url=http://epaper.prameyanews.com/34507-175823349-1-article.html|accessdate=3 September 2015|newspaper=ପ୍ରମେୟ|date=୧୬ ଜୁନ ୨୦୧୫}}</ref>
<poem>''ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ''
''ମହାଜ୍ଵାଳାମୟଂ ଶମ୍ଭୁ ନମାମି ଚନ୍ଦ୍ର ଶେଖରମ''</poem>
Line ୮ ⟶ ୭:
 
== ଅବସ୍ଥାନ ==
[[ଜଗନ୍ନାଥ ମନ୍ଦିର]] ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । [[ଶ୍ରୀମନ୍ଦିର]] [[ବାଇଶି ପାହାଚ]] ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ଵର ମହାଦେବଙ୍କ ମନ୍ଦିର ଅଛି ।ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ଵର' । ଅଗ୍ନିଶ୍ଵର ମହାଦେବ ବିଷ୍ଣୁଙ୍କ[[ବିଷ୍ଣୁ]]ଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ [[ଶ୍ରୀମନ୍ଦିର]] ପାକଶାଳାର[[ରୋଷଘର|ପାକଶାଳା]]ର ଅଗ୍ନି ରକ୍ଷକ ଭାବେ ପରିଚିତ ।
 
== ଆଧାର ==
{{ଆଧାର}}
 
[[ଶ୍ରେଣୀ:ଜଗନ୍ନାଥ ମନ୍ଦିର ପରିସର]]
[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ହିନ୍ଦୁ ଦେବତା]]