"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ବେଢି ରହିଛନ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩ କ ଧାଡ଼ି:
== ଉଦ୍ଦେଶ୍ୟ ==
କଥିତ ଅଛି, ଏହି ଶିବ ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ ଜଗନ୍ନାଥଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନ ରେ ସମସ୍ତ ପାପ ନାଶ ହୁଏ। ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ଵର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।<ref>{{cite news|title=ଅଗ୍ନିଶ୍ଵରଙ୍କ ଦୃଷ୍ଟି ପଡିଲେ ସିଦ୍ଧ ହୁଏ ପାକ|url=http://epaper.prameyanews.com/34507-175823349-1-article.html|accessdate=3 September 2015|newspaper=ପ୍ରମେୟ|date=୧୬ ଜୁନ ୨୦୧୫}}</ref>
<poem>''ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣପାକବିଷ୍ଣୁପାକ ବିଶୋଧକମ''
''ମହାଜ୍ଵାଳାମୟଂ ଶମ୍ଭୁ ନମାମି ଚନ୍ଦ୍ର ଶେଖରମ''</poem>
ଅର୍ଥାତ, ହେ ଅଗ୍ନିଶ୍ଵର, ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର, ତୁମେ ବିଷ୍ଣୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ ,ତୁମେ ମହଜ୍ବାଳାମୟ ଶମ୍ଭୁ , ତୁମେ ଚନ୍ଦ୍ରଶେଖର , ତୁମକୁ ନମସ୍କାର କରୁଅଛି ।