"ହୋ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୨ କ ଧାଡ଼ି:
|fam5=[[ଖେରବାଡ଼ି]]
|fam6=ମୁଣ୍ଡାରୀ
|script=[[ବାରାଙ୍ଗ ଖିତିଚିତି]],<br/> [[ଓଡ଼ିଆ ଅକ୍ଷର|ଓଡ଼ିଆ]], [[ଦେବନାଗରୀ]], [[ଲାଟିନ ଅକ୍ଷର|ଲାଟିନ]]
|iso3=hoc
|glotto=hooo1248
୧୮ କ ଧାଡ଼ି:
}}
 
'''ହୋ''' ('''ବିହାର ହୋ''' ଏବଂ '''ଲଙ୍କା କୋଲ''' ନାମରେ ମଧ୍ୟ ଜଣା) [[ଭାରତ]]ରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ[[ଆଷ୍ଟ୍ରୋ-ଏସୀୟ]] ଭାଷା ସମୂହ ଅନ୍ତର୍ଗତ ଏକ [[ମୁଣ୍ଡା ଭାଷାମାନ|ମୁଣ୍ଡା]] ଭାଷା । ଏହା [[ହୋ ଲୋକ]]ଙ୍କ ଦେଇ କଥିତ ଓ [[ବାରାଙ୍ଗ ଖିତିଚିତି]] ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା [[ଓଡ଼ିଆ ଲିପି|ଓଡ଼ିଆ]], [[ଦେବନାଗରୀ]] ଓ [[ଲାଟିନ ଲିପି]]ରେ ଲିଖିତ ହୋଇଥିଲେ ହେଁ <ref name=swarthmore>{{cite web|title=The Warang Chiti Alphabet|url=http://www.swarthmore.edu/SocSci/langhotspots/Ho/alphabet.html|website=Swarthmore.edu|accessdate=19 March 2015}}</ref>
ହୋ ଭାଷୀ ଲୋକେ ଅନ୍ୟ ଲିପିରେ ଲେଖାକୁ ଠିକ ମାନନ୍ତି ନାହିଁ ଏବଂ କେବଳ ବାରାଙ୍ଗ ଖିତିଚିତି ଲିପିରେ ଲେଖିବା ଉଚିତ ମଣନ୍ତି ।
<ref name=harrison>{{cite web|last1=Harrison, Anderson|first1=David, Gregory|title=Review of Proposal for Encoding Warang Chiti (Hoorthography) in Unicode|url=http://www.swarthmore.edu/SocSci/langhotspots/Ho/alphabet/Ho_Unicode_review.pdf|accessdate=19 March 2015}}</ref>
"ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି ।
"https://or.wikipedia.org/wiki/ହୋ_ଭାଷା"ରୁ ଅଣାଯାଇଅଛି