"ରିବନଫିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନେ → ମାନେ (2) using AWB
୧ କ ଧାଡ଼ି:
'''ରିବନଫିତା''' ଏକ ପ୍ରସାଧାନୀ ସାମଗ୍ରି ଭାବରେ ବାଳିକାମାନେ ମୁଣ୍ଡ ବାଳ ବା ଚୁଟିକୁ ବାନ୍ଧିବାରେ ବ୍ୟବହାର କରନ୍ତି । ଏହା ସମଗ୍ର୍ ବିଶ୍ଵରେ ବହୁଳ ଭାବରେ ପରିଚିତ । ଏହାକୁ ବେଳେ ବେଳେ ଅଲମ୍ପିକ୍ ଖେଳରେ ଖେଳ ସାମଗ୍ରି ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ମୁଖ୍ୟତଃ ସୁତା, ସିଲିକି, ଟେରିଲିନ୍,ପଲିଷ୍ଟ୍ରର୍,ମଖମଲ,ଓ ଝୋଟ ଜାତୀୟ କପଡାରେ ପ୍ରସ୍ତୁତ ହୋଇଥାଏ । ଏହାକୁ ସୌଖୁନୀ ଭାବରେ ପ୍ରଥମେ [[ଫ୍ରାନସ]]ବା [[ଫରାସୀ]] ଦେଶରେ ବାଳିକା ଓ ନାରୀ ମାନେନାରୀମାନେ ବ୍ୟବହାର କରୁଥିଲେ । କାଳକ୍ରମେ ଏହାକୁ [[ବିଶ୍ଵ]]ର ସମସ୍ତ ନାରୀ ମାନେନାରୀମାନେ ବ୍ୟବହାର କରିବାକୁ ଆରମ୍ଭ କଲେ । ଏହା ମଧ୍ୟ କେତେକ ସମୟରେ ବିଶ୍ଵର ଅନେକ ସ୍ଥାନମାନଙ୍କରେ ଧାରମିକ କାଯ୍ୟରେ ବ୍ୟବହୃତ ହୋଇ ଥାଏ ।
 
== ଆଧାର ==
{{ଆଧାର}}
 
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ରିବନଫିତା"ରୁ ଅଣାଯାଇଅଛି