"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଂଶୋଧନ
୧ କ ଧାଡ଼ି:
[[File:Kanchi Abhiyan.jpg|thumb|right|300px|କାଞ୍ଚି ଅଭିଯାନ ଚିତ୍ର]]
'''କାଞ୍ଚି ଅଭିଯାନ''', ଶ୍ରୀ ଜଗନ୍ନାଥଙ୍କ[[ଜଗନ୍ନାଥ]]ଙ୍କ ଏକ ପୌରାଣିକ କାହାଣୀ ।
କିମ୍ବଦନ୍ତୀ, ପୂରାଣ ବର୍ଣିତବର୍ଣ୍ଣିତ ତଥ୍ୟ ଓ ଇତିହାସକୁ ଅବଲୋକନ କଲେ ଯାହା ଜଣାପଡେ, ଅନେକ ବର୍ଷ ପୂର୍ବେ ଓଡିଶାକୁ ଶାସନ କରୁଥିବା [[ଗଙ୍ଗ ବଂଶ|ଗଙ୍ଗ ବଂଶୀୟ]] ରାଜାମାନଙ୍କ ମଧ୍ୟରେ [[ପୁରୁଷୋତ୍ତୋମ ଦେବ]] ଥିଲେ ଅନ୍ୟତମ । ସେ ପ୍ରଭୁ ଶ୍ରୀ [[ଜଗନ୍ନାଥଙ୍କ]] ପରମ ଭକ୍ତ ଓ ସେବକ ଭାବେ ପରିଚିତ । ସେ ଜଗନ୍ନାଥଙ୍କୁ ଜଗତକର୍ତ୍ତା ଓ ନିଜକୁ ଜଣେ ସାଧରଣ ସେବକ ବୋଲି ଭାବୁଥିଲେ ଓ ଅନ୍ୟକୁ ପରିଚୟ ମଧ୍ୟ ଦେଉଥିଲେ । ଆଧୁନିକ ତମିଲନାଡୁ ପ୍ରଦେଶ ଅନ୍ତର୍ଗତ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିବା ନିମନ୍ତେ ରଜାରାଜା [[ପୁରୁଷୋତ୍ତମ ଦେବ]][[କାଞ୍ଚି]] ରାଜାଙ୍କ ମଧ୍ୟରେ ଯାହା ସବୁ ଘଟଣା ଘଟିଥିଲା, ତାହକୁ ଅନେକ ପୌରାଣିକ ଓ ଇତିହାସ ପୃଷ୍ଠାରେ '''କାଞ୍ଚି ଅଭିଯାନ''' ନାମରେ ସବିଶେଷ ବ୍ୟାଖ୍ୟା କରାଯାଇଛି ।<ref name="Kanchi Abhiyan">{{cite web|title=କାଞ୍ଚି ଅଭିଯାନ|url=http://nitaaiveda.com/All_Scriptures_By_Acharyas/Bhakti_Purushottama_Swami/Lord_Shri_Jagannatha_at_Puri/Kanchi_Abhiyan.htm|publisher=Nitaaiveda.com|accessdate=29 August 2015}}</ref>
 
==କାଞ୍ଚି ଅଭିଯାନ==
ଦିନେ ଗଙ୍ଗ ବଂଶୀୟ ରାଜା ଶ୍ରୀ [[ପୁରୁଷୋତ୍ତମ ଦେବ]] ଦକ୍ଷିଣ ଭାରତ ଭ୍ରମଣରେ ଯାଇ [[କାଞ୍ଚି]] ନାମକ ଏକ ରାହ୍ୟରେ ପହଞ୍ଚିଥିଲେ । କାଞ୍ଚି ରାଜ୍ୟ ରାଜଧାନୀର ଏକ ଉଦ୍ୟାନରେ ନିଜର ଶିବିର ଲଗାଇ ରହିଥିଲେ । ସେଠାରେ କାଞ୍ଚି ରାଜାଙ୍କ କନ୍ୟା '''ପଦ୍ମାବତୀ'''ଙ୍କ ସହ ପୁରୁଷୋତ୍ତମ ଦେବଙ୍କ ଦେଖ ସକ୍ଷାତ ହେଲା ଏବଂ ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କଲେ । ଏମିତି କିଛିଦିନ ପରେ ଏହି ସମ୍ପର୍କ ପ୍ରେମରେ ପରିଣତ ହେଲା । ଏବଂ ରାଜା ପୁରୁଷୋତ୍ତମ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବାହାହେବା ପାଇଁ ମନସ୍ଥ କଲେ । ଏହି ସନ୍ଦେଶ କାଞ୍ଚି ରାଜାଙ୍କ ନିକଟକୁ ପହଞ୍ଚିବା ପରେ, ଦିନେ ରାଜା ପୁରୁଷୋତ୍ତମ ଦେବଙ୍କୁ ନିଜ ଦରବାରକୁ ଡକାଇଥିଲେ ଏବଂ ସାଥିରେ ଥିଲେ କନ୍ୟା ପଦ୍ମାବତୀ । ସେଠାରେ ପୁରୁଷୋତ୍ତମ ଦେବଙ୍କ ବ୍ୟବହାରରେ ପ୍ରସନ୍ନ ହୋଇ [[କାଞ୍ଚି]] ରାଜା ନିଜ କନ୍ୟାଙ୍କୁ [[ପୁରୁଷୋତ୍ତମ ଦେବଙ୍କଦେବ]]]ଙ୍କ ସହ ବାହାଦେବା ପାଇଁ ପ୍ରସ୍ତାବ ଦେଲେ । ଅତି ପ୍ରସନ୍ନତାର ସହ ଗଜପତି ରାଜା ଉକ୍ତ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଏବଂ କିଛି ଦିନ ପରେ ନିଜ ରାଜ୍ୟକୁ ପ୍ରତ୍ୟବର୍ତନ କରିଥିଲେ।କରିଥିଲେ । ପ୍ରତ୍ୟାବର୍ତନ ସମୟରେ ସେ କାଞ୍ଚି ରାଜାଙ୍କୁ ନିଜ ରାଜ୍ୟର [[ରଥଯାତ୍ରା]] ଦେଖିବାପାଇଁ ନିମନ୍ତ୍ରଣ ଦେଇଥିଲେ । <ref name="Purushottam Dev and Padmavathi">{{cite web|title=ପୁରୁଷୋତ୍ତମ ଦେବଙ୍କ ପ୍ରେମ କାହାଣୀ|url=https://storibuzz.wordpress.com/2015/08/07/the-story-of-purushottam-dev-and-padmavathi/|publisher=Storybuzz|accessdate=30 August 2015}}</ref>
 
[[File:Chera-paharaa.png|thumb|240px|[[ଛେରାପହଁରା]] ଦୃଶ୍ୟ]]
 
[[ପୁରୁଷୋତ୍ତମ ଦେବଙ୍କଦେବ]]ଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ,ପୁରୀରେ [[ପୁରୀ]]ରେ [[ରଥଯାତ୍ରା]] ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ [[ପୁରୁଷୋତ୍ତମ ଦେବଙ୍କଦେବ]]ଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ [[ରଥଯାତ୍ରା]] ଦର୍ଶନ କରିବା ପାଇଁ [[ପୁରୀ]] ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ । ରଥଯାତ୍ରାର ସମୟ । ରାଜା ପୁରୁଷୋତ୍ତମ ରଥଯାତ୍ରା ର ଆୟୋଜନ କରିବାରେ ବ୍ୟସ୍ତଥାନ୍ତି । କାଞ୍ଚିରାଜଙ୍କକାଞ୍ଚିରାଜାଙ୍କ ମନ୍ତ୍ରୀ ମହୋଦୟ ପୁରୀରେ[[ପୁରୀ]]ରେ ପହଞ୍ଚିବା କ୍ଷଣି, ରାଜା ପୁରୁଷୋତ୍ତମ ତାଙ୍କୁ ଅତି ସ୍ଵାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ ଏବଂ ରହଣି ଓ [[ରଥଯାତ୍ରା]] ଦେଖିବା ପାଇଁ ଉତ୍ତମ ବ୍ୟବସ୍ଥା ମଧ୍ୟ କରିଥିଲେ । [[ରଥଯାତ୍ରା]] ଦିନ ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଏହି [[ଛେରାପହଁରା]] ନୀତିକୁ ଦେଖିବା ଲାଗି ଉଭୟ [[ସିଂହଦ୍ଵାର]][[ଗୁଣ୍ଡିଚା ମନ୍ଦିରଠାରେମନ୍ଦିର]]ଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ । ସେହି ସମୟରେ ଠାକୁରମାନେ [[ପହଣ୍ଡି]] ହୋଇ ଆସୁଥିବା ରାସ୍ତାକୁ ଏବଂ [[ରଥ]] ଟଣାଯିବା ପୂର୍ବରୁ [[ରଥ]] ଉପରେ ଗଜପତି ରାଜା ସୁବର୍ଣ୍ଣ ମାର୍ଜନୀରେ [[ଛେରା ପହଁରା]] କରି ଭକ୍ତିଭାବର ପରିଚୟ ଦେଉଥିଲେ।ଦେଉଥିଲେ । ରଥଯାତ୍ରା ଦିନ ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ଝାଡୁ ମାରିବାର ଦୃଶ୍ୟ ଦେଖି କାଞ୍ଚି ରାଜ୍ୟର ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜ୍ୟର ଜଣେ ତଥାକଥିତ ରାଜା, ଜଣେ ନିଚ୍ଚ ବର୍ଗର ଲୋକଙ୍କ ଭଳି ରାସ୍ତାରେ ଝାଡୁ ମାରିବାର ଦୃଶ୍ୟକୁ ମନ୍ତ୍ରୀ ଜଣକ ସହଜରେ ଗ୍ରହଣ କରିପାରିଲେ ନାହିଁ ଏବଂ ତତକ୍ଷଣାତ୍ତତକ୍ଷଣାତ କହାକୁ ନଜଣାଇ [[କାଞ୍ଚି]] ପ୍ରତ୍ୟାବର୍ତନ କରିଯାଇଥିଲେ । ଏବଂ କାଞ୍ଚିରେ ପହଞ୍ଚିବା କ୍ଷଣି ରାଜଙ୍କ ନିକଟକୁ ଯାଇ, ନିଜେ ଦେଖିଥିବା ସମସ୍ତ ଦୃଶ୍ୟକୁ ରାଜାଙ୍କ ସମ୍ମୁଖରେ ଗୋଟି ଗୋଟି କରି ବ୍ୟାଖ୍ୟା କରିଥିଲେ ଓ ଜଣେ ଝାଡୁଦାର ସହ ରାଜକନ୍ୟାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ଵୟମ୍ବର ମାଧ୍ୟମରେ ପଦ୍ମାବତୀଙ୍କ ପାଇଁ ରାଜକୁମାର ଖୋଜିବା ନିମନ୍ତେ ରାଜାଙ୍କୁ ଅନୁରୋଧ କରିଥିଲେ । ଏକଥା ଶୁଣି ରାଜା ସ୍ଵୟଂ ରାଗିଯାଇଥିଲେ ଏବଂ କିଛି ନବୁଝି ସ୍ଵୟମ୍ବର ମାଧ୍ୟମରେ ରାଜକୁମାର ଖୋଜିବାପାଇଁ ମନସ୍ଥ କରିଥିଲେ ।<ref name=Manikapatana>{{cite web|title=ମାଣିକପାଟଣା|url=http://www.shreekhetra.com/manikapatna.html|publisher=Shreekhetra.com|accessdate=30 August 2015}}</ref>
 
ତଦ୍ଦନୁଯାୟୀ,କାଞ୍ଚି ରାଜାଙ୍କ ଦରବାରରେ ସ୍ଵୟମ୍ବରର[[ସ୍ଵୟମ୍ବର]]ର ଆୟୋଜନ କରାଗଲା କିନ୍ତୁ ଉକ୍ତ ସ୍ଵୟମ୍ବରରେ[[ସ୍ଵୟମ୍ବର]]ରେ ପୁରୁଷୋତ୍ତମଦେବଙ୍କୁ[[ପୁରୁଷୋତ୍ତମ ଦେବ]]ଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଅତିଥି ତଥା କାଞ୍ଚିରାଜ୍ୟ ମନ୍ତ୍ରୀ ମହୋଦୟଙ୍କମନ୍ତ୍ରୀଙ୍କ ଏଭଳି ଅନୌପଚାରିକ ପ୍ରସ୍ଥାନ ଦେଖି, ରାଜା [[ପୁରୁଷୋତ୍ତମ ଦେବ]] ଜଣେ ଗୁପ୍ତଚରଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ କାଞ୍ଚି ପଠାଇଥିଲେ । <ref name=Prataparudra>{{cite web|title=ଗୌଡ୍ୟ ଇତିହାସ|url=http://gaudiyahistory.com/prataparudra/|publisher=ISKCON|accessdate=30 August 2015}}</ref> ଗୁପ୍ତଚରଙ୍କ ଠାରୁ ସ୍ଵୟମ୍ବର ଆୟୋଜନର ସମ୍ବାଦ ପାଇ ପୁରୁଷୋତ୍ତମ ଦେବ ଅତ୍ୟନ୍ତ ବ୍ୟଥିତ ଓ ଅପମାନିତ ହୋଇଥିଲେ । ଏବଂ ସେହି ସମୟରେ ପଦ୍ମାବତୀଙ୍କୁ ବାହାହେବା ପାଇଁ ପ୍ରତିଜ୍ଞା କରି, କାଞ୍ଚି ରାଜାଙ୍କ ନିଷ୍ପତି ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଯୁଦ୍ଧର ଡାକରା ଦେଇଥିଲେ । <ref name=Manikapatna>{{cite web|title=ପୁରୀ ପୋଲିସ ପର୍ଯ୍ୟଟନ ସେବା|url=http://www.puripolice.nic.in/?q=node/140|publisher=Puri police|accessdate=30 August 2015}}</ref> ପରେ ଯୁଦ୍ଧ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିଥିଲେ ।
 
==ଅଧିକ ତଥ୍ୟ==