"ମାଗୁଣି ଚରଣ କୁଅଁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଭିଡିଓ ଯୋଡାଗଲା
ଟିକେ clean up, replaced: → (467) using AWB
୧ କ ଧାଡ଼ି:
{{ଛୋଟ|Maguni Charan Kuanr}}
{{Infobox person
| name = ମାଗୁଣି ଚରଣ କୁଅଁର
| image = Maguni_Charan_Kuanra.jpg
| image_size = 250px
| alt =
| caption =
| caption birth_name =
| birth_name birth_date = {{Birth date|df= yes|1937|02|12}}
| birth_place = [[କେନ୍ଦୁଝର]], [[ଓଡ଼ିଶା]]
| birth_date = {{Birth date|df=yes|1937|02|12}}
| death_date =
| birth_place = [[କେନ୍ଦୁଝର]], [[ଓଡ଼ିଶା]]
| death_date death_place =
| death_place death_cause =
| death_causebody_discovered = =
| body_discovered resting_place =
| resting_place =
| resting_place_coordinates =
| monuments =
| residence = କେନ୍ଦୁଝର
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = {{flag|ଭାରତୀୟ}}
| education =
| alma_mater =
| occupation = କାଠି କଣ୍ଢେଇ ନୃତ୍ୟ ବିନ୍ଧାଣୀ
| years_active =
| employer =
| organization = ବିଶ୍ଵକର୍ମା କଳାକୁଞ୍ଜ
| agent =
| known_for =
| known_for notable_works =
| notable_worksstyle = କାଠି = କଣ୍ଢେଇ
| influences = ମକ୍ରଧ୍ଵଜ ଝରା<ref>http://www.hindu.com/fr/2007/06/29/stories/2007062951040200.htm</ref>
| style = କାଠି କଣ୍ଢେଇ
| influenced =
| influences = ମକ୍ରଧ୍ଵଜ ଝରା<ref>http://www.hindu.com/fr/2007/06/29/stories/2007062951040200.htm</ref>
| influenced home_town = କେନ୍ଦୁଝର
| home_town television = କେନ୍ଦୁଝର
| television title =
| title term =
| term predecessor =
| predecessor successor =
| successor spouse =
| spouse partner =
| partner children =
| parents = ବୈଷ୍ଣବ ଚରଣ କୁଅଁର, ଡମଣୀ ଦେବୀ
| children =
| resting_place relatives =
| parents = ବୈଷ୍ଣବ ଚରଣ କୁଅଁର, ଡମଣୀ ଦେବୀ
| relatives callsign =
| awards = କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ - ୨୦୦୪, ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୧୨
| callsign =
| children signature =
| awards = କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ - ୨୦୦୪, ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୧୨
| signature signature_alt =
| signature_alt signature_size =
| signature_size module =
| module module2 =
| module2 module3 =
| module3 module4 =
| module4 module5 =
| module5 module6 =
| module6 website =
| website footnotes =
| footnotes box_width =
| box_width =
}}
 
ଓଡ଼ିଶାରେ ସୂତା କଣ୍ଢେଇ,କାଠି କଣ୍ଢେଇ,ଛାୟା କଣ୍ଢେଇ ଓ ହାତ କଣ୍ଢେଇ ନାମରେ ଚାରିପ୍ରକାର କଣ୍ଢେଇ ନାଚର ପ୍ରଚଳଣ ଦେଖିବାକୁ ମିଳେ । '''ମାଗୁଣି ଚରଣ କୁଅଁର''',କାଠି କଣ୍ଢେଇ ନାଚର ଜଣେ ଦକ୍ଷ ବିନ୍ଧାଣୀ ।<ref>http://indianfolklore.org/TataFellowships/?p=710</ref> ଓଡ଼ିଶାରେ କାଠି କଣ୍ଢେଇ ନାଚକୁ ବଞ୍ଚେଇ ରଖିବାରେ ତାଙ୍କର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।ପିଲାଦିନରୁ ମାଟି କଣ୍ଢେଇ ଗଢିବାର ଘର ପରମ୍ପରାକୁ ଆଦରୀ ନେଇଥିବା ମାଗୁଣି ଚରଣ, ଦିନରେ ମାଟି କଣ୍ଢେଇ ଗଢୁଥିଲେ ଓ ରାତିରେ ଗାଁ ରାମଲୀଳାରେ ଗୀତ ଗାଉଥିଲେ ଓ ବାଜା ବଜଉଥିଲେ । ୧୬ ବର୍ଷ ବୟସରେ, ତାଙ୍କ କଣ୍ଢେଇର ଜଣେ ଗ୍ରାହକ, ମକ୍ରଧ୍ଵଜ ଝରାଙ୍କ ପରାମର୍ଶରେ, ମାଗୁଣି ଚରଣ କାଠି କଣ୍ଢେଇ ନାଚକୁ ଆଦରି ନେଇଥିଲେ ଓ ଏ ପର୍ଯ୍ୟନ୍ତ ଏହି କଳା ପ୍ରଦର୍ଶନ କରିଆସୁଛନ୍ତି । <ref>http://www.timescrest.com/coverstory/comeback-time-for-puppets-5286</ref>
 
୧୯୫୫ ମସିହାରେ, ମାଗୁଣି ଚରଣ ନିଜର ୫ ଜଣ ସହାୟକ ଓ ମାତ୍ର ୪ଟଙ୍କା ପୁଞ୍ଜିକୁ ଆଧାର କରି ''ବିଶ୍ଵକର୍ମା କଳାକୁଞ୍ଜ'' ନାମକ ସଂସ୍ଥା ଗଠନକରି, କାଠି କଣ୍ଢେଇ ନାଚର ପ୍ରଦର୍ଶନ ଆରମ୍ଭ କରିଥିଲେ । ମାଗୁଣି ଚରଣ ଏକାଧାରରେ କଣ୍ଢେଇ ନିର୍ମାଣ କରିବା, ଯାତ୍ରାର ସଂଳାପ ଲେଖିବା ଓ ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶନା ଦେବା ଆଦି କାମ କରିପାରିଥାନ୍ତି । ସେ ପୁରୁଷ, ମହିଳା, ପଶୁପକ୍ଷୀ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କଣ୍ଠସ୍ଵର ମଧ୍ୟ ସୃଷ୍ଟି କରିପାରନ୍ତି । ସାମୟିକ କଥାବସ୍ତୁ ଓ ପୌରାଣିକ ଗାଥାକୁ ନେଇ ସେ କଣ୍ଢେଇ ନାଚ ପରିବେଷଣ କରିଥାନ୍ତି । <ref>http://www.odisha.com/20070115/fullstory/art.html</ref>
 
ରାଜ୍ୟ ଓ ରାଜ୍ୟ ବାହାରେ ବହୁ ସ୍ଥାନରେ କଣ୍ଢେଇ ନାଚ ପରିବେଷଣ କରି ବହୁ ପୁରସ୍କାର ଜିତି ସାରିଥିବା ମାଗୁଣି ଚରଣ କିନ୍ତୁ ନିଜ କଳାର ଭବିଷ୍ୟତକୁ ନେଇ ସନ୍ଦିହାନ ସ୍ଥିତିରେ ଅଛନ୍ତି । ପୃଷ୍ଟପୋଷକତାର ଅଭାବ ଓ ପରପୁରୁଷମାନଙ୍କର ଏ କଳାପ୍ରତି ଅନାଗ୍ରହ ଯୋଗୁ, ଏ କଳା ଲୋପପାଇଯିବାର ଆଶଂକା ରହିଛି ।<ref>http://www.telegraphindia.com/1120523/jsp/odisha/story_15519044.jsp#.UyktdM6OyVE</ref>
 
== ଗାଲେରି ==