"ରାଘବ ଦାସ ମଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ମଠର ମହତ୍ତ୍ଵ: clean up, replaced: । → ।, ଶ୍ରୀମନ୍ଦିର → ଜଗନ୍ନାଥ ମନ୍ଦିର (4) using AWB
ଟିକେ →‎ମଠର ମହତ୍ତ୍ଵ: clean up, replaced: → (2), ଅା → ଆ using AWB
୪ କ ଧାଡ଼ି:
== ମଠର ମହତ୍ତ୍ଵ ==
* ମହ।ପ୍ରଭୁଙ୍କ ନିକଟରେ ଚମର ସେବା କରିବା (କିନ୍ତୁ ବର୍ତ୍ତମାନ ଏହି ସେବା ବନ୍ଦ ଅଛି) ।<ref name=RD/>
* ଏହି ମଠରୁ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ବଲ୍ଲାଭ ଭୋଗ ଯୋଗାଇ ଦିଅାଯାଏାଦିଆଯାଏା
* ସ୍ନାନ ପୂର୍ଣ୍ଣମୀ ଦିନ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାଡ୍ ପାଇଁ ହାତୀ ବେଶର ଉପକରଣ ବା ବେଶ ଦ୍ରବ୍ୟ ଯୋଗାଇବା ।
* ଜଗନ୍ନାଥ ମନ୍ଦିରର ମଣି ବିମାନ ମଣ୍ଡଣି ଓ ମରାମତି ର୍ ଦାୟିତ୍ବ ବି ମଠର ।
୧୦ କ ଧାଡ଼ି:
* ରଥଯ।ତ୍ରା ବେଳେ ଭିତର ଚାର ବନ୍ଧା ହେବା ପାଇଁ ୧ ୪ ଖଣ୍ଡ ଚାରପଟ। ଯୋଗାଇବା ଏମଠ ର ଦାୟିତ୍ବ ।
*ସ୍ନାନଯାତ୍ରା, ରଥଯାତ୍ରା, ବାହୁଡାଯାତ୍ର। ଓ ନିଳାଦ୍ରି ବିଜେ ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଟାହିଆ ଯୋଗାଇବା ।
*ଖଳିଲାଗି ଏକାଦଶୀ ଦିନ ସର୍ବାଙ୍ଗ୍ ନୀତି ପାଇଁ ସାଢେ ସାତ ସେର ଚନ୍ଦନ କାଠ ଯାଗାଇବା।
*ପହଣ୍ଡି ବିଜେ ପାଇଁ ତିନିଟି ତୁଳି ଦେବା।
*ବାହୁଡା ଯାତ୍ରା ପରେ ରଥ ଉପରେ ଅଧରପଣ। ଭୋଗ କରାଇବା।