"ଜଗନ୍ନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (147), ଦେବା ଦେବୀ → ଦେବଦେବୀ using AWB
ଟିକେ clean up, replaced: → (63) using AWB
୨ କ ଧାଡ଼ି:
{{About| '[[ପୁରୀ]]ରେ ଥିବା ଜଗନ୍ନାଥ ମନ୍ଦିର'| ବାକି ସବୁ 'ଜଗନ୍ନାଥ ମନ୍ଦିର' ପାଇଁ|ଜଗନ୍ନାଥ ମନ୍ଦିର (ବହୁବିକଳ୍ପ)}}
{{Infobox Mandir
| name = ଜଗନ୍ନାଥ ମନ୍ଦିର
| History = ଜଗନ୍ନାଥ ମନ୍ଦିର
| image = Temple-Jagannath.jpg
| image_alt =
| caption =
| pushpin_map = Orissa
| map_caption = ଜଗନ୍ନାଥ ମନ୍ଦିର
| latd = 19 | latm = 48 | lats = 17 | latNS = N
| longd = 85 | longm = 49 | longs = 6 | longEW = E
| coordinates_region = IN
| coordinates_display= ଜଗନ୍ନାଥ ମନ୍ଦିର
| other_names =
| proper_name = ଶ୍ରୀ ମନ୍ଦିର, ବଡ଼ ଦେଉଳ
| devanagari =
| sanskrit_translit =
| tamil =
| marathi =
| bengali =
| country = [[ଭାରତ]]
| state = [[ଓଡ଼ିଶା]]
| district =
| location = [[ପୁରୀ]]
| elevation_m =
| primary_deity = [[ଜଗନ୍ନାଥ]]
| important_festivals=
| architecture =
| number_of_temples =
| number_of_monuments=
| inscriptions =
| date_built =
| creator =
| website =
}}
{{ଚାରି ଧାମ}}
୭୫ କ ଧାଡ଼ି:
 
ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି ।<ref>{{cite web |url= http://www.vanamaliashram.org/Jagannath%20Puri.html |title=Jagannath Puri |first= |last= |work=vanamaliashram.org |year=2010 |quote= This is where the 'Garuda Stambha' is located. |accessdate=5 October 2012}}</ref>
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩୩ଫୁଟ ୮ଇଞ୍ଚ ଉଚ୍ଚତା (ବେଦୀ: ୬ଫୁଟ, ସ୍ତମ୍ବ: ୨୫ଫୁଟ ୨ଇଞ୍ଚ, ଅରୁଣାସନ: ୨ଫୁଟ ୬ଇଞ୍ଚ) ବିଶିଷ୍ଟ ଅରୁଣସ୍ତମ୍ବ ଅଛି ।<ref>{{cite web |url= http://www.amazingorissa.com/Jagannathtemple.aspx |title=Lord Jagannath temple|first= |last= |work=amazingorissa.com |year=2012 |quote= The height of this pillar or Stambha is 33ft and 8 inches. |accessdate=5 October 2012}}</ref>
ଅଷ୍ଟାଦଶ ଶତାବ୍ଦୀରେ ଦ୍ଵିତୀୟ ଦିବ୍ୟସିଂହଙ୍କ ରାଜତ୍ଵ କାଳରେ ଅରୁଣସ୍ତମ୍ବକୁ [[କୋଣାର୍କ ସୂର୍ଯ୍ୟ ମନ୍ଦିର]]ରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।<ref>{{cite web |url= http://asi.nic.in/asi_monu_whs_konark_intro.asp |title=Introduction about Sun Temple, Konarak - Archaeological Survey of India |first= |last= |work=asi.nic.in |year=2012 |quote=The Marathas during the 18th century removed the Aruna-stambha made of chlorite and placed it in front of the Puri temple. |accessdate=5 October 2012}}</ref>
 
୧୨୮ କ ଧାଡ଼ି:
*ଫତେ ହନୁମାନ ବିଗ୍ରହ : ସିଂହଦ୍ଵାର ଗୁମୁଟର ପ୍ରବେଶ ମାର୍ଗରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ ଓ ଦୁର୍ଗାଙ୍କ ଚିତ୍ର ପ୍ରତିମା। ପରମ ଭକ୍ତ ଫତେ ହନୁମାନ ସିଂହଦ୍ଵାର ଗୁମୁଟର କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟରେ ଫତେ ହନୁମାନ ରହିଛନ୍ତି । ସେ ପୂର୍ବ ଦ୍ଵାରର ରକ୍ଷକ ଓ ପଞ୍ଚ ରାମାନନ୍ଦୀ ଖାଲସାଙ୍କ ଆରାଧ୍ୟ ଦେବତା।
 
*କାଶୀ ବିଶ୍ଵନାଥ : ସିଂହଦ୍ଵାରରୁ ଆସି ବାଇଶି ପାହାଚରେ ଚଢି ଯିବା ମାତ୍ରେ ବାମ ପାର୍ଶ୍ଵରେ (ଦକ୍ଷିଣ ଦିଗରେ) କାଶୀ ବିଶ୍ଵନାଥ ପ୍ରାୟ ୧୫ଫୁଟ ଉଚ୍ଚତାର ମନ୍ଦିର ଯାହା ୧୬୧୧ ଖ୍ରୀଷ୍ଟାବ୍ଦରେ ବିଧିବଦ୍ଧ ଭାବେ ପ୍ରତିଷ୍ଟିତ ହୋଇଥିବା ଗବେଷକ ପଣ୍ଡିତ ସଦାଶିବ ରଥଶର୍ମା ମତ ପୋଷଣ କରିଛନ୍ତି। ଯୋଗଶାସ୍ତ୍ର ମତେ ବିଷ୍ଣୁ ଦର୍ଶନ ପୂର୍ବରୁ ଯୋଗେଶ୍ଵରଙ୍କୁ ଦର୍ଶନଙ୍କୁ କରିବାକୁ ପଡ଼ି଼ଥାଏ। ଆଉ ଯୋଗେଶ୍ଵରଙ୍କ ପ୍ରତୀକ ହେଲେ [[ଶିବ]] ଓ [[ବିଷ୍ଣୁ]] ସ୍ଵୟଂ ଜଗନ୍ନାଥ। କାଶୀ ବିଶ୍ଵନାଥ ଲିଙ୍ଗର ଉଚ୍ଚତା ପ୍ରାୟ ୧୦ଇଞ୍ଚ ଓ ଶକ୍ତି ଉତ୍ତର ଦିଗାଭିମୁଖୀ । ପ୍ରସ୍ତର ନିର୍ମିତ ହର ପାର୍ବତୀ ମୂର୍ତ୍ତି ୧୦ଇଞ୍ଚ ଉଚ୍ଚତା ବିଶିଷ୍ଟ ପୂଜିତ। ପ୍ରବେଶ ଦ୍ଵାରର ଓସାର ମାତ୍ର ଅଢେ଼ଇ ଫୁଟ ଓ ଉଚ୍ଚତାରେ ୪ଫୁଟ । ଶୀତଳ ଷଷ୍ଠୀ, ଶିବ ବିବାହ ଉତ୍ସବ ଠାକୁରଙ୍କ ଜଳାଶାୟୀ ନୀତି ହୋଇଥାଏ। ପଶ୍ଚିମାଭିମୁଖୀ ଅନନ୍ତ କ୍ଷୁଦ୍ର ମନ୍ଦିରଟି ଭାରତ ବର୍ଷରେ ଖ୍ୟ୍ୟାତି ଓ ପ୍ରସିଦ୍ଧି ରହିଅଛି।
 
*ରାମାଭିଷେକ : ବାଇଶି ପାହାଚ କାଶୀ ବିଶ୍ଵନାଥଙ୍କ ପାର୍ଶ୍ଵରେ ରାମାଭିଷେକରେ [[ରାମ]][[ସୀତା]]ଙ୍କ ସିଂହାସନ ଆରୋହଣ ସହ ୪ ଭ୍ରାତା, ସଙ୍କଟ ମୋଚନ ହନୁମାନ, ସୁଗ୍ରୀବ, ଜାମ୍ବବାନ ଓ ସମସ୍ତ ବାନର ଭକ୍ତ ପ୍ରମୁଖ ପ୍ରଭୁଙ୍କୁ ପ୍ରଣିପାତ କରୁଥିବାର ଦେଖାଯାଏ ।