"ହିଙ୍ଗଳାଜ ଭବାନୀ ଶକ୍ତିପୀଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ clean up, replaced: → (127) using AWB
୧ କ ଧାଡ଼ି:
{{Infobox Mandir
| name = ହିଙ୍ଗଳାଜ ଭବାନୀ<br>ନାନୀ କି ମନ୍ଦିର
| image = Nani ki Mandir.jpg
| image_size = 275
| image_alt =
| caption = Hinglaj goddess at Hinglaj Mata Mandir
| pushpin_map = Pakistan
| map_caption = Location within Balochistan
| map_size = 250
| latd = 25.0| latm = 30| lats = 50| latNS =
| longd= 65.0| longm= 30| longs= 55| longEW=
| coordinates_region = IN_scale:5000
| coordinates_display= inline
| other_names =
| proper_name =
| devanagari =
| sanskrit_translit =
| tamil =
| marathi =
| bengali =
| country = [[ପାକିସ୍ଥାନ]]
| state = [[ବେଲୁଚିସ୍ଥାନ]]
| district = [[ଲାସବେଲା ଜିଲ୍ଲା]]
| locale = [[ହିଙ୍ଗଳାଜ]]
| elevation_m =
| primary_deity = ହିଙ୍ଗଳାଜ ଭବାନୀ
| important_festivals= Four Day Theerth Yatra in April
| architecture =
| inscriptions =
| date_built =
| creator =
| website = {{URL|http://www.hinglajmata.com/}}
}}
 
'''ହିଙ୍ଗଳାଜ ଭବାନୀ ଶକ୍ତିପୀଠ''', [[ଅଖଣ୍ଡ ଭାରତ]]ର [[ବେଲୁଚିସ୍ତାନ]] ନିକଟରେ ଥିବା ଏକ ପ୍ରାଚୀନ ଶକ୍ତିପୀଠ I ଏବେ ତାହା [[ପାକିସ୍ତାନ]]ରେ ଅବସ୍ଥିତ I ପୁରାଣ ମତରେ ୫୧ଗୋଟି [[ଶକ୍ତି ପୀଠ]] ମଧ୍ୟରୁ ଏହା ପ୍ରଥମପୀଠ I ତାହାକୁ ହିଙ୍ଗୁଳା ମନ୍ଦିର କୁହାନଯାଇ ହିଙ୍ଗଲାଜ ମନ୍ଦିର କୁହାଯାଉଛି I ହିଙ୍ଗଲାଜ [[ହିନ୍ଦୁ]] ମନ୍ଦିର ହେଲେ ସୁଦ୍ଧା [[ଇସଲାମ ଧର୍ମ]]ର ଲୋକମାନେ ଏହି ତୀର୍ଥସ୍ଥାନକୁ ସମ୍ମାନ ଦିଅନ୍ତି I ଏହିମନ୍ଦିର ପାକିସ୍ତାନୀ ହିନ୍ଦୁ ଓ ସିନ୍ଧିଙ୍କ ଦ୍ୱାରା ପରମ ସମ୍ମାନିତ ତୀର୍ଥସ୍ଥାନ I [[ମୁସଲମାନ]]ମାନେ ଏହାକୁ ନନୀ ମନ୍ଦିର ବା ନନୀଙ୍କ ହଜ୍ ବୋଲି କୁହନ୍ତି I ହିଙ୍ଗଲାଜ ତୀର୍ଥ ବହୁ ପୁରାତନ ଓ ଶାସ୍ତ୍ରସମ୍ମତ I ଏପରିକି ସିନ୍ଧୁ ନରେଶ ଜୟଦ୍ରଥ ଏଠାରେ ଦେବୀମନ୍ଦିର ନିର୍ମାଣ କରିଥିଲେ ବୋଲି [[ମହାଭାରତ]]ରେ ବର୍ଣ୍ଣିତ ଅଛି I [[ୟୁରୋପ]]ର ୟୁନାନୀ ରାଜା ସିକନ୍ଦରଙ୍କ ଭାରତ ଆକ୍ରମଣକାଳରେ ଏହି ହିଙ୍ଗଲାଜ ପର୍ବତମାଳା ନିକଟରେ ବାଲିକୋର୍ଟ ଦୁର୍ଗର ରାଜା ବଳରାମଙ୍କ ସହିତ ଯୁଦ୍ଧ ହୋଇଥିଲା I ସମ୍ରାଟ [[ବିକ୍ରମାଦିତ୍ୟ]] ମଧ୍ୟ ଏହିସ୍ଥାନକୁ ତୀର୍ଥ କରିବାକୁ ଆସୁଥିଲେ I ମୋଗଲ ରାଜ୍ୟର ଅଧିକାରୀ ତୋଡର ମଲ୍ଲ, ବିହାରୀ ମଲ୍ଲ, ରାଜାଭିଜ୍ ସିଂହ, ରାଜା ମାଥୋ ସିଂହ ମଧ୍ୟ ହିଙ୍ଗରାଜ ତୀର୍ଥ ଭ୍ରମଣ କରିଛନ୍ତି I <ref>ଡକ୍ଟର ତ୍ରିନାଥ ପଟ୍ଟନାୟକ, ପ୍ରଗତିବାଦୀ, ପୃଷ୍ଠା - ୧୪, ରବିବାର ୨୧ ଏପ୍ରିଲ୨୦୧୩</ref>
 
[[ମହାବିଦ୍ୟା|ଦଶ ମହାବିଦ୍ୟା]]ଙ୍କ ମଧ୍ୟରୁ ଆଦ୍ୟାଶକ୍ତି ମହାକାଳୀଙ୍କର ଅନ୍ୟ ରୂପ ହେଉଛନ୍ତି ହିଙ୍ଗୁଳା I ସେ ହିଁ ଧୂମ୍ରବର୍ଣ୍ଣା ଧୂମାବତୀ I ଅଗ୍ନି ସ୍ୱରୂପିଣୀ ହିଙ୍ଗୁଳାଙ୍କ ସହିତ ମହାକାଳୀଙ୍କର ଐକ୍ୟ ଶାସ୍ତ୍ରସମ୍ମତ । ହିଙ୍ଗୁଳା ଆରାଧନା କେବଳ [[ଓଡ଼ିଶା]]ରେ ନୁହେଁ ଭାରତୀୟ ଶକ୍ତି ଆରାଧନାରେ ମଧ୍ୟ ଏକ ବିଶେଷ ବିଶ୍ୱାସ ଓ ପ୍ରାଚୀନ ଶାକ୍ତ ପରମ୍ପରା I ଅଗ୍ନିଦେବୀ ହିଙ୍ଗୁଳାଙ୍କୁ ସର୍ବପ୍ରଥମେ ଆଦିମ ଅଧିବାସୀମାନେ ପୂଜା କରୁଥିଲେ ‌I ହିଙ୍ଗୁଳା ଶବ୍ଦଟି ମୁଣ୍ଡାରୀ ଭାଷାରୁ ଆସିଛି ବୋଲି ଗବେଷକମାନେ ମତ ଦିଅନ୍ତି I ଓଡ଼ିଶାର [[ତାଳଚେର]], [[ବାମଣ୍ଡା]] ଓ ଅନ୍ୟାନ୍ୟ ସ୍ଥାନରେ ହିଙ୍ଗୁଳା ଦେବୀଙ୍କ ପୂଜା କରାଯାଏ I କିନ୍ତୁ ତାଳଚେରର ଗୋପାଳପ୍ରସାଦରେ ଅଧିଷ୍ଠିତା ଦେବୀଙ୍କୁ ଓଡ଼ିଶାର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଗ୍ରହଣ କରାଯାଇଛି I
 
==ଶକ୍ତିପୀଠ==