"ପାତାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: । → ।, → (4), ଅା → ଆ (2), ମାନଙ୍କ → ମାନଙ୍କ, ସାହାର୍ଯ୍ୟ → ସାହାଯ୍ୟ using AWB
ଟିକେ →‎ପାତାଳି: clean up, replaced: ମାନେ → ମାନେ, ଦେବାଦେବୀ → ଦେବଦେବୀ using AWB
୪ କ ଧାଡ଼ି:
*ଜ୍ୟେଷ୍ଠକୃଷ୍ଣ ଚତୁର୍ଦ୍ଦଶୀ ରାତିର ଚତୁର୍ଥ ପ୍ରହରରେ ଏହି ଗୁପ୍ତ ନୀତି ସରିବା ପରେ ବିଦାୟୀ ବିଗ୍ରହ ଙ୍କୁ ପାତାଳି କରାଯାଏ।
*ବ୍ରହ୍ମଙ୍କ ଘଟ ପରିବର୍ତ୍ତନ ପରେ ବିଦାୟୀ ବିଗ୍ରହ ଙ୍କୁ କୋଇଲି ବୈକୁଣୁକୁ ନିଆଯାଏ, ଏଠାରେ ଶିଆଳି ଲତା ତଳେ 'କୋଠସୂଆଁ ସେବକଙ୍କ' ଦ୍ୱାରା ପୂର୍ବରୁ ଖୋଳାଯାଇଥିବା ୬ ହାତ ଗଭୀର,୯ ହାତ ବ୍ୟାସ ପରିମିତ ଗର୍ତ୍ତରେ କର୍ପୁର,ଚନ୍ଦନ ଓ ପାଟବସ୍ତ୍ର ସହ ଶ୍ରୀବିଗ୍ରହ ଙ୍କୁ ପାତାଳି କରାଯାଏ।
*ତ।ଳଧ୍ୱଜ ରଥର ସାରଥୀ ମାତଳୀ, ନନ୍ଦିଘୋଷ ରଥର ସାରଥୀ ଦ।ରୁକ ଓ ଦେବୀଦଳନ ରଥର ସାରଥୀ ଅର୍ଜୁନଙ୍କୁ ମଧ୍ୟ ପାତାଳି କରାଯାଏ । ୨୭ପାର୍ଶ୍ୱ ଦେବାଦେବୀଦେବଦେବୀ,୧୨ଘୋଡା, ୬ଶୁଆ ମଧ୍ୟ ପାତାଳି ହୁଅନ୍ତି।
*ଭୋଇ ସେବକମାନେ ଦୋଳବେଦୀ କୋଣରେ ରଖାଯାଇଥିବା ବିଗ୍ରହମାନଙ୍କୁ ବାହାର କରନ୍ତି । ସେବକ ମାନେସେବକମାନେ ବାହୁଙ୍ଗି ସାହାଯ୍ୟ ରେ କୋଇଲି ବୈକୁଣ୍ଠକୁ ବୋହି ନିଅନ୍ତି।<ref>{{cite news |title= ବିଦାୟ ବେଳ |author= |url= http://epaper.prameyanews.com/34287-1731441-1-article.html |newspaper= ପ୍ରମେୟ |date= ୧୩ ଜୁନ୍ ୨୦୧୫ |accessdate=୫ ଜୁଲାଇ ୨୦୧୫}}</ref>
 
==ପାତାଳିକୁ ଯିବା ପୂର୍ବ କାର୍ଯ୍ୟ ==
"https://or.wikipedia.org/wiki/ପାତାଳି"ରୁ ଅଣାଯାଇଅଛି