"ଡଙ୍ଗରିଆ କନ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
ଟିକେ clean up, replaced: ଦେବାଦେବୀ → ଦେବଦେବୀ using AWB
୧ କ ଧାଡ଼ି:
'''ଡଙ୍ଗରିଆ କନ୍ଧ''' ନିୟମଗିରି ପର୍ବତ ରେ ରହୁଥିବା ଆଦିମ ଜନଜାତି । ମୁଖ୍ୟତଃ ପୋଡୁଚାଷ ଦ୍ଵାରା ଏମାନେ ଜୀବିକା ନିର୍ବାହ କରିଥାନ୍ତି । ଡଙ୍ଗର( ପାହାଡ) ରେ ରହୁଥିବା ରୁ ଏମାନଙ୍କର ଏଭଳି ନାମକରଣ ହୋଇଛି । ଡ଼ଙ୍ଗରିଆ କନ୍ଧଙ୍କ ର କଥିତ ଭାଷା ହେଲା [[କୁଇ]] ଯାହା କି ଏକ ଦ୍ରାବିଡ ଭାଷା । ଏମାନଙ୍କ ମଧ୍ୟରେ ବହୁ ନାରୀ ବିବାହ ଏବେ ମଧ୍ୟ ପ୍ରଚଳିତ ।
 
ଏମାନେ ପୂଜା କରୁଥିବା ଦେବାଦେବୀଦେବଦେବୀ ହେଲେ ଧରଣୀ ପେନୁ ଏବଂ କୋଟେଇବାଳୀ । ମେରିଆ ପୂଜା ( ବଳି ପ୍ରଥା) ଡ଼ଙ୍ଗରିଆ କନ୍ଧମାନଙ୍କ ର ମୁଖ୍ୟ ପର୍ବ ଯେଉଁଥିରେ ଧରଣୀପେନୁ କୁ ଖୁସି କରିବା ପାଇଁ ପୋଢବଳି ଦିଅଯାଇଥାଏ ।
 
== ଆଧାର ==