"ମୟୂର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଗବେଷକଙ୍କ ମତରେ: clean up, replaced: ମାନଙ୍କ → ମାନଙ୍କ using AWB
ଟିକେ clean up, replaced: ମାନେ → ମାନେ (2), ଦେବାଦେବୀ → ଦେବଦେବୀ using AWB
୩୧ କ ଧାଡ଼ି:
 
== କଳା ଓ ସାହିତ୍ୟ ==
ବହୁ ପ୍ରାଚୀନ କାଳରୁ ମୟୂର ଦେଶ ବିଦେଶର କଳା,ସାହିତ୍ୟ,ସଂସ୍କୃତିରେ ପ୍ରମୂଖ ସ୍ଥାନ ପାଇଆସିଛି । [[ସିନ୍ଧୁ ସଭ୍ୟତା]] ସମୟରେ ମଧ୍ୟ ମୟୁର ବେଶ ଲୋକପ୍ରିୟ ଥିଲା।ପ୍ରାଚୀନ ସଭ୍ୟତା [[ମହେଞ୍ଜୋଦାରୋ]], [[ହରପ୍ପା]]ର ପ୍ରତ୍ନତାତ୍ଵିକ ଖନାରୁ ମିଳିଥିବା ମୃତପାତ୍ରରେ ମୟୁରର ଚିତ୍ର ରହିଛି । ଆଜିଠୁ ପ୍ରାୟ ତିନିହଜାର ବର୍ଷ ପୂର୍ବ ଫୋନେସୀୟ ମାନେଫୋନେସୀୟମାନେ ଭାରତରୁ ମୟୁର ନେଇ [[ଇଜିପ୍ଟ]]ର [[ଫାରୋ ସୋଲୋମନ]]ଙ୍କୁ ଉପହାର ଦେଇଥିବାର ପ୍ରମାଣ ମିଳେ ।
 
== ଗବେଷକଙ୍କ ମତରେ ==
୪୩ କ ଧାଡ଼ି:
=== ଓଡ଼ିଶା ===
[[ଫାଇଲ:Pavo Real Venezolano.jpg|thumb|ଗୋଟିଏ ପୁରୁଷ ମୟୂରର ଉପରଭାଗ]]
ଓଡ଼ିଶାର ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ [[ମୟୁରଭଞ୍ଜ]] ମଧ୍ୟ ମୟୁର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର [[ଜୟପୁର]] ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । ମୟୁର ଥିଲା ରାଜବଂଶର ସଙ୍କେତ ଏବଂ ରାଜା ମାନେରାଜାମାନେ ଥିଲେ ଭଞ୍ଜବଂଶୀ।ତେଣୁ ତାହା ପରେ ମୟୁରଭଞ୍ଜ ନାମରେ ପରିଚିତ ହେଲା । ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା । କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
 
ଭାଷାକୋଷରେ ମୟୁରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୁରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ''ମୟୁରଧ୍ଵଜ'''। ସେହି 'ମୟୁରଧ୍ଵଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୁରଭଞ୍ଜ ହେଇଥିଲା ।
୫୬ କ ଧାଡ଼ି:
[[ଫାଇଲ:white-peacock.jpg|thumb|A White Peacock]]
=== କାର୍ତ୍ତିକେୟ ===
ମୟୁର କାଳେକାଳେ କଳା,ସାହିତ୍ୟ,ଇତିହାସ ଓ ପୁରାଣ ଆଦିରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ପାଇଆସିଛି । ଆମ ପୁରାଣର ଶୌର୍ଯ୍ୟ ଓ ସୌନ୍ଦର୍ଯୟର ଦେବତା [[କାର୍ତ୍ତିକେୟ]]ଙ୍କର ବାହାନ ହେଉଛି ମୟୂର।ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବାଦେବୀଦେବଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ,ସେତିକି ବେଳେ [[ଗରୁଡ଼]] ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ । ସେହି ଗରୁଡ଼ ପୁତ୍ର ମୟୂର ହେଲେ କାର୍ତ୍ତିକେୟଙ୍କ ବାହାନ ।<ref name="Lal2007">{{cite book|author=Krishna Lal|title=Peacock In Indian Art, Thought And Literature|url=http://books.google.com/books?id=wuotb7YyrigC&pg=PA25|accessdate=14 September 2012|date=1 January 2007|publisher=Abhinav Publications|isbn=978-81-7017-429-5|pages=25–}}</ref>
 
ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦକ୍ଷିଣ [[ଭାରତ|ଭାରତର]] ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା । [[ସ୍କନ୍ଦପୁରାଣ]]ର ବୀରମହେନ୍ଦ୍ର କାଣ୍ଡ ଅନୁସାରେ,ମୟୁର ଏକ ଅସୁର।ସେ ସ୍କନ୍ଦ ବା ସୁବ୍ରହ୍ମଣ୍ୟ ବା କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା । [[ମହାଭାରତ]] ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ,ମୃତ୍ୟୁ ପରେ ମୟୂର ବିଶ୍ଵ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା।
"https://or.wikipedia.org/wiki/ମୟୂର"ରୁ ଅଣାଯାଇଅଛି