"ଚର୍ଚ୍ଚିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ clean up, replaced: → (125) using AWB
୧ କ ଧାଡ଼ି:
{{ଛୋଟ|Charchika Temple}}
{{Infobox Mandir
| name = ଚର୍ଚ୍ଚିକା ମନ୍ଦିର
| image = Charchika chamunda.jpg
| image_alt =
| caption =
| pushpin_map = <!-- India Orissa -->
| map_caption = Location in Orissa
| latd = | latm = | lats = | latNS =
| longd = | longm = | longs = | longEW =
| coordinates_region = IN
| coordinates_display= title
| other_names =
| proper_name = ଚର୍ଚ୍ଚିକା ମନ୍ଦିର
| devanagari =
| sanskrit_translit =
| tamil =
| marathi =
| bengali =
| country = [[ଭାରତ]]
| state = [[ଓଡ଼ିଶା]]
| district =
| location = [[ବାଙ୍କୀ]]
| elevation_m =
| primary_deity = [[ଚର୍ଚ୍ଚିକା]] ([[ଚାମୁଣ୍ଡା]])
| important_festivals= କୁମାର ପୂର୍ଣ୍ଣିମା <ref>{{cite web |url= http://tourism.oriyaonline.com/charchika.html |title=Orissa Tourism - Charchika Temple,Maa Charchika,Temples of Orissa &#124; tourism.oriyaonline.com |first= |last= |work=tourism.oriyaonline.com |year=2012 |quote=Kumarpurnima a Hindu festival celebrated 5 days after Dusshera is very famous here |accessdate=12 October 2012}}</ref>
| architecture =
| number_of_temples =
| number_of_monuments=
| inscriptions =
| date_built =
| creator =
| website =
}}
 
'''ଚର୍ଚ୍ଚିକା''' ମନ୍ଦିର [[କଟକ ଜିଲ୍ଲା|କଟକ ଜିଲ୍ଲାର]], [[ବାଙ୍କୀ]] ସହରରେ ଥିବା ଏକ ପ୍ରାଚୀନ [[ଶକ୍ତି ପୀଠ]] । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ ।<ref>{{cite web |url= http://fullodia.com/sites/info/651 |title=Info: Maa Charchika temple on Fullodia.com |first= |last= |work=fullodia.com |year=2012 |quote=charchika temple is situated on Ruchika hills on the banks of the Renuka river |accessdate=12 October 2012}}</ref> ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି "ମା" ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କ ଦ୍ଵାରା ତିଆରି କରାଯାଇଥିବା ବିଶ୍ଵାସ କରାଯାଏ । <ref>{{cite web |url= http://www.odishatv.in/temples.asp |title=ORISSA TV &#124; Premier News Channel of Orissa |first= |last= |work=odishatv.in |year=2012 |quote= It is believed that the Charchika devi idol was created by Parsuram. |accessdate=12 October 2012}}</ref>
 
[[ମହାନଦୀ]] କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I
୫୩ କ ଧାଡ଼ି:
[[ଫାଇଲ:Charchika temple5.jpg|200px]]<br />
----
}}</div><br {{clear="all">}}
 
== ଆଧାର ==