"ଛତିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅନ୍ୟ ପ୍ରସଙ୍ଗ ସହିତ ସଂଯୋଗ
ଟିକେ clean up, replaced: → (138), ମାନଙ୍କ → ମାନଙ୍କ, ଠାରେ → ଠାରେ using AWB
୧ କ ଧାଡ଼ି:
{{ଛୋଟ|chhatia}}
{{Infobox Mandir
| name = ଛତିଆ ମନ୍ଦିର
| History = ଜଗନ୍ନାଥ ମନ୍ଦିର
| image = Chatia temple.jpg|thumb|ଛତିଆ ମନ୍ଦିର ମୁଖ୍ୟ ଦ୍ଵାର
| image_alt =
| caption =
| pushpin_map = Orissa
| map_caption = ଜଗନ୍ନାଥ ମନ୍ଦିର
|map_caption = [[ଓଡ଼ିଶା]]ରେ ଅବସ୍ଥାନ
|latd = 20 |latm = 51 |lats = |latNS = N
|longd = 86 |longm = 20 |longs = |longEW = E
|coordinates_display = yes
| coordinates_region = IN
| coordinates_display= ଜଗନ୍ନାଥ ମନ୍ଦିର
| other_names =
| proper_name = ଛତିଆ ମଠ
| devanagari =
| sanskrit_translit =
| tamil =
| marathi =
| bengali =
| country = [[ଭାରତ]]
| state = [[ଓଡ଼ିଶା]]
| district = [[ଯାଜପୁର ଜିଲ୍ଲା]]
| location =
| elevation_m =
| primary_deity = [[ଜଗନ୍ନାଥ]]
| important_festivals=
| architecture =
| number_of_temples =
| number_of_monuments=
| inscriptions =
| date_built =
| creator =
| website =
}}
 
'''ଛତିଆ''' [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ଵଳନ୍ତ ଉଦାହରଣ । ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହି ଠାରେଏହିଠାରେ ଅବସ୍ଥିତ। <ref name="BeheraPaṭṭanāẏaka1990">{{cite book|author1=Karuna Sagar Behera|author2=Jagannātha Paṭṭanāẏaka|author3=Harish Chandra Das|coauthors=Universe (Organization)|title=Cuttack, one thousand years|url=http://books.google.com/books?id=wyxGAQAAIAAJ|accessdate=13 July 2012|year=1990|publisher=Cuttack City Millennium Celebrations Committee, The Universe|page=81}}</ref>[[ସାରଳା ଦାସ|ସାରଳା]] ମହାଭାରତ ଅନୁସାରେ [[ପାଣ୍ଡବ]]ମାନେ ନିଜର ସ୍ଵର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବ ମାନଙ୍କରପାଣ୍ଡବମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜା କରାଯାଇଥିଲା । ଜଜାନ ନଗର' ବର୍ତମାନ [[ଚୌଦ୍ଵାର]] ନାମରେ ପରିଚିତ ।<ref name="BeheraPaṭṭanāẏaka1990">{{cite book|author1=Karuna Sagar Behera|author2=Jagannātha Paṭṭanāẏaka|author3=Harish Chandra Das|coauthors=Universe (Organization)|title=Cuttack, one thousand years|url=http://books.google.com/books?id=wyxGAQAAIAAJ|accessdate=13 July 2012|year=1990|publisher=Cuttack City Millennium Celebrations Committee, The Universe|page=221}}</ref> ସନ୍ଥ [[ହାଡ଼ିଦାସ]]ଙ୍କ ରଚିତ [[ମାଳିକା]]ରେ '''ଛତିଆ'''ର ସ୍ଵତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ ।<ref name="MohapatraEkāḍemī1989">{{cite book|author1=Ramesh Prasad Mohapatra|author2=Oḍiśā Sāhitya Ekāḍemī|title=Temple legends of Orissa|url=http://books.google.com/books?id=83zXAAAAMAAJ|accessdate=13 July 2012|year=1989|publisher=Orissa Sahitya Akademi|page=71}}</ref> ମହାପୁରୁଷ ହାଡ଼ିଦାସଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।
 
 
== ଆଧାର ==
"https://or.wikipedia.org/wiki/ଛତିଆ"ରୁ ଅଣାଯାଇଅଛି