"ମାଲଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ →‎ବ୍ୟୁତ୍ପତ୍ତି: clean up, replaced: → using AWB
୬ କ ଧାଡ଼ି:
== ଇତିହାସ ==
ଅତୀତରେ ମାଲ୍ଟା ଉପରେ ଫୋଏନ୍ସିଆନ୍, ରୋମନ୍ ,ମୋରିସ୍ ,ନୋରମନ୍ସ ,ସିସିଲିଆନ୍ସ ,ହମବର୍ଗ ,ସ୍ପେନ୍ ,ଫ୍ରେଞ୍ଚ୍ ,ଏବଂ ଇଂରେଜମାନେ ଆଧିପତ୍ୟ ବିସ୍ତାର କରିଛନ୍ତି । ମାଲ୍ଟା 21 ସେପ୍ଟେମ୍ବର 1964 ଇଂରେଜମାନଙ୍କଠାରୁ ସ୍ୱାଧୀନ ହୋଇଥିଲା ।
==ବ୍ୟୁତ୍ପତ୍ତି==
ଅଧିକାଂଶ ଲୋକ ମାଲ୍ଟା ଶବ୍ଦ ର ବ୍ୟୁତ୍ପତ୍ତି ମାଲଟ୍ଟିସ୍ ଭାଷା ରୁ ହୋଇଥିବା ଅନୁମାନ କରନ୍ତି । କିଛି ଲୋକ ଙ୍କ ମତରେ ଗ୍ରୀକ୍ ଶବ୍ଦ ମେଲିଟ୍ ରୁ ମାଲ୍ଟା ହୋଇଛି । ଗ୍ରୀକ୍ ରେ ମେଲିଟ୍ ର ଅର୍ଥ ମିଠା ମଧୁ । ମାଲ୍ଟା ଅତୀତରେ ଇଉରୋପ କୁ ମହୁ ଯୋଗଉଥିଲା ସମ୍ଭବତଃ ଏଇ କାରଣରୁ ଏଭଳି ନାମକରଣ କରାଯାଇଥିଲା ।ଅନ୍ୟ ଏକ ମତ ଅନୁସାରେ ମାଲ୍ଟା ଶବ୍ଦ ର ବ୍ୟୁତ୍ପତ୍ତି ଫେଏନିସିଆନ୍ ଶବ୍ଦ ମଲେଥି ରୁ ଆସିଥିବା ଅନୁମାନ କରାଯାଏ । ଫୋଏନସିଆନ୍ ଭାଷାରେ ମାଲେଥି ର ଅର୍ଥ ସ୍ବର୍ଗ ।
 
"https://or.wikipedia.org/wiki/ମାଲଟା"ରୁ ଅଣାଯାଇଅଛି