"କେଦାରନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
ଟିକେ clean up, replaced: → (139), ମାନେ → ମାନେ (2), ଦେବାଦେବୀ → ଦେବଦେବୀ using AWB
୧ କ ଧାଡ଼ି:
{{ଛୋଟ|Kedarnath Temple}}
{{Infobox temple
| name = କେଦାରନାଥ ମନ୍ଦିର
| image = Kedarnath Temple.jpg
| image_alt =
| caption =
| pushpin_map = India Uttarakhand
| map_caption = Location in Uttarakhand
| latd = 30 | latm = 44 | lats = | latNS = N
| longd = 79 | longm = 4 | longs = | longEW = E
| coordinates_region = IN_scale:100000
| coordinates_display= title
| other_names =
| proper_name = କେଦାରନାଥ
| devanagari =
| sanskrit_translit =
| tamil =
| marathi =
| bengali =
| country = [[ଭାରତ]]
| state = [[ଉତ୍ତରାଖଣ୍ଡ]]
| district =
| location = [[କେଦାରନାଥ]]
| elevation_m =
| primary_deity_God =''' କେଦାରନାଥ '''([[ଶିବ]])
| primary_deity_Godess =
| utsava_deity_God =
| utsava_deity_Godess=
| Direction_posture =
| Pushakarani =
| Vimanam =
| Poets =
| Prathyaksham =
| important_festivals=
| architecture =
| number_of_temples =
| number_of_monuments=
| inscriptions =
| date_built =
| creator =
| website =
}}
 
୪୮ କ ଧାଡ଼ି:
 
== ପୌରାଣିକ ==
ପୌରାଣିକ ଆଖ୍ୟାୟିକା ଅନୁସାରେ [[ମହାଭାରତ]] ଯୁଦ୍ଧରେ [[ପାଣ୍ଡବ]] ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ [[କାଶୀ]], [[ଗୁପ୍ତକାଶୀ]] ଆସି [[କେଦାରଖଣ୍ଡ]]ରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବ ମାନେପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ [[ପୃଥିବୀ]] ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ [[କେଦାରନାଥ]] ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ [[ନେପାଳ]]ର [[କାଠମାଣ୍ଡୁ]]ରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । <ref>{{cite news|first= IANS|title=4,000-year-old Mahabharata relic found in Nepal? (With Images)|url= http://www.thaindian.com/newsportal/world-news/4000-year-old-mahabharata-relic-found-in-nepal-with-images_100231131.html |work= Thaindian News|date=12 August 2009 12:33:45 AM|accessdate=7 July 2012}}</ref><ref name="Doleswore">{{cite news|first=Bharat Bandu|last = Thapa|Name = Rajdhani | City=Bhaktaput| title= ''Mandir Anabaran ''|date= 6 Bhadra}}</ref><ref>{{cite news|first= Dirgha Raj|last=Prasai |title=Hindu shrine: Pashupatinath (Lord Shiva) and Shivaratri in Nepal|url= http://www.theindiapost.com/articles/hindu-shrine-pashupatinath-lord-shiva-and-shivaratri-in-nepal/ |work= The Indian Post | accessdate=7 July 2012}}</ref>
ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ [[ପଶୁପତିନାଥ ମନ୍ଦିର|ପଶୁପତିନାଥ]] ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।<ref>http://www.chardhamyatra.org/kedarnath/history-legends.php</ref>
== ମନ୍ଦିର ==
[[ଫାଇଲ:Kedarnath Temple.jpg|thumb|right|250px|କେଦାରନାଥ ମନ୍ଦିର]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି । ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ [[କୃଷ୍ଣ|ଶ୍ରୀକୃଷ୍ଣ]], [[ଯୁଧିଷ୍ଠିର]], [[ଭୀମ]], [[ଅର୍ଜୁନ]], [[ନକୁଳ]], [[ସହଦେବ]] ଓ [[ଦ୍ରୌପଦୀ]]ଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ, [[କେଦାରଗୌରୀ]] ଓ ଅନ୍ୟ ଦେବାଦେବୀଙ୍କଦେବଦେବୀଙ୍କ ବିଗ୍ରହ ଶୋଭାପାଉଛି ।
 
== ଶିବଲିଙ୍ଗ ==