"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଶ୍ରମ ଓ ଅନୁଷ୍ଠାନ: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
ଟିକେ clean up, replaced: → (145), ମାନଙ୍କ → ମାନଙ୍କ (4), ମାନେ → ମାନେ (4) using AWB
୩ କ ଧାଡ଼ି:
{{Infobox settlement

|official_name = ଭଦ୍ରକ
|settlement_type = ଜିଲ୍ଲା
| image_skyline =
| imagesize =
| image_caption =
| image_map = OrissaBhadrak.png
| latd = 21.0667
| latm =
| lats =
| lats latNS = N
| latNS longd = N86.5000
| longd longm = 86.5000
| longm longs =
| longs longEW = E
| coordinates_display = inline,title
| longEW = E
|map_caption = [[ଓଡ଼ିଶା]]ରେ ଅବସ୍ଥାନ
| coordinates_display = inline,title
| longEW named_for = E
|map_caption = [[ଓଡ଼ିଶା]]ରେ ଅବସ୍ଥାନ
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା|ବିଧାନସଭା]]
| named_for =
| seat = ୫ଟି ଆସନ {{collapsible list|title={{nbsp}}|୧. [[ଭଣ୍ଡାରିପୋଖରୀ (ବିଧାନସଭା ନିର୍ବାଚନମଣ୍ଡଳୀ)|ଭଣ୍ଡାରିପୋଖରୀ]] (୦୪୩)
୨. [[ଭଦ୍ରକ (ବିଧାନସଭା ନିର୍ବାଚନମଣ୍ଡଳୀ)|ଭଦ୍ରକ]] (୦୪୪)
୩. [[ବାସୁଦେବପୁର (ବିଧାନସଭା ନିର୍ବାଚନମଣ୍ଡଳୀ)|ବାସୁଦେବପୁର]] (୦୪୫)
୪. [[ଧାମନଗର (ବିଧାନସଭା ନିର୍ବାଚନମଣ୍ଡଳୀ)|ଧାମନଗର]] (୦୪୬)
୫. [[ଚାନ୍ଦବାଲି (ବିଧାନସଭା ନିର୍ବାଚନମଣ୍ଡଳୀ)|ଚାନ୍ଦବାଲି]] (୦୪୭)}}
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା|ବିଧାନସଭା]]
| seat = ୫ଟି ଆସନ {{collapsible list|title={{nbsp}}|୧. [[ଭଣ୍ଡାରିପୋଖରୀ (ବିଧାନସଭା ନିର୍ବାଚନମଣ୍ଡଳୀ)|ଭଣ୍ଡାରିପୋଖରୀ]] (୦୪୩)
୨. [[ଭଦ୍ରକ (ବିଧାନସଭା ନିର୍ବାଚନମଣ୍ଡଳୀ)|ଭଦ୍ରକ]] (୦୪୪)
୩. [[ବାସୁଦେବପୁର (ବିଧାନସଭା ନିର୍ବାଚନମଣ୍ଡଳୀ)|ବାସୁଦେବପୁର]] (୦୪୫)
୪. [[ଧାମନଗର (ବିଧାନସଭା ନିର୍ବାଚନମଣ୍ଡଳୀ)|ଧାମନଗର]] (୦୪୬)
୫. [[ଚାନ୍ଦବାଲି (ବିଧାନସଭା ନିର୍ବାଚନମଣ୍ଡଳୀ)|ଚାନ୍ଦବାଲି]] (୦୪୭)}}
|subdivision_type = ଦେଶ
|subdivision_name = [[ଭାରତ]]
୧୩୦ କ ଧାଡ଼ି:
[[କାର୍ତ୍ତିକ]] ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ [[ରାସଯାତ୍ରା]] ପାଳନ କରାଯାଏ। [[ରାସଲୀଳା]] ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ।
=== [[ଚଢ଼େଇଆ ନାଚ|ଚଢ଼େୟା ଚଢ଼େୟାଣୀ ନାଚ]] ===
ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାର ମାନେକଳାକାରମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି।

=== [[କଣ୍ଢେଇ ନାଚ]] ===
୧୩୬ କ ଧାଡ଼ି:
=== ତାମସା ===
[[ତାମସା]] ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି [[ବଂଶୀବଲ୍ଲଭ ଗୋସ୍ୱାମୀ]] ଏଇ ତାମସାର ସ୍ରଷ୍ଟା। ଏହା ହେଉଛି [[ମୋଗଲ]] ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। [[ଚୈତ୍ର]] ମାସରେ [[ଶିବ]] [[ମନ୍ଦିର]]ରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ।
* '''''[[ମୋଗଲ ତାମସା]]:''''' ଏଥିରେ ମୋଗଲ ମାନଙ୍କରମୋଗଲମାନଙ୍କର ଶୋଷଣ, ଅତ୍ୟାଚାର, ବିଳାସ ବ୍ୟସନର ଚିତ୍ରଣ ହୋଇଛି।
* '''ଭୀଲ ତାମସା :''' ଜଣେ ବ୍ରାହ୍ମଣ ତୀର୍ଥାଟନରେ ଯିବା ସମୟରେ ବାଟରେ ଏକ ଭୀଲକୁ ଭେଟନ୍ତି। ସେ ବ୍ରାହ୍ମଣଙ୍କୁ ଲୁଟ କରିବାକୁ ପ୍ରଥମେ ଚେଷ୍ଟା କଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ପୁଣ୍ୟାତ୍ମାରେ ପରିଣତ ହୋଇଛି।
* '''ଫକିର ତାମସା :''' ଜଣେ [[ମୁସଲମାନ]] [[ଫକିର]]ଙ୍କର କାହାଣୀ, ଯେ ବିଭିନ୍ନ ସ୍ଥାନ ଭ୍ରମଣ କରି ଅନେକ କଥା ଶିଖିଛନ୍ତି ଓ ପରିଶେଷରେ ନିଜ ପତ୍ନୀ ସହିତ ମିଳିତ ହୋଇଛନ୍ତି।
* '''ଯୋଗୀ ତାମସା :''' ଜଣେ ଯୋଗୀର ଜୀବନକୁ ପ୍ରାଞ୍ଜଳ ଭାବରେ ଚିତ୍ରିତ କରାଯାଇଛି।
* '''ରାଧାକୃଷ୍ଣ ତାମସା :''' ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି।
* '''ଚଉଡ଼ା ତାମସା :''' ମେହେନ୍ତର ମାନଙ୍କରମେହେନ୍ତରମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
* '''ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା:''' ଦୁଇ ଜଣ ଗଣିକାଙ୍କ ସହିତ ମୋଗଲ ମାନଙ୍କରମୋଗଲମାନଙ୍କର ସମ୍ପର୍କର ବର୍ଣ୍ଣନା।

== ଓଷାବ୍ରତ ==
* '''କୋଇଲି ଓଷା :''' [[ସୁଆଁ]] ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି [[କୋଇଲି]]ର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ [[ମାର୍କଣ୍ଡ ଦାସ]]ଙ୍କ [[କେଶବ କୋଇଲି]] ଗାନ କରିଥାନ୍ତି।
* '''ସୁଆଙ୍ଗ ବୁଡ଼:''' କୁମାରୀ ମାନେକୁମାରୀମାନେ ପାଳନ କରିଥାନ୍ତି। [[ଦୋଳସାହି]], [[ଝାଡ଼ପଡା]], [[କୁଆଁରପୁର]], ମୁଡସାହି, ବଢେଇବାଡ, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ପ୍ରଭୃତି ଗାଁରେ ଏହା ପାଳନ କରାଯାଇଥାଏ। କୁମାରୀମାନେ ସାଙ୍ଗହୋଇ ବାଲୁକା ସ୍ଥାପନ କରି [[ଗୌରୀ]] ପୂଜା କରିଥାନ୍ତି।
ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ [[ଖୁଦୁରୁକୁଣୀ ଓଷା]], [[ଜହ୍ନି ଓଷା]], [[ଅକ୍ଷୟ ତୃତୀୟା]], [[ସାବିତ୍ରୀ ଅମାବସ୍ୟା]], [[ବାଟଓଷା]] ଆଦି ପାଳନ କରାଯାଏ।
* '''[[ଦ୍ୱିତୀୟା ଓଷା]]''' ବା [[ଦୂତୀ ବାହନ ଓଷା]] ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନ ମାନଙ୍କରସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। [[ଭାଦ୍ରବ]]ମାସ [[ମୂଳାଷ୍ଟମୀ]]ରେ ପୋଖରୀ ତୁଠରେ ବାଲିଲେ [[କୁମ୍ଭୀର]] କରି ପୂଜାର୍ଚ୍ଚନା କରିଥାନ୍ତି।
[[ନରେନ୍ଦ୍ରପୁର]] ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ [[ପାଟୁଆ ନାଚ]], [[ଘୋଡାନାଚ]] ଆଦି ଅନୁଷ୍ଠିତ ହୁଏ। [[ରାମ]], [[ସୀତା]] ଓ [[ଲକ୍ଷ୍ଣଣ]]ଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ (ଯାହା [[ଚଡ଼କପର୍ବ]]ପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।
=== ପାଲା ଓ ଦାସ କାଠିଆ ===
୧୮୯ କ ଧାଡ଼ି:
* ଗୋବିନ୍ଦଦାସ ବାବାଜୀ
=== ସ୍ୱାଧୀନତା ସଂଗ୍ରାମୀ ===
ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନେସଂଗ୍ରାମୀମାନେ ହେଲେ- [[ହରେକୃଷ୍ଣ ମହତାବ]], [[ମହମ୍ମଦ ହନିଫ୍]], [[ନୀଳମଣି ରାଉତରାୟ]], [[ଗୋକୁଳାନ୍ଦ ମହାନ୍ତି]], [[ଚକ୍ରଧର ବେହେରା]], [[ଭାଗବତ ସାହୁ]], [[ମୂରଲୀଧର ଜେନା]], [[ରାମଚନ୍ଦ୍ର ବେହୁରା]], [[ହୃଦାନନ୍ଦ ମଲ୍ଲିକ]], [[କମଳାକାନ୍ତ କର]], [[ଗୌରଚନ୍ଦ୍ର ମହାପାତ୍ର]], [[ଗୌରାଙ୍ଗ ଚରଣ ମହାନ୍ତି]]।
=== କଳାକାର ===
ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:
୨୦୪ କ ଧାଡ଼ି:
==== ଚିତ୍ରଶିଳ୍ପୀ ====
* ରବିନାରାୟଣ ନାୟକ – ଧର୍ମପଦ ପୁରସ୍କାର ପ୍ରାପ୍ତ
* ଅନ୍ୟାନ୍ୟ ଚିତ୍ର ଶିଳ୍ପୀ ମାନେଶିଳ୍ପୀମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି।
* ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ
==== ସାହିତ୍ୟିକ ====
୨୨୯ କ ଧାଡ଼ି:

{{Geographic location
|Centre = ଭଦ୍ରକ ଜିଲ୍ଲା
|North = [[ବାଲେଶ୍ଵର ଜିଲ୍ଲା]]
|Northeast =
|East = ବଙ୍ଗୋପ ସାଗର
|Southeast =
|South = [[କେନ୍ଦ୍ରାପଡ଼ା ଜିଲ୍ଲା]]
|Southwest = [[ଯାଜପୁର ଜିଲ୍ଲା]]
|West =
|Northwest = [[କେନ୍ଦୁଝର ଜିଲ୍ଲା]]