"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ, ମାନେ → ମାନେ, ଦେବାଦେବୀ → ଦେବଦେବୀ using AWB
୧ କ ଧାଡ଼ି:
{{ଛୋଟ|Hinduism}}
{{copy edit}}
[[ହିନ୍ଦୁ]] ମାନଙ୍କର ଧର୍ମକୁ '''ହିନ୍ଦୁ ଧର୍ମ'''କୁହାଯାଏ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, [[ଖ୍ରୀଷ୍ଟ]] ଓ [[ଇସଲାମ]] ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ [[ଭାରତ]] ଓ [[ନେପାଳ]]ରେ ବସବାସ କରନ୍ତି। <ref name="ହିନ୍ଦୁ ଧର୍ମ">{{cite web
| url = http://www.religioustolerance.org/hinduism.htm
| title = ହିନ୍ଦୁ ଧର୍ମ
୧୪ କ ଧାଡ଼ି:
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ । ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ୍ନ ହେଇଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମ ଦ୍ଵାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ [[ପୃଥିବୀ]]ର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଏ ।
== ନାମକରଣ ==
[[ହିନ୍ଦୁ]] ଶବ୍ଦଟି [[ସିନ୍ଧୁନଦୀ]]ରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ଵରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । [[ସିନ୍ଧୁନଦୀ]] ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବିକ ଅଧିବାସୀ ମାନେଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ [[ହିନ୍ଦୁ]] ।
== ପ୍ରାଚୀନ ଇତିହାସ ==
==ଧର୍ମ ବିଶ୍ଵାସ==
ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା(ପୟଗମ୍ବର)ବାଦ ନାହିଁ। <ref name="ହିନ୍ଦୁ ଧର୍ମ"/>
 
=== ଦେବାଦେବୀଦେବଦେବୀ ===
===ବେଦ===
=== ଗ୍ରନ୍ଥ ===
୫୯ କ ଧାଡ଼ି:
 
{{ମୁଣ୍ଡିଆ}}
 
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]