"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ clean up, replaced: ୤ → । (7), → (158), ମାନେ → ମାନେ using AWB
୨ କ ଧାଡ଼ି:
{{Infobox settlement
<!-- See Template:Infobox settlement for additional fields and descriptions -->
|official_name = ମୟୂରଭଞ୍ଜ
|settlement_type = ଜିଲ୍ଲା
| image_skyline =
| imagesize =
| image_caption =
| image_map = OrissaMayurbhanj.png
| latd = 21.933
| latm =
| lats =
| lats latNS = N
| latNS longd = N86.733
| longd longm = 86.733
| longm longs =
| longs longEW = E
| coordinates_display = inline,title
| longEW = E
|map_caption = [[ଓଡ଼ିଶା|ଓଡ଼ିଶାରେ]] ଅବସ୍ଥାନ
| coordinates_display = inline,title
| longEW named_for = E
|map_caption = [[ଓଡ଼ିଶା|ଓଡ଼ିଶାରେ]] ଅବସ୍ଥାନ
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| named_for =
| seat = ୯ଟି ଆସନ {{collapsible list|title={{nbsp}}|୧. ଜଶିପୁର (୦୨୬)<br /br>୨. ରସକଣା (୦୨୭)</br />୩. ରାଇରଙ୍ଗପୁର (୦୨୮)</br />୪. ବାଙ୍ଗିରିପୋଶି (୦୨୯)</br />୫. କରଞ୍ଜିଆ (୦୩୦)</br />୬. ଉଦଳା(୦୩୧)</br />୭. ବଡ଼ସାହି (୦୩୨)<br /br>୮. ବାରିପଦା (୦୩୩)</br />୯. ମୋରଡ଼ା (୦୩୪)}}
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat = ୯ଟି ଆସନ {{collapsible list|title={{nbsp}}|୧. ଜଶିପୁର (୦୨୬)</br>୨. ରସକଣା (୦୨୭)</br>୩. ରାଇରଙ୍ଗପୁର (୦୨୮)</br>୪. ବାଙ୍ଗିରିପୋଶି (୦୨୯)</br>୫. କରଞ୍ଜିଆ (୦୩୦)</br>୬. ଉଦଳା(୦୩୧)</br>୭. ବଡ଼ସାହି (୦୩୨)</br>୮. ବାରିପଦା (୦୩୩)</br>୯. ମୋରଡ଼ା (୦୩୪)}}
|subdivision_type = ଦେଶ
|subdivision_name = [[ଭାରତ]]
୬୫ କ ଧାଡ଼ି:
ମୟୂରଭଞ୍ଜ ହେଉଛି [[ଓଡ଼ିଶା]]ର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା [[ଭାରତ]] ସହିତ ମିଶିଥିଲା ।
 
ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ମଧ୍ୟ ମୟୂର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର [[ଜୟପୁର]] ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । [[ମୟୂର]] ଥିଲା ରାଜବଂଶର ସଙ୍କେତ ଏବଂ ରାଜା ମାନେରାଜାମାନେ ଥିଲେ '''ଭଞ୍ଜବଂଶ'''। ତେଣୁ ତାହା ପରେ ମୟୂରଭଞ୍ଜ ନାମରେ ପରିଚିତ ହେଲା ।
 
ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
୧୦୨ କ ଧାଡ଼ି:
== ପର୍ଯ୍ୟଟନ ==
* [[ଶିମିଳିପାଳ ଜାତୀୟ ଉଦ୍ୟାନ]]
* ସୀତାକୁଣ୍ଡ: [[ଶିମିଳିପାଳ ଜାତୀୟ ଉଦ୍ୟାନ]]ର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରା ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ଵାସ ରହିଛି
* କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି
* ମାଛକାନ୍ଦଣା ଜଳପ୍ରପାତ: [[ଶିମିଳିପାଳ ଜାତୀୟ ଉଦ୍ୟାନ|ଶିମିଳିପାଳ]]ର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି ଦ୍ଵିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡ଼େ
 
== ଆଧାର ==
୧୧୩ କ ଧାଡ଼ି:
 
{{Geographic location
|Centre = ମୟୂରଭଞ୍ଜ ଜିଲ୍ଲା
|North = ଷଢେଇକଳା ଖରସୁଆଁ ଜିଲ୍ଲା, [[ଝାଡ଼ଖଣ୍ଡ]]
|Northeast = ପୂର୍ବ ସିଂହଭୂମି ଜିଲ୍ଲା, [[ଝାଡ଼ଖଣ୍ଡ]]
|East = ପଶ୍ଚିମ ମେଦିନିପୁର ଜିଲ୍ଲା, [[ପଶ୍ଚିମ ବଙ୍ଗ]]
|Southeast = [[ବାଲେଶ୍ଵର ଜିଲ୍ଲା]]
|South =
|Southwest = [[କେନ୍ଦୁଝର ଜିଲ୍ଲା]]
|West =
|Northwest = ପଶ୍ଚିମ ସିଂହଭୂମି ଜିଲ୍ଲା, [[ଝାଡ଼ଖଣ୍ଡ]]
}}