"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Professor gautam mohanty (ଆଲୋଚନା) ଙ୍କ ଦେଇ କରାଯାଇଥିବା 196801 ସଙ୍କଳନଟି ପଛକୁ ଫେରାଇନ...
ଟିକେ clean up, replaced: → , ମାନେ → ମାନେ using AWB
୧ କ ଧାଡ଼ି:
{{ଛୋଟ|Religion}}
[[ଫାଇଲ:Religious symbols-4x4.svg|250px|thumb|Symbols from twelve World religious movements, in alphabetical order.<br />[[Christianity]], [[Bahá'í Faith]]<br />[[Buddhism]], [[Daoism]] (Taoism), [[Hinduism]], [[Islam]]<br />[[Kami-no-michi]] (Shinto), [[Jainism]], [[Judaism]], [[Paganism]]<br />[[Shenism]] (Chinese Folk Tradition), [[Sikhism]]]]
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ '''ଧର୍ମ''' ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀ ମାନେଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
== ତତ୍ତ୍ଵ ==
ପ୍ରତ୍ୟେକ ଧର୍ମର ମୌଳିକବାଣୀ ଈଶ୍ଵର କିମ୍ବା ଈଶ୍ଵରଙ୍କ ପ୍ରତିନିଧିଙ୍କ ମୂଖରୁ ନିଃସୃତ । ପ୍ରତ୍ୟେକ ଧର୍ମରେ ପୁଣି ରହିଛି ଦିବ୍ୟତା ଉପରେ ଆଧାରିତ ପ୍ରାମାଣିକ ଗ୍ରନ୍ଥମାନ । କିନ୍ତୁ ଗୋଟିଏ ହେଲେ ଧର୍ମଗ୍ରନ୍ଥରେ ଭୌତିକ [[ବିଶ୍ଵ]]ର ପ୍ରକୃତି ଓ ତାର କାର୍ଯ୍ୟଧାରା ବିଷୟରେ ପ୍ରାୟତଃ କୈଣସି ଉଲ୍ଲେଖ ନାହିଁ ।
୧୦ କ ଧାଡ଼ି:
 
== ଅନୁସନ୍ଧାନ ==
ଧାର୍ମିକ ଅନୁସନ୍ଧାନ ହେଉଛି ମାନବର ପ୍ରାରମ୍ଭିକ ବୌଦ୍ଧିକ ଅନୁସନ୍ଧାନ ଏବଂ ସଂଗଠିତ ଧର୍ମ ହେଉଛି ମନୁଷ୍ୟ ଦ୍ଵାରା ଗଠିତ ହେଇଥିବା ବୋଧହୁଏ ସର୍ବ ପ୍ରଥମ ସମାଜିକ ସଂସ୍ଥା । ଧର୍ମ ମାନବ ସମାଜ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରି ଆସିଛି ଏବଂ ଧର୍ମ ହିଁ ଇତିହାସ ପାଇଁ ରହିଆସିଛି ଏକ ପ୍ରବଳ ଉତପ୍ରେରକ ଶକ୍ତି ରୂପେ । ପ୍ରତ୍ୟେକ ସଂଗଠିତ ସମାଜରେ ରହିଛନ୍ତି ଧର୍ମତ୍ୟାଗୀ, ଧର୍ମବିରାଗୀ ଏବଂ ଅପଧର୍ମୀ ବ୍ୟକ୍ତିମାନେ । ସେମାନଙ୍କ ମଧ୍ୟରେ ବିବାଦ ତଥା ସଂଘର୍ଷ ଉପୁଜିବା କାରଣରୁ ମୂଳ ଧାର୍ମିକ ଗୋଷ୍ଠୀରେ ନୂଆନୂଆ ଉପଗୋଷ୍ଠୀମାନ ଜନ୍ମ ନେଇଛି ।
 
ମଣିଷର ଅନ୍ତରତମ ପ୍ରଦେଶକୁ ପ୍ରବେଶ କରି ଅନୁସନ୍ଧାନ କରିବା, ତାର ଆକଂକ୍ଷା ଏବଂ ସମ୍ଭାବିତ ସମ୍ଭାବନାକୁ ଅନ୍ଵେଷଣ କରିବା , ବ୍ୟକ୍ତି ଓ ସମାଜ କୁ ସୁସ୍ଥ ରଖୁଥିବା ମୂଲ୍ୟବୋଧର ସନ୍ଧାନ କରିବା,ସ୍ଵାର୍ଥପରତାରୁ ମୁକ୍ତହେଇ ତଥା ନିଜ '''ସ୍ଵ'''ର ଊର୍ଦ୍ଧକୁ ଆରୋହଣ କରି ମଣିଷ ଜୀବନର ଉଚ୍ଚତର ଉଦ୍ଦେଶ୍ୟର ରହସ୍ୟ ଉନ୍ମୋଚନ କରିବା ହିଁ ଧର୍ମର ଲକ୍ଷ୍ୟ ।
୨୩ କ ଧାଡ଼ି:
* [[Marija Gimbutas]] 1989. ''The Language of the Goddess''. Thames and Hudson New York
* Gonick, Larry; ''The Cartoon History of the Universe''; Doubleday, vol. 1 (1978) ISBN 0-385-26520-4, vol. II (1994) ISBN#0-385-42093-5, W. W. Norton, vol. III (2002) ISBN 0-393-05184-6.
* Haisch, Bernard ''The God Theory: Universes, Zero-point Fields, and What's Behind It All'' -- discussion—discussion of science vs. religion ([http://www.thegodtheory.com/preface.html Preface]{{dead link|date=January 2011}}), Red Wheel/Weiser, 2006, ISBN 1-57863-374-5
* Lao Tzu; ''Tao Te Ching'' (Victor H. Mair translator); Bantam (1998).
* Marx, Karl; "Introduction to A Contribution to the Critique of Hegel’s Philosophy of Right", ''Deutsch-Französische Jahrbücher'', (1844).
୩୮ କ ଧାଡ଼ି:
* Religion [First Edition]. Winston King. ''Encyclopedia of Religion''. Ed. Lindsay Jones. Vol. 11. 2nd ed. Detroit: Macmillan Reference USA, 2005. p7692-7701.
* ''World Religions and Social Evolution of the Old World Oikumene Civilizations: A Cross-cultural Perspective'' by [[Andrey Korotayev]], Lewiston, NY: Edwin Mellen Press, 2004, ISBN 0-7734-6310-0.
* {{Cite book| last = Brodd | first = Jefferey | authorlink = | coauthors = | title = World Religions | publisher = Saint Mary's Press | year = 2003 | location = Winona, MN | pages = | url = | doi = | isbn = 978-0-88489-725-5}}
 
'''On religion definition''':
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି