"ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (3), ଠାରେ → ଠାରେ (4), ମାନେ → ମାନେ using AWB
୧୯ କ ଧାଡ଼ି:
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ଵରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ଵରୂପ ଶିବ ହେଉଛନ୍ତି ମହାକାଳେଶ୍ଵର ।
 
[[ଶିବ]]ଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ଵୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର [[ମହାଶିବରାତ୍ରି]] ରୂପେ ପାଳିତ ହେଉଅଛି । ଭକ୍ତ ମାନେଭକ୍ତମାନେ [[ଶିବ]] ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା ମହାଶିବରାତ୍ରି ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ଵରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ [[ଭାରତ]]ର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ଵାଦଶ '''ଜ୍ୟୋତିର୍ଲିଙ୍ଗ''' ରୂପେ ପୁଜା ପାଉଛନ୍ତି ।<ref>http://www.mahashivratri.org/about-lord-shiva.html</ref>
 
[[ଶିବ]]ଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ଵୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର [[ମହାଶିବରାତ୍ରି]] ରୂପେ ପାଳିତ ହେଉଅଛି । ଭକ୍ତ ମାନେ [[ଶିବ]] ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା ମହାଶିବରାତ୍ରି ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ଵରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ [[ଭାରତ]]ର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ଵାଦଶ '''ଜ୍ୟୋତିର୍ଲିଙ୍ଗ''' ରୂପେ ପୁଜା ପାଉଛନ୍ତି ।<ref>www.mahashivratri.org/about-lord-shiva.html</ref>
 
=== ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ===
Line ୩୭ ⟶ ୩୬:
| [[ଗୁଜରାଟ]]
| [[Saurashtra (region)|ପ୍ରଭାସ ତୀର୍ଥ]]
| ଦ୍ଵାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା [[ଗୁଜରାଟ]] ବେରାବଲ୍ ନିକଟସ୍ଥ ପ୍ରଭାସ ପାଟଣ ଠାରେପାଟଣଠାରେ ବିରାଜମାନ।
|-
| 2
Line ୫୧ ⟶ ୫୦:
| [[ମଧ୍ୟ ପ୍ରଦେଶ]]
| [[ଉଜ୍ଜୟିନୀ]]
| [[ମଧ୍ୟ ପ୍ରଦେଶ]]ର [[ଶିପ୍ରାନଦୀ]] ତୀରବର୍ତ୍ତି ଉଜ୍ଜୟିନୀ ଠାରେଉଜ୍ଜୟିନୀଠାରେ ବିରାଜମାନ।
|-
| 4
Line ୫୭ ⟶ ୫୬:
| [[ଫାଇଲ:Omkareshwar.JPG|100px]]
| [[ମଧ୍ୟ ପ୍ରଦେଶ]]
| [[ନର୍ମଦା ନଦୀ]], [[ମଧ୍ୟସ୍ଥଳରେ ଓଁ ଆକାର ଏକ ଦ୍ବୀପ]]
| [[ମଧ୍ୟ ପ୍ରଦେଶ]]ର [[ନର୍ମଦା ନଦୀ]] ମଧ୍ୟସ୍ଥଳରେ ଓଁ ଆକାରର ଏକ ଦ୍ଵୀପରେ ବିରାଜମାନ।
|-
Line ୭୧ ⟶ ୭୦:
| [[ଫାଇଲ:Bhimashankar.jpg|100px]]
| [[ମହାରାଷ୍ଟ୍ର]]
| [[ପୁଣେ]]ର ସହ୍ୟାଦ୍ରି ପର୍ବତ
| [[ମହାରାଷ୍ଟ୍ର]]ର ପୁଣେର ଅଦୁରବର୍ତ୍ତୀ ସହ୍ୟାଦ୍ରି ପର୍ବତମାଳାରେ ବିରାଜମାନ।
|-
Line ୭୯ ⟶ ୭୮:
| [[ଉତ୍ତର ପ୍ରଦେଶ]]
| [[ବାରଣାସୀ]]
| [[ଉତ୍ତର ପ୍ରଦେଶ]]ର କାଶୀ ବନାରସ ବା [[ବାରଣାସୀ]] ଠାରେ ବିରାଜମାନ।
|-
| 8
Line ୯୦ ⟶ ୮୯:
| 9
| [[ବୈଦ୍ୟନାଥ]]
| [[ଫାଇଲ:Baba_dhamBaba dham.jpg|100px]]
| [[ଝାଡ଼ଖଣ୍ଡ]]
| [[ଦେଓଘର]] ବା [[ବୈଦ୍ୟନାଥ]]
Line ୧୦୭ ⟶ ୧୦୬:
| [[ତାମିଲନାଡୁ]]
| [[ରାମେଶ୍ଵରମ]]
|[[ତାମିଲନାଡୁ]]ର ରାମେଶ୍ଵରମ ଠାରେରାମେଶ୍ଵରମଠାରେ ବିରାଜମାନ।
|-
| 12