"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 125 interwiki links, now provided by Wikidata on d:q506 (translate me)
ଟିକେ clean up, replaced: ମାନଙ୍କ → ମାନଙ୍କ (2), ଠାରେ → ଠାରେ, ମାନେ → ମାନେ (5) using AWB
୧ କ ଧାଡ଼ି:
{{ଛୋଟ|Flower}}
[[ଫାଇଲ:Flower poster 2.jpg|thumb|upright=1.5|A poster with flowers or clusters of flowers produced by twelve species of flowering plants from different families]]
'''ଫୁଲ''' ବା '''ପୁଷ୍ପ''' କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲ ମାନଙ୍କରଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲ ମାନେଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ ।
 
ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ଵରଙ୍କ ଠାରେଇଶ୍ଵରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କ ଦ୍ଵାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲ ମାନେଫୁଲମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ଵରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବିଧେୟ । ଏତଦ୍ଵାରା ଫୁଲ ଗୁଡ଼ିକୁ ଧାରଣ କରିଥିବା ଗଛଟି ସୁନ୍ଦର ଦେଖାଯିବା ସହିତ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ । ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି । ସେଥି ପାଇଁ ମାତୃବନ୍ଦନାରେ ଯଥାର୍ଥରେ କୁହାଯାଇଛି "ଓଁ ସୌନ୍ଦର୍ଯ୍ୟମୟୀ ପରମେ, ଓଁ ଆନନ୍ଦମୟୀ ପରମେ, ଓଁ ସତ୍ୟମୟୀ ପରମେ '' - ଅର୍ଥାତ; ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ । ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ଵ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ । ଫୁଲମାନଙ୍କ ଠାରୁ ଏହି ସନ୍ଦେଶ ଆମକୁ ମିଳେ ।
 
== ପୁଷ୍ପ ଚୟନ ==
୧୨ କ ଧାଡ଼ି:
ଫୁଲକଥା ଉଲ୍ଲେଖ ନକରି ସେଭଳି କୈଣସି ସ୍ତୋତ୍ର ବା ଶ୍ଳୋକ ନାହିଁ । ଦୁର୍ଗାସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳା (ନୀଳପଦ୍ମ) ସହ ତୁଳନା କରାଯାଇଛି । ଶିବ ପଞ୍ଚକେଶ୍ଵର ସ୍ତୋତ୍ରରେ କୁହାଯାଇଛି- ''ମନ୍ଦାର ମୁରବ୍ୟ ବହୁପୁଷ୍ପ ସୁପୂଜିତାୟ, ତସ୍ମୈମକାର ମହିତାୟ ନମଃ ଶିବାୟ''। [[ଆଦିଶଙ୍କର]]ଙ୍କ ଶିବମାନସପୂଜାରେ '''ଜାତିଚମ୍ପକ , ବିଲ୍ଵପତ୍ର ରଚିତମ୍ ପୁଷ୍ପମ୍''' ଉଲ୍ଲେଖ ରହିଛି । ଏହି ଫୁଲ ଗୁଡିକ ଶିବଙ୍କୁ ସଜାଇବା ପାଇଁ ଉଦ୍ଧିଷ୍ଟ ।
== ପୌରାଣିକ ==
ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଜଗତରେ ୩୮ ହଜାର କୋଟି ପ୍ରକାରର ଫୁଲ ଅଛି । ସେଥିରୁ ଦେବତା ମାନେଦେବତାମାନେ ତାଙ୍କ ପାଇଁ ୨୦ହଜାର କୋଟି ରଖିଲେ । ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଲେ ୧୧ହଜାର କୋଟି । ଅବଶିଷ୍ଟ ୫ ହଜାର କୋଟି ଔଷଧୀୟ ଉଦ୍ଦେଶ୍ୟରେ ରଖାଗଲା । ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ । ମାନବଗଣ ଅବଶିଷ୍ଟ ମାତ୍ର ୧ହଜାର କୋଟି ବିଷୟରେ ସଚେତନ ରହିଲେ । ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ ।
ପୁଷ୍ପମାନଙ୍କ ମଧ୍ୟରେ ପ୍ରାକ୍ ପୁଷ୍ପ ବା ବହୁପୂର୍ବରୁ ଉଲ୍ଲିଖିତ ପୁଷ୍ପ ହେଉଛି ପଦ୍ମ । ବୈଜ୍ଞାନିକ ମାନେବୈଜ୍ଞାନିକମାନେ ଏକମତ ଯେ ମୌଳିକ ଭାବରେ ଏହି ଜାତିର ଅନ୍ୟ ପୁଷ୍ପ ମାନଙ୍କରପୁଷ୍ପମାନଙ୍କର ଉଦ୍ଭବ । ଅନ୍ୟ ପୁଷ୍ପ ମାନେପୁଷ୍ପମାନେ ସୃଷ୍ଟି ହେବାରୁ ସେମାନଙ୍କର ଅଙ୍ଗବିଶେଷ ଓ ଆକାର କମିବାକୁ ଲାଗିଲା ।<ref>ଦିବ୍ୟ ଭାସ୍କର ତା ୨୭-୦୯- ୧୨ ପୃଷ୍ଠା ୧୨</ref><ref>http://www.scribd.com/doc/76026431/Puranic-Encyclopedia-Vettam-Many</ref>
 
== କେତେକ ଫୁଲର ବୈଶିଷ୍ଟ ==
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି