"ହିନ୍ଦୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Subrat gartia (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Orbot1ଙ୍କ ଦେଇ କରାଯାଇଥିବା ଶେଷ...
ଟିକେ clean up, replaced: → , ମାନଙ୍କ → ମାନଙ୍କ, ମାନେ → ମାନେ (2) using AWB
୧ କ ଧାଡ଼ି:
{{ଛୋଟ|Hindu}}
[[ଫାଇଲ:HinduSwastika.svg|100px|right|ହିନ୍ଦୁମାନଙ୍କ ସ୍ଵସ୍ତିକ]]
'''ହିନ୍ଦୁ''' କହିଲେ [[ଭାରତ|ଭାରତୀୟ]] ଉପମହାଦେଶର ମୂଳ ନିବାସୀ ମାନଙ୍କରନିବାସୀମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରା କୁ ବୁଝାଇଥାଏ ।
ସାଧାରଣ ଭାବରେ [[ହିନ୍ଦୁ ଧର୍ମ]]ର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।ହିନ୍ଦୁ ମାନେ।ହିନ୍ଦୁମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିଂସା ଆଦିରେ ବିଶ୍ଵାସ କରନ୍ତି । ପ୍ରାଚୀନ କାଳରୁ ହିନ୍ଦୁ ଧର୍ମକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଉଛି।
 
ହିନ୍ଦୁ ଶବ୍ଦଟି [[ସିନ୍ଧୁ ନଦୀ]] ରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀ ମାନେଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।
 
ହିନ୍ଦୁ ଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ। ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ୍ନ ହେଇଛି। ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ। ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ। ସେଥିପାଇଁ ନିଜର ମନ,ବଚନ ଓ କର୍ମ ଦ୍ଵାରା ହିଂସା ଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ। ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। [[ପୁରାଣ]] ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା। ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।
୧୬ କ ଧାଡ଼ି:
* {{cite book |last=Flood |first=Gavin (Editor)|authorlink= |coauthors= |title=The Blackwell Companion to Hinduism|year=2003 |publisher=Blackwell Publishing Ltd.|location=Malden, MA|isbn=1-4051-3251-5 }}
* {{cite book |series= |last=Radhakrishnan |first=S. |authorlink=Sarvepalli Radhakrishnan |coauthors=Moore, CA |title=A Sourcebook in Indian Philosophy |year=1967 |publisher=Princeton |location= |isbn=0-691-01958-4 }}
* {{cite book |last=Tattwananda |first=Swami|authorlink= |coauthors= |title=Vaisnava Sects, Saiva Sects, Mother Worship |year=1984 |publisher=Firma KLM Private Ltd. |location=Calcutta |isbn= }} First revised edition.
* {{cite book|last= Dass|first=Baboo Ishuree|title=Domestic manners and customs of the Hindoos of northern India, or, more strictly speaking, of the north west provinces of India.|url=http://www.archive.org/stream/domesticmanners00dassgoog#page/n5/mode/2up|year=1860|publisher=Medical Hall Press, Benares }}
{{ହିନ୍ଦୁ ଧର୍ମ}}
"https://or.wikipedia.org/wiki/ହିନ୍ଦୁ"ରୁ ଅଣାଯାଇଅଛି