"ଡାଇନୋସର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (5) using AWB |
ଟିକେ clean up, replaced: ମାନେ → ମାନେ (3) using AWB |
||
୧୮ କ ଧାଡ଼ି:
** [[Theropoda]]
}}
ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ [[:en:Clade|Cladeର]] ଏକ ବିବିଧ ପ୍ରାଣୀ ପ୍ରଜାତି ଅଟେ । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, [[ପକ୍ଷୀ]]ମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କ ଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ ।<ref name=GauthQuer>{{cite book |last1=Gauthier |first1=Jacques|last2=de Querioz|first2=Kevin |title=New Perspectives on the Origin and Early Evolution of Birds: Proceedings of the International Symposium in Honor of John H. Ostrom|format=PDF|accessdate=2009-09-22 |publisher=Peabody Museum of Natural History, Yale University|isbn=0-912532-57-2|chapter=Feathered dinosaurs, flying dinosaurs, crown dinosaurs, and the name 'Aves'.|chapterurl=http://vertebrates.si.edu/herps/herps_pdfs/deQueiroz_pdfs/2001gaudeqost.pdf|year=2001 |author=Jacques Gauthier, Lawrence F. Gall, editors.}}</ref><ref name=Zhou2004>{{cite journal | last1 = Zhou | first1 = Z. | year = 2004 | title = The origin and early evolution of birds: discoveries, disputes, and perspectives from fossil evidence | url = | journal = Naturwissenschaften | volume = 91 | issue = 10| pages = 455–471 | doi = 10.1007/s00114-004-0570-4 |bibcode = 2004NW.....91..455Z | pmid = 15365634 }}</ref> କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ
ଯଦିଓ ଡାଇନୋସର ଶବ୍ଦର ଅର୍ଥ "ଭୟଙ୍କର ଝିଟିପିଟି" (terrible lizard) , ପ୍ରକୃତରେ ଏହା ଏକ ଝିଟିପିଟି ପ୍ରଜାତିର ଜୀବ ନୁହେଁ । ଏମାନେ ସରୀସୃପମାନଙ୍କର ଅନ୍ୟ ଏକ ପ୍ରଜାତି ଅଟନ୍ତି । <!--ଅନୁବାଦ ବାକି ଅଛି-->
== ନାମକରଣ ==
୧୮୪୨ ରେ ଡାଇନୋସୁରିଆ taxon ର ପ୍ରଥମେ ନାମକରଣ କରିଥିଲେ ଜୀବାଶ୍ମ ବିଜ୍ଞାନୀ (paleontologist) ସାର ରିଚାର୍ଡ଼ ଓୱେନ (Sir Richard Owen)। ଏହାକୁ ସେ ସଉରିଆନ ସରୀସୃପମାନଙ୍କର ଅଲଗା ପ୍ରଜାତିକୁ ବା ଉପ-ବିଭାଗକୁ ସୁଚେଇବା ପାଇଁ ବ୍ୟବହାର କରୁଥିଲେ, ଯାହାକି ପରେ ଇଂଲଣ୍ଡ ଓ ସାରା ବିଶ୍ଵରେ ମାନ୍ୟତା ଲାଭ କରିଥିଲା । <ref name=Owen1842>{{cite book|author=Owen, R|date=1842)|url=http://books.google.com/?id=dy5LAAAAYAAJ&pg=PA60#v=onepage&q&f=false|title=Report on British Fossil Reptiles." Part II. ''Report of the Eleventh Meeting of the British Association for the Advancement of Science; Held at Plymouth in July 1841|location= London|publisher=John Murray|pages=60–204}}</ref>{{rp|103}} ଏହି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ [[wikt:δεινός|δεινός]] (deinos,
== ସଂଜ୍ଞା ==
|