"ଗୌତମ ବୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ, ଭାସା → ଭାଷା using AWB
ଟିକେ clean up, replaced: → , ସାହାର୍ଯ୍ୟ → ସାହାଯ୍ୟ (2) using AWB
୩୦ କ ଧାଡ଼ି:
|publisher= Digital Dictionaries of South Asia, University of Chicago
|page= 525
|quote= budh ‘ perceive ’ 1. Pali ''buddha'' – ‘ understood, enlightened ’, [[Grammatical gender|masculine]] ‘ the '''Buddha''' ’; Aśokan, that is, the language of the [[Edicts of Ashoka|Inscriptions of Aśoka]] ''Budhe'' [[Nominative case|nominative]] [[grammatical number|singular]]; [[Prakrit]] ''buddha'' – ‘ known, awakened ’; [[Waigali language|Waigalī]] ''būdāī'' ‘ truth ’; [[Kalami language|Bashkarīk]] ''budh'' ‘ he heard ’; [[Torwali language|Tōrwālī]] ''būdo'' [[preterite]] of ''bū'' – ‘ to see, know ’ from bṓdhati; [[Phalura language|Phalūṛa]] ''búddo'' preterite of ''buǰǰ '' – ‘ to understand ’ from búdhyatē; [[Shina language|Shina]] Gilgitī dialect ''budo'' ‘ awake ’, Gurēsī dialect ''budyōnṷ'' [[Intransitive verb|intransitive]] ‘ to wake ’; [[Kashmiri language|Kashmiri]] ''bọ̆du'' ‘ quick of understanding (especially of a child ’); [[Sindhi language|Sindhī]] ''ḇudho'' past [[participle]] ([[Passive voice|passive]]) of ''ḇujhaṇu'' ‘ to understand ’ from búdhyatē, West [[Pahari languages|Pahāṛī]] ''buddhā'' preterite of ''bujṇā'' ‘ to know ’; [[Sinhala language|Sinhalese]] ''buj'' (''j'' written for ''d''), ''budu'', ''bud'' – , ''but'' – ‘ the Buddha ’.}}</ref>
 
ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ [[ଓଡ଼ିଶା]] ବା '''[[କଳିଙ୍ଗ]]'''ର [[ଭୁବନେଶ୍ୱର]] ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା । [[ଅଶୋକଙ୍କ ଶିଳାଲେଖ]], [[ଜଉଗଡ଼ର ଶିଳାଲେଖ]] ଓ ସେକାଳରେ [[ଓଡ଼ିଶା|ଓଡ଼ିଶାରେ]] ପ୍ରଚଳିତ ଭାଷା [[ପାଳି ଭାଷା]]ର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।<ref>http://www.hindu.com/fline/fl2204/stories/20050225001008800.htm</ref><ref>http://www.rediff.com/news/2002/sep/16spec.htm</ref><ref>http://www.srilankaguardian.org/2008/03/buddha-born-in-orissa-scholars.html</ref><ref>http://orissa.gov.in/e-magazine/Journal/jounalvol1/pdf/orhj-3.pdf</ref>
୪୩ କ ଧାଡ଼ି:
 
==ବୌଦ୍ଧଧର୍ମର ପ୍ରସାର==
ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳପରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ [[ଅଶୋକ (ସମ୍ରାଟ)|ସମ୍ରାଟ ଅଶୋକ]]ଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ପଶ୍ଚିମରେ [[ଗ୍ରୀସ]] ଦେଶଠାରୁ ପୂର୍ବରୁ [[ବ୍ରହ୍ମଦେଶ]] ଏବଂ ଦକ୍ଷିଣରେ [[ସିଂହଳ]] ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣବଂଶର ଶ୍ରେଷ୍ଠସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ [[ଚୀନ]], [[ତିବ୍ଦତ]], [[ଜାପାନ]] ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ [[କନୌଜ]]ର ରାଜା [[ହର୍ଷବର୍ଦ୍ଧନ]]ଙ୍କ ସାହାର୍ଯ୍ୟରେସାହାଯ୍ୟରେ ଗୌଦ୍ଧଧର୍ମ ବିଶେଷ ଅଗ୍ରଗତି କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ [[ପୃଥିବୀ]]ର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।<ref>http://www.thebuddhistsociety.org/resources/Spread.html#top</ref> ରାଜା ମହାରାଜାମାନଙ୍କ ଦ୍ଵାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ,ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତିଗୁଡିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇ ତାହା ବୌଦ୍ଧ ଧର୍ମର ପ୍ରସାର ଦିଗରେ ଯଥେଷ୍ଟ ସାହାର୍ଯ୍ୟସାହାଯ୍ୟ କରିଥିଲା । ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ ।
==ଆହୁରି ଦେଖନ୍ତୁ==
*[[ବୁଦ୍ଧ ପୂର୍ଣ୍ଣିମା]]