"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ clean up, replaced: । → ।, ମାନଙ୍କ → ମାନଙ୍କ (3) using AWB
୨୦ କ ଧାଡ଼ି:
Strigidae <small>''sensu'' Sibley & Ahlquist</small>
}}
'''ପେଚା''' ଏକ ନିଶାଚର ପକ୍ଷୀ ଓ ଅନ୍ୟ ପକ୍ଷୀଙ୍କ ତୁଳନାରେ ପେଚାର ମସ୍ତିଷ୍କ ଏବଂ ଆଖି ସାମନାକୁ ଥାଏ,ଠେକୁଆ ପରି କର୍ଣଦ୍ୱୟ ଠିଆ ହୋଇ ରହିଥାଏ । ଏମାନେ ଆଣ୍ଟାର୍କଟିକା ବ୍ୟତୀତ ସବୁସ୍ଥାନରେ ଦେଖିବାକୁ ମିଳନ୍ତି ଓ ଏମାନଙ୍କର ପାଖାପାଖି ୨୦୦ ପ୍ରଜାତି ଅଛନ୍ତି । ପେଚା ମାନେ ଦୂର –ଦର୍ଶୀ ଅଟନ୍ତି ଅର୍ଥାତ ଆଖିର ନିକଟତର ଜିନିଷ ଦେଖିପାରନ୍ତି ନାହିଂ ଏତଦବ୍ୟତୀତ ଦ୍ଵିତ-କର୍ଣୀ ଅର୍ଥାତ କୌଣସି ଶବ୍ଦକୁ ବୁଝିବା ବା ଦିଗ ନିର୍ଣୟ କରିବାପାଇଁ ଦୁଇକର୍ଣ ଏକ ସାଙ୍ଗରେ ବ୍ୟବହାର କରନ୍ତି ।
ପେଚା ମାନଙ୍କୁପେଚାମାନଙ୍କୁ ୨ଟି ପରିବାରରେ ବିଭକ୍ତ କରାଯାଇଅଛି ପ୍ରକୃତ ପେଚା(True Owl) :
*ଷ୍ଟ୍ରିଙ୍ଗିଡାଏ (Strigidae) ଓ ଚୋକଡ ପେଚା(Bran-Owl)
*ଟାଇଟୋଡାଏ(Tytonidae ) ।
==ବିବରଣୀ==
ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣ ରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟ ରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡ କୁ ୨୭୦o କୋଣ ରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ ଟି ଥାଏ ଯେଉଁଠାରେ ମନୁଷ୍ୟ ର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣ ରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହ ରେ କୌଣସି ଅସୁବିଧା ହୁଏନାହିଁ ।
 
===Burrowing owl (Athene cunicularia)===
୩୧ କ ଧାଡ଼ି:
 
==ପ୍ରଜନନ==
ପେଚା ମାନଙ୍କପେଚାମାନଙ୍କ ଅଣ୍ଡା ବୃତ୍ତାକାର ଓ ଧଳା ଏବଂ ଏମାନେ ଏକାଧିକ ଅଣ୍ଡା ଦେଇଥା’ନ୍ତି । ଅଣ୍ଡା ଦେବାରେ ଏମାନେ ୧ରୁ ୩ ଦିନ ସମୟ ନିଅନ୍ତି ଯାହାଫଳରେ ଅଣ୍ଡା ଫୁଟିବାସମୟ ପୃଥକ ପୃଥକ ହୋଇଥାଏ ।
==ମନୁଷ୍ୟ ଓ ପେଚା==
ପେଚା କୁ ନେଇ ଅନେକ ଅନ୍ଧ ବିଶ୍ଵାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚା କୁ ଲକ୍ଷ୍ମୀ ଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁ ର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶ ମାନଙ୍କରେପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁ ର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନ ର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚା ର କର୍ଣ ଓ ଚକ୍ଷୁ ର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।
"https://or.wikipedia.org/wiki/ପେଚା"ରୁ ଅଣାଯାଇଅଛି