"ଲାଲ ପାଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (3) using AWB
୨୫ କ ଧାଡ଼ି:
| range_map_caption = Range of the red panda
}}
 
 
==AILURUS FULGENS==
ଲାଲ ପାଣ୍ଡା ଆଲିଉରୁସ ପ୍ରଜାତିର ଏକ ମାତ୍ର ଛୋଟ ସ୍ତନ୍ୟଧାରି ଜୀବିତ ପ୍ରାଣୀ ଯାହା କି ଆଇଲୁରିଡାଇ ପରିବାରର ଅନ୍ତର୍ଭୁକ୍ତ ଯେଉଥିରେ ରକୁନ ଆଉ ଭାଲୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ କିନ୍ତୁ ତାଙ୍କର ବର୍ଗୀକରଣ ହେତୁ ଅଲଗା କରିଦିଆ ଯାଇଛି ।
ଲାଲ ପାଣ୍ଡାକୁ IUCN ଦ୍ଵାରା ଅସୁରକ୍ଷିତ ବୋଲି ଘୋଷଣା କରାଯାଇଛି । ୧୦ ହଜାର ରୁ କମ ସଂଖ୍ୟକ ଲାଲ ପାଣ୍ଡା ଜୀବିତ ଅଛନ୍ତି ଯାହା କି ଅବସ୍ଥାନ କରୁଥିବା ଦେଶ ମାନଙ୍କଦେଶମାନଙ୍କ ର ନିୟମ ଦ୍ଵାରା ସୁରକ୍ଷିତ ରକ୍ଷା ଯାଇଅଛି । ଜଙ୍ଗଲ କ୍ଷୟ ,ବିଭାଜିକରଣ,ଅନ୍ତ ପ୍ରଜନନ ହ୍ରାସ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଲାଲ ପାଣ୍ଡା ବିଲେଇ ଠାରୁ ସାମାନ୍ୟ ବଡ ଓ ଛୋଟ ଛୋଟ ଗୋଡ଼ ପାଇଁ ବତକ ପରି ଧିମା ଧିମା ଚାଲି । ବାଉଁଶ ଏହାର ପ୍ରଧାନ ଖାଦ୍ୟ ତା’ଛଡା ପକ୍ଷୀ ଅଣ୍ଡା ,ପୋକ ଓ ଛୋଟ ସ୍ତନ୍ୟପାଇ ମାନଙ୍କୁସ୍ତନ୍ୟପାଇମାନଙ୍କୁ ଗ୍ରହଣ କରେ କହିବାକୁ ଗଲେ ଏହା ଏକ ସର୍ବଭୋଜି ପ୍ରାଣୀ ।
==ଗଠନ ==
ମୁଣ୍ଡରୁ ଦେହ ର ଲମ୍ବ ୨୦-୨୫ ଇଞ୍ଚ ଓ ଲାଞ୍ଜ ୧୧-୨୩ ଇଞ୍ଚ । ପୁରୁଷ ର ଓଜନ ୩.୭-୬.୨ କିଗ୍ରା ଓ ସ୍ତ୍ରୀ ର ଓଜନ ୩-୬ କିଗ୍ରା । ଦେହ ର ଉପରିଭାଗ ଲୋହିତ ରଙ୍ଗର ପଶମ ଦ୍ଵାରା ଆବୃତ ଥିବାବେଳେ ତଳଭାଗ କଳାରଙ୍ଗ ରେ ଆବୃତ ଥାଏ । ମୁହଁ ର କିଛି ଅଂଶ ହଲ୍କା ଧଳା ରଙ୍ଗ ହୋଇଥାଏ ଆଖିରୁ ମୁହଁ ପର୍ଯ୍ୟନ୍ତ ଲୁହଗଡିବା ପରି ଚିହ୍ନ ଥାଏ ।
ଛୋଟ ଗୋଲ ମୁଣ୍ଡ ଛୋଟ ଛୋଟ ଠିଆ ହୋଇ ରହିଥିବା ଦୁଇ କାନ,କଳା ନାକ ଓ ଗାଢ କଳା ଆଖି । ଲମ୍ବା ଲୋମଶ ଲାଞ୍ଜ ଯାହାର ୬ଟି ଈଷତ ହଳଦୀ ରଙ୍ଗ ର ଗୋଲ ଗୋଲ ବନ୍ଧନୀ ର ସମାହାର ଥାଏ । ମଜବୁତ,ତୀକ୍ଷଣ,ଆଙ୍କୁଚନଶିଳ ପଞ୍ଝା ଯାହାକି ପତଳା ଡାଳ ମାନଙ୍କରେଡାଳମାନଙ୍କରେ ଚଢିବାରେ ସାହାଯ୍ୟ କରେ । କଚଟି ରୁ ବାହାରିଥିବା ଏକ ଲମ୍ବା ହାଡ ଯାହା ବୃଦ୍ଧ ଅଙ୍ଗୁଳି ପରି ଲାଗେ ତାହା ଡାଳଗୁଡିକୁ ଧରି ରଖିବାରେ ସହାୟକ ହୁଏ ।