"ମା’ ଘର ଫାଉଣ୍ଡେସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
'''ମା’ ଘର- ଫାଉଣ୍ଡେସନ''' ଏକ ସମର୍ପିତ[[ଓଡ଼ିଶା]]ର ଏବଂଏକ ପ୍ରତିଜ୍ଞାବଦ୍ଧମହିଳା ସମାଜସେବୀ ମହିଳାମାନଙ୍କର ସଂଗଠନ ଯାହା ଶ୍ରୀମତୀଏହା ୠତୁପର୍ଣ୍ଣା ମହାନ୍ତିଙ୍କ ନେତୃତ୍ବରେନେତୃତ୍ୱରେ ୨୦୦୪ରୁ ଓଡ଼ିଶାରେ ଅସହାୟ ମହିଳା ଏବଂ ଝିଅମାନଙ୍କୁ ସହାୟତା ଯୋଗାଇ ଆସୁଛି ।
 
==କାର୍ଯ୍ୟ ==
 
ଏହାର ପ୍ରାରମ୍ଭିକ ସ୍ଥରରେ ଉଦ୍ଧାର, ଚାଲାଣ ଏବଂ ଦୁଷ୍କର୍ମ ପୀଡିତାଙ୍କୁ ପୁନର୍ବାସ,ସାମୟିକ ବାସଗୃହ, ଖାଦ୍ୟ, ସ୍ବାସ୍ଥ୍ୟସେବା, ଆଇନଗତ ସହାୟତା ଏବଂ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା କରେ । ଆବାସିକ ସ୍ଥାନଟି ସେପର୍ଯ୍ୟନ୍ତ ଏକ ସାମୟିକ ଘର ଭାବେ ଧରାଯାଇଥାଏ ଯେପର୍ଯ୍ୟନ୍ତ ଅସହାୟଙ୍କୁ ସମାଜିକ ସ୍ବୀକୃତି ନମିଲିଛି ଏବଂ ସେ ଆର୍ଥିକ ସ୍ବାବଲମ୍ବୀ ନହୋଇଛନ୍ତି । ପୀଡିତାଙ୍କ ପାଖ ପଡୋଶୀଙ୍କମାନଙ୍କୁ ଏକତ୍ରିତ କରାଇ ଏକ କମ୍ୟୁନିଟି ଭିଜିଲାନ୍ସ ଗୋଷ୍ଠୀ ଗଠନ କରାଯାଏ । ସେମାନଙ୍କୁ ସଶକ୍ତ କରି ଗଢିତୋଳି ନିଜ ଅଂଚଳରେ ମାନବ ଚାଲାଣ, ମହିଳାମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା ଆଦି କାର୍ଯ୍ୟରେ ହସ୍ତକ୍ଷେପ କରି ଏହି ଭଳି କାର୍ଯ୍ୟକୁ ରୋକିବାକୁ ସଚେତନ କରାଯାଇଥାଏ । ଏହିସବୁ କାର୍ଯ୍ୟ ମାତ୍ର ୫ ବର୍ଷରେ ପାଖାପାଖି ସବୁ ବୟସବର୍ଗର ୧୫,୦୦୦ ଅସହାୟ ମହିଳାଙ୍କୁ ପୁନର୍ବାସ ଏବଂ ଥଇଥାନ କରାଯାଇପାରିଛି । ଏକ ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଅଧିକାର ବାବଦରେ ସଚେତନ ହୋଇସାରିଛନ୍ତି । ଏଠାରେ ସହସ୍ରାଧିକ ବେରୋଜଗାରୀ ଯୁବତୀଙ୍କୁ ସୁରକ୍ଷା, କମ୍ପୁଟର, ପ୍ରଶିକ୍ଷଣ ଏବଂ ତାପରେ ନିଯୁକ୍ତି ସୁଯୋଗ ମିଳିଛି । ମହିଳା ମାନେ ମଧ୍ୟ ଭିନ୍ନ ସମସ୍ୟା ମାନ ଯାହା ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ଆସି ମା’ ଘର ଠାରେ ପଂଜିକରଣ କରିଥାନ୍ତି । <ref>http://www.maaghara.org/about-us/</ref>
 
Line ୯ ⟶ ୮:
 
==ଅନ୍ୟାନ୍ୟ ସଫଳତା==
 
*ପ୍ରତ୍ୟେକ ଥାନାରେ ମହିଳା ଏବଂ ଶିଶୁ ଡେସ୍କ ସ୍ଥାପନ
*ଉଚ୍ଚନ୍ୟାୟାଳୟ ର ଆଦେଶ କ୍ରମେ ବସ୍ତି ଥଇଥାନ ନୀତି
Line ୨୩ ⟶ ୨୧:
 
*୨୦୧୪ ମସିହାରେ ପାଇଥିବା ପିସ ମେକର ଆଵର୍ଡ : ଶାନ୍ତି ଦେବୀ (ସେବା ସମାଜର ପ୍ରତିଷ୍ଠାତା, ଗୁଣୁପୁର । ୭୮ ବର୍ଷ ବୟସ୍କା ଗାନ୍ଧିବାଦୀ ସମାଜସେବୀ । ''ସେବା ସମାଜ'' ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ମହତ ଅବଦାନ କରିଥିବାରୁ । )<ref name="dailypioneer.com"/><ref>http://odishasuntimes.com/51566/5-women-leaders-shortlisted-maa-ghara-woman-peacemaker-award/</ref><ref>http://cached.newslookup.com/cached.php?ref_id=468&siteid=2386&id=6055945&t=1399850155</ref>
 
===ପୁରସ୍କାର===
ଟ୍ରଫି, ମାନପତ୍ର ସହ ନଗଦ ୫୦,୦୦୦ ଟଙ୍କା ।
 
==ଆଧାର==
{{ଆଧାର}}
 
==ବାହ୍ୟ ଲିଙ୍କ==
http://www.maaghara.org
 
==ଆଧାର==
 
[[ଶ୍ରେଣୀ:୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]