"ମା’ ଘର ଫାଉଣ୍ଡେସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ଓଡିଶା → ଓଡ଼ିଶା, ମାନଙ୍କ → ମାନଙ୍କ (3) using AWB
ଟିକେNo edit summary
୩ କ ଧାଡ଼ି:
==କାର୍ଯ୍ୟ ==
 
ଏହାର ପ୍ରାରମ୍ଭିକ ସ୍ଥରରେ ଉଦ୍ଧାର, ଚାଲାଣ ଏବଂ ଦୁଷ୍କର୍ମ ପୀଡିତାଙ୍କୁ ପୁନର୍ବାସ,ସାମୟିକ ବାସଗୃହ, ଖାଦ୍ୟ, ସ୍ବାସ୍ଥ୍ୟସେବା, ଆଇନଗତ ସହାୟତା ଏବଂ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା କରେ । ଆବାସିକ ସ୍ଥାନଟି ସେପର୍ଯ୍ୟନ୍ତ ଏକ ସାମୟିକ ଘର ଭାବେ ଧରାଯାଇଥାଏ ଯେପର୍ଯ୍ୟନ୍ତ ଅସହାୟଙ୍କୁ ସମାଜିକ ସ୍ବୀକୃତି ନମିଲିଛି ଏବଂ ସେ ଆର୍ଥିକ ସ୍ବାବଲମ୍ବୀ ନହୋଇଛନ୍ତି । ପୀଡିତାଙ୍କ ପାଖପଡୋଶୀଙ୍କମାନଙ୍କୁପାଖ ପଡୋଶୀଙ୍କମାନଙ୍କୁ ଏକତ୍ରିତ କରାଇ ଏକ କମ୍ୟୁନିଟି ଭିଜିଲାନ୍ସ ଗୋଷ୍ଠୀ ଗଠନ କରାଯାଏ । ସେମାନଙ୍କୁ ସଶକ୍ତ କରି ଗଢିତୋଳି ନିଜ ଅଂଚଳରେ ମାନବ ଚାଲାଣ, ମହିଳାମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା ଆଦି କାର୍ଯ୍ୟରେ ହସ୍ତକ୍ଷେପ କରି ଏହି ଭଳି କାର୍ଯ୍ୟକୁ ରୋକିବାକୁ ସଚେତନ କରାଯାଇଥାଏ । ଏହିସବୁ କାର୍ଯ୍ୟ ମାତ୍ର ୫ ବର୍ଷରେ ପାଖାପାଖି ସବୁ ବୟସବର୍ଗର ୧୫,୦୦୦ ଅସହାୟ ମହିଳାଙ୍କୁ ପୁନର୍ବାସ ଏବଂ ଥଇଥାନ କରାଯାଇପାରିଛି । ଏକ ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଅଧିକାର ବାବଦରେ ସଚେତନ ହୋଇସାରିଛନ୍ତି । ଏଠାରେ ସହସ୍ରାଧିକ ବେରୋଜଗାରୀ ଯୁବତୀଙ୍କୁ ସୁରକ୍ଷା, କମ୍ପୁଟର, ପ୍ରଶିକ୍ଷଣ ଏବଂ ତାପରେ ନିଯୁକ୍ତି ସୁଯୋଗ ମିଳିଛି । ମହିଳା ମାନେ ମଧ୍ୟ ଭିନ୍ନ ସମସ୍ୟା ମାନ ଯାହା ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ଆସି ମା’ ଘର ଠାରେ ପଂଜିକରଣ କରିଥାନ୍ତି । <ref>http://www.maaghara.org/about-us/</ref>
 
ଦ୍ବିତୀୟ ସ୍ତରରେ ନ୍ୟାୟ ପ୍ରାପ୍ତି, ନୀତି ନିର୍ଦ୍ଧାରଣ, ଜନ ଶୁଣାଣୀ, ସମ୍ବେଦନଶୀଳ ନିଷ୍ପତ୍ତିନେବା ପାଇଁ ବୟସ୍କ ବ୍ୟକ୍ତି, ପୋଲିସ, ନ୍ୟାୟିକ ପଦାଧିକାରୀ, ଆଇନ ପରାମର୍ଶଦାତା, ବିଶ୍ବବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧିମାନଙ୍କୁ ନେଇ ସମାଜିକ ଶାନ୍ତିପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା