"ବେଟି ବଚାଓ ବେଟି ପଢ଼ାଓ ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ଅା → ଆ, ମାନଙ୍କ → ମାନଙ୍କ (2) using AWB
୧ କ ଧାଡ଼ି:
[[File:PM Modi at the launch of “Beti Bachao, Beti Padhao” programme.jpg|thumb|ପ୍ରଧାନମନ୍ତ୍ରୀ [[ନରେନ୍ଦ୍ର ମୋଦୀ]] ଉଦ୍ଘାଟନୀ ସମାରୋହରେ [[ମାଧୁରୀ ଦୀକ୍ଷିତ]] ''(ବାମରେ)'' ଏବଂ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ [[ମାନେକା ଗାନ୍ଧି]]ଙ୍କ ସହ ।]]
'''ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ''' ''(Beti Bachao, Beti Padhao)''(BBBP) [[ଭାରତ ସରକାର]]ଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । [[ନରେନ୍ଦ୍ର ମୋଦୀ]] ୨୨ ଜାନୁଅାରୀଜାନୁଆରୀ ୨୦୧୫ ରେ [[ହରିଆଣା]]ର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । <ref>[http://www.newindianexpress.com/nation/PM-to-Taunch-Beti-Bachao-Beti-Padhao-Programme-from-Haryana/2014/12/31/article2597270.ece PM to Launch 'Beti Bachao, Beti Padhao' Programme from Haryana]</ref><ref>[http://economictimes.indiatimes.com/news/politics-and-nation/pm-narendra-modi-to-launch-beti-bachao-beti-padhao-programme-from-haryana/articleshow/45707186.cms PM Narendra Modi to launch 'Beti Bachao, Beti Padhao' programme from Haryana]</ref> ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି । <ref>[http://wcd.nic.in/tender/Beti_bachao_beti_padhao_campaign_24072014.pdf Beti Bachao, Beti Padhao]</ref>
 
୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ (୦-୬ ବର୍ଷ) ପ୍ରତି ୧୦୦୦ ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ ୯୧୮କୁ ହ୍ରାସ ଘଟିଛି । <ref>http://wcd.nic.in</ref>
୧୩ କ ଧାଡ଼ି:
*ସାଇବର ଅପରାଧ ସେଲ
*ବିପର୍ଯ୍ୟୟ ପରିଚାଳନା ସେଲ
*ପଥପ୍ରଦର୍ଶକ, ଅଭିଭାବକ ଏବଂ ଅନ୍ୟ ମାନଙ୍କୁଅନ୍ୟମାନଙ୍କୁ ପୁରସ୍କାର ରାଶି
 
==କାର୍ଯ୍ୟକ୍ରମ ବୈଶିଷ୍ଟ୍ୟ==
୨୮ କ ଧାଡ଼ି:
*ଶିଶୁକନ୍ୟାର ଜନ୍ମଦିନ ଉତ୍ସବ ପାଳନ
*କନ୍ୟାକୁ ଶିକ୍ଷିତ କରିବାକୁ ପ୍ରାଧାନ୍ୟ ଦେବା
*ସଦସ୍ୟ ମାନଙ୍କସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ଦରକାର ସ୍ଥଳେ ପ୍ରେରଣାର୍ଥକ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି
*ଗର୍ଭପାତ ସହ ଜଡ଼ିତ ଥିବା ଦୋଷୀକୁ କଠୋର ଦଣ୍ଡବିଧାନ
 
ଲିଂଗ ନିରୁପଣ ଏବଂ ଭ୍ରୁଣ ହତ୍ୟା , କନ୍ୟାର ବିବାହ ଖର୍ଚ୍ଚ, ଯୌତୁକ ଏବଂ ଏହା ସହ ହେଉଥିବା ଅସୁବିଧା ଆଦି ସମାଜରେ ଚର୍ଚ୍ଚା ହେବା ଉଚିତ ଯାହା ଫଳରେ ସମାଜ ଏଥିପ୍ରତି ସମ୍ବେଦନଶୀଳ ହେବ ଏବଂ ଏପରି ଘୃଣ୍ୟ କାର୍ଯ୍ୟ କରିବା ଆଗରୁ ଲଜ୍ୟାରେ ଦୁଇଥର ଭାବିବ । <ref>http://www.betibachaobetipadhao.co.in/</ref>
 
 
ସେଇ ପରୀମାନଙ୍କମୁହଁରେ ଚେନାଏ ହସ ଆଣିବା ପାଇଁ ''ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢାଅ!
 
 
==ଆଧାର==