"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
୧୨ କ ଧାଡ଼ି:
| nationality = ଭାରତୀୟ
| start_age = ୧୨ ବର୍ଷ
| start_discipline = ପ୍ରଶିକ୍ଷକ - ଜାତୀୟ ଦୁଃସାହସିକତା ପ୍ରତିଷ୍ଠାନ,<ref name="ref280654123">{{cite web|url=http://www.iloveindia.com/indian-heroes/bachendri-pal.html|title=Bachendri Pal Biography - Bachendri Pal Profile, Childhood, Life, Timeline|accessdate=19 Feb 2014}}</ref> ଟାଟା ଷ୍ଟିଲ ଦୁଃସହସିକତା ପ୍ରତିଷ୍ଠାନର ମୁଖ୍ୟ (୧୯୮୪ ପରେ),<ref name="ref-1349701615">{{cite web|url=http://www.tatasteel.com/UserNewsRoom/usershowcontent.asp?id=963&type=PressRelease&REFERER=http://www.tatasteel.com/media/press-release.asp|title=Tata Steel Newsroom - Press Releases|accessdate=19 Feb 2014}}</ref>
| notable_ascents = 1984 ई. के अभियान में शामिल होकर सफलतापूर्वक एवरेस्ट पर विजय पाई और [[भारत]] की महिलाऑ को भी पर्वतारोहण के क्षेत्र में ला खड़ा किया।<ref name="ref418988254">{{cite web|url=http://www.britannica.com/EBchecked/topic/1912159/Bachendri-Pal|title=Bachendri Pal (Indian mountaineer) -- Encyclopedia Britannica|accessdate=19 Feb 2014}}</ref>
| occupation = ଇସ୍ପାତ କମ୍ପାନୀ 'ଟାଟା ଷ୍ଟିଲ'ରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।
୨୮ କ ଧାଡ଼ି:
| date=3 मई 2012
| accessdate=19 फ़रवरी 2014
| location= लखनऊ}}</ref>
 
==ପ୍ରାରମ୍ଭିକ ଜୀବନ==
ବଚେନ୍ଦ୍ରୀ ପାଲଙ୍କ ଜନ୍ମ ବର୍ତ୍ତମାନର [[ଉତ୍ତରାଖଣ୍ଡ]] ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ନକୁରୀ ଗାଁରେ ୧୯୫୪ ମସିହାରେ ହେଇଥିଲା । କ୍ଷେତିହାର ପରିବାରରେ ଜନ୍ମିତ ବାଚେନ୍ଦ୍ରୀ ବି.ଏଡ ଯାଏଁ ପାଠ ପଢ଼ିଛନ୍ତି । ମେଧାବୀ ଓ ପ୍ରତିଭାଶାଳୀ ହେଇଥିବା ସତ୍ତ୍ୱେ ତାଙ୍କୁ ଚାକିରୀ ମିଳିନଥିଲା । ଯାହା ବି ମିଳିଥିଲା ତାହା ଅସ୍ଥାୟୀ, ଜୁନିଅର ସ୍ତରର କିମ୍ବା କମ ଦରମାର ଥିଲା । ଏଥିରେ ନିରାଶ ହେଇ ବଚେନ୍ଦ୍ରୀ ଚାକିରୀ କରିବା ବଦଳରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଙ୍ଗରେ ପଢ଼ିବାପାଇଁ ଆବେଦନ କଲେ । ଏଠାରୁ ବଚେନ୍ଦ୍ରୀଙ୍କୁ ଜୀବନର ନୂଆ ବାଟ ମିଳିଗଲା । ୧୯୮୨ରେ ଅଗ୍ରୀମ ଅଭ୍ୟାସ ଶିବିରରେ ସେ ଗଙ୍ଗୋତ୍ରୀ (୬୬୭୨ ମିଟର) ଓ ଋଦୁଗେଇରା (୫୮୧୯ ମିଟର) ର ଆରୋହଣ କରିଥିଲେ । ଏହି ଶିବିରରେ ବ୍ରିଗେଡିଅର ଜ୍ଞାନ ସିଂହ ବଚେନ୍ଦ୍ରୀଙ୍କୁ ପ୍ରଶିକ୍ଷକଭାବେ ନିଯୁକ୍ତି ଦେଇଥିଲେ । ସେ ପର୍ବତାରୋହୀର ପେସା ଗ୍ରହଣ କରିବାରୁ ତାଙ୍କୁ ପରିବାର ଓ ସମ୍ପର୍କୀୟମାନଙ୍କ ବିରୋଧର ସମ୍ମୁଖୀନ ହବାକୁ ମଧ୍ୟ ପଡ଼ିଥିଲା ।<ref>Book: “Everest - My Journey to the Top”, an autobiography published By National Book Trust, Delhi</ref><ref>*{{cite book| author = Indra Gupta| title = India's 50 Most Illustrious Women| year = 2004| isbn = 978-81-88086-19-1}}</ref>
 
==ଜୀବିକା==
ବଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀ ମାନଙ୍କସହସହପାଠୀମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ଼ ଚଢ଼ିଥିଲେ । ୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା । ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା । ଏହି ଦଳଦ୍ଵାରା ୨୩ ମଇ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା (ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା । ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ଵର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳା ମାନଙ୍କମହିଳାମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ଵ ନେଇ ପୁଣି ଏଭେରେଷ୍ଟ ଚଢ଼ିଥିଲେ। ସେ ୧୯୯୪ରେ ହରିଦ୍ଵାର ରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ଵ ନେଇଥିଲେ । ହିମାଳୟର ଗଳିରେ [[ଭୁଟାନ]], [[ନେପାଳ]], [[ଲେହ]] ଓ [[ସିଆଚେନ]] ଦେଇଯାଇଥିବା [[କାରାକୋରମ ପର୍ବତମାଳା]]ର ୪୦୦୦ କି.ମି. ଲମ୍ବା ଗିରିପଥ ର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ। <ref>{{cite web|url=http://web.archive.org/http://www.tsafindia.org/mystory.html|title=mystory|publisher=web.archive.org|accessdate=2014-02-19}}</ref><ref>{{cite web|url=http://www.everesthistory.com/climbers/pal.htm|title=EverestHistory.com: Bachendri Pal|accessdate=19 Feb 2014}}</ref><ref>{{cite web|url=http://sports.ndtv.com/othersports/othersports/210099-everest-conquerors-to-the-rescue|title=Everest conquerors to the rescue! – Other Sports - More – NDTVSports.com|accessdate=19 Feb 2014}}</ref>
==ସମ୍ମାନ/ପୁରସ୍କାର==
*ଭାରତୀୟ ପର୍ବତାରୋହଣ ଫାଉଣ୍ଡେସନରୁ ପର୍ବତାରୋହଣରେ ଉତ୍କର୍ଷତା ପାଇଁ ସ୍ଵର୍ଣ୍ଣ ପଦକ (୧୯୮୪)<ref name="ref-139443309">{{cite web|url=https://en.wikipedia.org/wiki/Indian_Mountaineering_Foundation|title=ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ - ଉଇକିପିଡ଼ିଆ,ଏକ ଖୋଲା ଜ୍ଞାନକୋଷ|accessdate=19 Feb 2014}}</ref>