"ଜୀବସାର କ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
୪୮ କ ଧାଡ଼ି:
* କାରୋଟୀନ ଗୁଡିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
== ଇତିହାସ ==
୧୯୦୬ରେ ଏହି ଜୀବସାର 'କ' ଆବିଷ୍କାର କରଯାଇଥିଲା । [[ପୃଷ୍ଟିସାର]] , [[ସ୍ନେହସାର]] ଓ [[ଶ୍ଵେତସାର]] ବ୍ୟତୀତ ଅନ୍ୟ କିଛି ଉପାଦାନ ମଧ୍ୟ ଆବଶ୍ୟକ ଥିଲା ଗୋରୁଗାଇ ମାନଙ୍କଗୋରୁଗାଇମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ । ୧୯୧୭ ରେ ଏହି ଉପାଦାନ ସବୁ ସ୍ଵାଧୀନ ଭାବେ ଆବିଷ୍କାର କରିଥିଲେ : ଏଲମର ମ୍ୟାକ କୋଲୁମ (Elmer McCollum ) ୱି‌ସ୍‌କୋ‌ନ୍‌ସି‌ନ୍-ମାଡିସନ ବିଶ୍ୱବିଦ୍ୟାଳୟରେ ଓ ଲାଫାୟେତ୍ତେ ମେଣ୍ଡେଲ (Lafayette Mendel) , ଥୋମାସ ବର ଓସବୋର୍ଣ୍ଣ (Thomas Burr Osborne) ୟେଲ ବିଶ୍ଵବିଦ୍ୟାଳୟରେ । David Adriaan van Dorp ଓ Jozef Ferdinand Arens ନାମକ ଦୁଇଜଣ ଡଚ ରସାୟନବିତ୍.ଏହାକୁ ପ୍ରଥମେ କୃତ୍ରିମ ଭାବେ ବନେଇ ଥିଲେ ।
 
== ଦୈନିକ ଆବଶ୍ୟକତା ==
୧୧୪ କ ଧାଡ଼ି:
* broccoli (୩୧ μg ୩%)
* '''କ୍ଷୀର''' (୨୮ μg ୩%)
</div><br />
 
'''''ବି.ଦ୍ର''''' : ଏହି ତଥ୍ୟ ସବୁ [http://www.nal.usda.gov/fnic/foodcomp/search/ USDA databaseରୁ] ନିଆଯାଇଛି ଏବଂ ବନ୍ଧନୀ ମଧ୍ୟରେ ଥିବା ତଥ୍ୟ ହେଉଛି, ୧୦୦ ଗ୍ରାମ ଖାଦ୍ୟ ପ୍ରତି retinol activity equivalences (RAEs)ଓ ବୟସ୍କ ପୁରୁଷ ପାଇଁ [[:en:Recommended Dietary Allowance|ଦୈନିକ ଆହାର ଆବଶ୍ୟକତାର]] ପ୍ରତିଶତ ମୂଲ୍ୟ ।
"https://or.wikipedia.org/wiki/ଜୀବସାର_କ"ରୁ ଅଣାଯାଇଅଛି