"ମହମ୍ମଦ ଇକବାଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ fixing dead links |
ଟିକେ clean up, replaced: । → । (8), ସ୍ୱାଧିନ → ସ୍ୱାଧୀନ, ପାକିସ୍ଥାନ → ପାକିସ୍ତାନ (10), ମାନଙ୍କ → ମାନଙ୍କ using AWB |

୧ କ ଧାଡ଼ି:
{{ଛୋଟ|Muhammad Iqbal}}
{{Infobox philosopher
|region = ଅବିଭାଜିତ ଭାରତ, ଏବେ
|era = ବିଂଶ ଶତକର ଦାର୍ଶନିକ
|image = Iqbal.jpg
୧୫ କ ଧାଡ଼ି:
|main_interests = ଉର୍ଦୁ କବିତା, ପାର୍ସି କବିତା
|influences = [[ରୁମି]], [[ଆରିଷ୍ଟୋଟଲ]], ଅହମ୍ମଦ ସିରହିନ୍ଦି, ଜୋହାନ ୱଲଫଗାଂଗ ଭନ ଗୋଏଥେ, [[ଫ୍ରେଡରିକ ନିତ୍ସେ]], ହେନେରି ବର୍ଗସନ, ମୌଲାନା ମହମ୍ମଦ ଅଲି, ଥୋମାସ ୱାଲକର ଆର୍ନଲ୍ଡ, ଜର୍ଜ ୱିଲିଅମ ଫ୍ରେଡେରିକ ହେଜ
|influenced =
|notable_ideas = ଦ୍ୱି-ଦେଶ ସିଦ୍ଧାନ୍ତ, ସ୍ୱତନ୍ତ୍ର
|signature =
|signature_alt =
୨୩ କ ଧାଡ଼ି:

'''ସାର ମହମ୍ମଦ ଇକବାଲ''' (ଏକବାଲ) ({{lang-ur|محمد اقبال}}) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। <ref name="aml.org.pk"/>
ଇକବାଲଙ୍କୁ
ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ''ଶୈର-ଇ-ମୁସରିକ'' ({{lang-ur|{{Nastaliq|شاعر مشرق}}}}) ଅର୍ଥାତ୍''ପ୍ରାଚ୍ୟ କବି'' ନାମରେ ପରିଚିତ। ତାଙ୍କୁ ''ମୁଫକିର-ଇ-ପାକିସ୍ତାନ'' ("
== ଶିକ୍ଷା ==
ବାଲ୍ୟକାଳରେ ସେ ସୟଦ ମୀର ହସନଙ୍କଠାରୁ ପାରସ୍ୟ ଓ ଆରବୀ ଭାଷା ଶିକ୍ଷା କରିଥିଲେ। ସାହିତ୍ୟ ଓ କବିତା ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ସେ ଛାତ୍ରାବସ୍ଥାରେ ଅନେକ କବିତା ରଚନା କରି ବହୁ ପ୍ରଶଂସିତ ହୋଇଥିଲେ। ନୱାବ ମିର୍ଜା ଖାଁ – ‘ଦାରା’ ବୋଲି ଜଣେ ପ୍ରସିଦ୍ଧ କବି ଦିଲ୍ଲୀରେ ବାସ କରୁଥିଲେ। ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଭାରତର ବିଭିନ୍ନ ଅଞ୍ଚଳରୁ କବିବାନେ ସେମାନଙ୍କ କବିତା ସଂଶୋଧନ ପାଇଁ ତାଙ୍କ ପାଖକୁ ପଠାଉଥିଲେ। ଇକବଲ ମଧ୍ୟ ନିଜ କବିତା ତାଙ୍କପାଖକୁ ପଠାଇବାରୁ ସେ ଇକବଲଙ୍କ କବିତାକୁ ନିଜ କବିତାଠାରୁ ବି ଉଚ୍ଚକୋଟୀର ବୋଲି କହି ବହୁତ ପ୍ରଶଂସା କରିଥିଲେ।
୩୪ କ ଧାଡ଼ି:
ସେ ପ୍ରଥମେ ଉର୍ଦୁ ଭାଷାରେ ରଚନା କରୁଥିଲେ। କିନ୍ତୁ ‘ସନ୍ୟାସ ରହସ୍ୟ’ ନାମକ ଗ୍ରନ୍ଥ ପ୍ରଣୟନ କାଳରେ ତାଙ୍କୁ ଆରବୀ ଓ ପାର୍ସୀ ଭାଷାର ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥିଲା। ଏ ସବୁ ଗ୍ରନ୍ଥ ଅଧ୍ୟୟନ କରି ତାଙ୍କୁ ଲାଗିଲା ନିଜର ଭାବର ପୂର୍ଣ ପରିପ୍ରକାଶ ପାଇଁ ତାଙ୍କୁ ଉର୍ଦୁ ଭାଷା ଛାଡ଼ି ପାର୍ସୀ ବ୍ୟବହାର କରିବାକୁ ପଡ଼ିବ। ଫଳରେ ସେ ପାର୍ସୀ ଭାଷାରେ ତାଙ୍କର ଅଧିକାଂଶ ରଚନା ଆରମ୍ଭ କରିବାକୁ ଲାଗିଲେ। ଜର୍ମାନ ଅବସ୍ଥାନ କାଳରେ ସେ କବି ଗେଟେଙ୍କର କବିତା ‘ପାଶ୍ଚାତ୍ୟ ଅଭିନଂଦନ’ର ପ୍ରତ୍ୟୁତ୍ତରରେ ‘ପ୍ରାଚ୍ୟବାର୍ତା’ କାବ୍ୟ ରଚନା କରି ସେଥିରେ ସେ ଦର୍ଶନ ଶାସ୍ତ୍ରର ଅନେକ ଜଟିଳ ଓ ସୂକ୍ଷ୍ମ ତଥ୍ୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ବୟାନ କରି ପାରିଥିଲେ। ସେଥିପାଇଁ ଲୋକେ ତାଙ୍କୁ ‘ପ୍ରକୃତି ଗ୍ରନ୍ଥ’ର ଟୀକାକାର ଆଖ୍ୟା ଦେଇଥିଲେ।
== ଚିନ୍ତାଧାରା ==
ସେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏହି ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁ ନଥିଲେ। ମୁସଲମାନମାନଙ୍କର ଦୂରବସ୍ଥା ଦେଖି ସେ ମର୍ମାହତ ହେଉଥିଲେ ଓ ଜାତୀୟ ଜାଗରଣ ପାଇଁ କବିତାଦି ରଚନା କରୁଥିଲେ। ଲଣ୍ଡନରେ ଦର୍ଶନ ଶାସ୍ତ୍ର ପଢୁଥିବା ସମୟରେ ସେ ସର୍ବଭାରତୀୟ ମୁସଲିମ ଲିଗର ଲଣ୍ଡନ ଶାଖାର ଜଣେ ସଭ୍ୟ ହୋଇଥିଲେ।<ref
== ସମ୍ମାନ ==
ଅନନ୍ତର ଇକବାଲ ଜର୍ମାନ ଯାଇ ସେଠାରେ ନାନାଦି ଶାସ୍ତ୍ର ଅଧ୍ୟୟନ କରିଥିଲେ। ତତ୍ରତ୍ୟ ପଣ୍ଡିତମାନେ ତାଙ୍କ ରଚିତ ‘ପାରସ୍ୟ ଦେଶର ଦର୍ଶନ ଶାସ୍ତ୍ରର ଇତିହାସ’ ଗ୍ରନ୍ଥ ପାଠକରି ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଡ଼ାକ୍ତର ଉପାଧିରେ ଭୂଷିତ କରିଥିଲେ।
୧୯୨୨ରେ ଇଂଲାଣ୍ଡର ରାଜା ପଞ୍ଚମ ଜର୍ଜ <ref name="books.google.co.uk">{{cite book|last=Schimmel|first=Annemarie|title=Gabriel's wing: a study into the religious ideas of Sir Muhammad Iqbal|publisher=Brill Archive|year=1962|page=|url=http://books.google.co.uk/books?id=goE3AAAAIAAJ&pg=PA153&dq=Muhammad+Iqbal+illness#PPA55,M1}} p.35/45</ref> ତାଙ୍କୁ "ସାର୍" ଉପାଧି ପ୍ରଦାନ କରିଥିଲେ।<ref name="groundreport.com">{{cite web|url=http://www.groundreport.com/Media_and_Tech/Dr-Sir-Mohammad-Iqbal-s-pro-Kashmir-approach-highl_2/2906057 |title=Iqbal's pro Kashmir approach|publisher=GroundReport.com|date=2009-08-19|accessdate=2012-01-24}}</ref>
୮୪ କ ଧାଡ଼ି:
ହମ ବୁଲବୁଲେଁ ହୈଁ ଇସକୀ ଯହ ଗୁଲିସତାଁ ହମାରା ॥

ଗୁରବତ ମେଁ ହୋଁ ଅଗର ହମ ରହତା ହୈ ଦିଲ ୱତନ ମେଁ
ସମଝୋ ୱହୀଁ ହମେଁ ଭୀ ଦିଲ ହୋ ଜହାଁ ହମାରା ॥ ସାରେ ....

ପରବତ ୱୋ ସବସେ ଊଁଚା ହମସାୟା ଆସମାଁ କା
ୱୋ ସଂତରୀ ହମାରା ୱୋ ପାସବାଁ ହମାରା ॥ ସାରେ ....

ଗୋଦୀ ମେଁ ଖେଲତୀ ହୈଁ ଉସକୀ ହଜାରୋଁ ନଦିୟାଁ
ଗୁଲଶନ ହୈ ଜିନକେ ଦମ ସେ ରଶ୍କ-ଏ-ଜିନାଁ ହମାରା ॥ ସାରେ ....

ଐ ଆବ-ଏ-ରୂଦ-ଏ-ଗଂଗା ୱୋ ଦିନ ହୈ ଯାଦ ତୁଝକୋ
ଉତରା ତେରେ କିନାରେ ଜବ କାରୱାଁ ହମାରା ॥ ସାରେ ....

ମଜହବ ନହୀଁ ସିଖାତା ଆପସ ମେଁ ବୈର ରଖନା
ହିନ୍ଦୀ ହୈଁ ହମ ୱତନ ହୈଁ ହିନ୍ଦୋସ୍ତାଁ ହମାରା ॥ ସାରେ ....

ଯୂନାନ ଔର ମିସ୍ର ଔର ରୂମା ସବ ମିଟ ଗଏ ଜହାଁ ସେ
ଅବ ତକ ମଗର ହୈ ବାକୀ ନାମ ଔର ନିଶାଁ ହମାରା ॥ ସାରେ ....

କୁଛ ବାତ ହୈ କି ହସ୍ତୀ ମିଟତୀ ନହୀଁ ହମାରୀ
ସଦିୟୋଁ ରହା ହୈ ଦୁଶ୍ମନ ଦୌର-ଏ-ଜମାଁ ହମାରା ॥ ସାରେ ....

ଇକବାଲ କୋଈ ମହରମ ଅପନା ନହୀଁ ଜହାଁ ମେଁ
ମାଲୂମ କ୍ୟା କିସୀ କୋ ଦର୍ଦ-ଏ-ନିହାଁ ହମାରା ॥ ସାରେ...